ଅନ୍ତର୍ଜାତୀୟ

ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍‌ କଲା ପର୍ଦ୍ଦାଫାଶ୍‌…

ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ସାଟେଲାଇଟ୍‌ରୁ ମିଳି ଥିବା ଚିତ୍ରରୁ ଡ୍ରାଗନର ଚାଲାକି...

ଧୂଳିଝଡ଼ ନେଲା ୮ ଜୀବନ…

ଓଟାହ,୨୭।୭: ଆମେରିକାର ଓଟାହରେ ଧୂଳିଝଡ଼ ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଭୟଙ୍କର ଧୂଳିଝଡ଼ ଯୋଗୁଁ ଓଟାହର ରାଜପଥରେ ପ୍ରାୟ ୨୨ଟି ମଧ୍ୟରେ ଗାଡି ଧକ୍କା ହୋଇଥିଲା। ରାସ୍ତା ନ ଦେଖା ଯିବାର ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ମୃତକଙ୍କ...

ଖୁସି ଖବର, ମିଶ୍ରିତ ଭାକ୍ସିନ୍‌ ଯୋଗୁ ୬ ଗୁଣା ଅଧିକ ଆଣ୍ଟିବଡ଼ି ହେଉଛି ସୃଷ୍ଟି…

ସିଓଲ୍‌,୨୭।୭: ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କରୋନା ଟିକାର ମିଶ୍ରିତ ବ୍ୟବହାର ବିଷୟରେ ଖୁସି ଖବର ଦେଇଛନ୍ତି। । ଦୁଇ ଭିନ୍ନ ଡୋଜ୍‌ ନେବା ଦ୍ୱାରା ଶରୀରରେ ସମାନ ପ୍ରକାର ଭାକ୍ସିନ୍‌ ନେଇଥିବା ଲୋକଙ୍କ ତୁଳନାରେ ୬ ଗୁଣା ଅଧିକ ଆଣ୍ଟିବଡି...

ଫାମ୍‌ ମିନ୍‌ ଚିନ୍‌ ଭିଏଟ୍‌ନାମ ପ୍ରଧାନମନ୍ତ୍ରୀ

ହାନୋଇ, ୨୭ା୭: ଭିଏଟ୍‌ନାମ ପ୍ରଧାନମନ୍ତ୍ରୀ ଭାବେ ଫାମ୍‌ ମିନ୍‌ ଚିନ୍‌ ସୋମବାର ପୁନଃ ନିର୍ବାଚିତ ହୋଇଛନ୍ତି। ଭୋଟ୍‌ ଫଳାଫଳ ଅନୁସାରେ ୧୫ ତମ ନ୍ୟାଶନାଲ ଆସେମ୍ବ୍ଲି (ଏନ୍‌ଏ)ଫାମ୍‌ଙ୍କ ନାମ ଘୋଷଣା କରିଛି। ସେ ୨୦୨୬ ପର୍ଯ୍ୟନ୍ତ ଏହି ପଦରେ ଦାୟିତ୍ୱ...

ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ

ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍‌ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ମାତ୍ର ସବୁଠୁ ଚର୍ଚ୍ଚାରେ ଜଣେ ଜାପାନୀ ଯୁବତୀ। ଏହାର କାରଣ ମଧ୍ୟ...

ଇଣ୍ଡୋନେସିଆରେ କରୋନାର ତୃତୀୟ ଲହର

ଜାକର୍ତ୍ତା,୨୬ ।୭: କରୋନା ମହାମାରୀର ତୃତୀୟ ଲହରକୁ ନେଇ ପୁଣିଥରେ ବିଶେଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହି ତୃତୀୟ ଲହର ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବା ଅନୁମାନ କରାଯାଇଥିବା ବେଳେ ଏଥିପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି...

ଆମେରିକାର ୧୩ ରାଜ୍ୟର ୮୫ ଅଞ୍ଚଳରେ ନିଆଁ

ୱାଶିଂଟନ,୨୬ ।୭: ଆମେରିକାରେ ଗୋଟିଏ ପରେ ଗୋଟିଏ ବିପଦ ଲୋକଙ୍କ ସାଧାରଣ ଜୀବନକୁ ବେଶ୍ ପ୍ରଭାବିତ କରିଛି । କରୋନା ମହାମାରୀ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କିଛି ଅଞ୍ଚଳରେ ମରୁଡି ଭଳି ପରିସ୍ଥିତି ଉପୁଜିବା ପରେ ଏବେ ପ୍ରାୟ...

ଏକଛତ୍ରବାଦୀ ଶାସକଙ୍କ ଷଡ଼ଯନ୍ତ୍ର,ଜୀବନ ଭୟରେ ଚାଇନା ପଳାଇଥିବା ଲୋକଙ୍କୁ କରାଯିବ ହତ୍ୟା…

ପୋୟଙ୍ଗୟାଙ୍ଗ୍‌,୨୫।୭: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନୂଆ ଷଡ଼ଯନ୍ତ୍ର ରଚିଛନ୍ତି। ଜୀବନ ଭୟରେ ଦେଶ ଛାଡ଼ି ଚାଇନା ପଳାଇଥିବା ଲୋକଙ୍କୁ ହତ୍ୟା କରିବା ଲାଗି କିମ୍‌ଙ୍କ ଟିମ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ...

ମହାକାଶକୁ ସେକ୍ସ ଟୟ ପଠାଇବ ଏହି ଦେଶ, ଦୁଇ କମ୍ପାନୀ ମଧ୍ୟରେ ହୋଇଛି ଚୁକ୍ତି

ଟୋକିଓ,୨୫ା୭: ମଣିଷ ମହାକାଶକୁ ଯାଉଥିବାର ଅନେକ ଖବର ଶୁଣିଥିବେ। ମାତ୍ର କେବେ ଶୁଣିଛନ୍ତି ମହାକାଶକୁ ସେକ୍ସ ଟୟ ଯିବାର। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର ଏକ ସଂସ୍ଥା ଏପରି କରିବାକୁ ନିଷ୍ପତ୍ତି ନେଇଛି। ଜାପାନର ଏହି ସଂସ୍ଥା ସ୍ପେସ୍‌...

୧୧୦ କୋଟି ଲୋକଙ୍କୁ ମିଳିବ ଦୃଷ୍ଟିଶକ୍ତି, ଜାତିସଂଘ ଯୋଗାଇଦେବ ସହାୟତା…

ଜେନେଭା,୨୫।୭: ପୃଥିବୀର ୧୧୦ କୋଟି ଲୋକଙ୍କୁ ଏବେ ଦୃଷ୍ଟିଶକ୍ତି ମିଳିବ। ଏନେଇ ଜାତିସଂଘ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଜାତିସଂଘର ସାଧାରଣ ସଭାରେ ଏସମ୍ପର୍କିତ ଏକ ପ୍ରସ୍ତାବକୁ ୧୦୦ରୁ ଅଧିକ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି। ପୃଥିବୀର ସମସ୍ତ...

ବୃହସ୍ପତି ଉପଗ୍ରହକୁ ଯିବ ସ୍ପେସ୍‌ଏକ୍ସ ରକେଟ୍‌

ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପ୍ରଥମ ବୃହସ୍ପତି ମିଶନରେ ଏହାର ଥଣ୍ଡା ଉପଗ୍ରହ ୟୁରୋପାକୁ ମହାକାଶଯାନ ‘ୟୁରୋପା କ୍ଲିପର୍‌’ ପ୍ରେରଣ ପାଇଁ ସ୍ପେସ୍‌ଏକ୍ସ ରକେଟକୁ ବ୍ୟବହାର କରିବ। ଏଥିପାଇଁ ନାସା ଏଲନ୍‌ ମସ୍କଙ୍କ ରକେଟ୍‌ କମ୍ପାନୀ ସ୍ପେସ୍‌ଏକ୍ସକୁ ୧୭୮...

ଜଳୁଛି କାଲିଫର୍ନିଆ ଜଙ୍ଗଲ

ସାନ୍‌ ଫ୍ରାନ୍ସିସ୍‌କୋ, ୨୫।୭: କାଲିଫର୍ନିଆ-ନେଭାଡା ସୀମାରେ ହଜାର ହଜାର ଏକର ଜଙ୍ଗଲ ଦୀର୍ଘ ଦୁଇ ସପ୍ତାହ ହେଲା ଜଳୁଛି। ପ୍ରାଥମିକ ଅବସ୍ଥାରେ ଆମେରିକା ଜଙ୍ଗଲ ସେବା ଅଧିକାରୀମାନେ ଏହାକୁ ବିଶେଷ ଗୁରୁତ୍ୱ ନ ଦେଇ ଜଳିବାକୁ ଛାଡ଼ିଦେବାରୁ ଏବେ ନିୟନ୍ତ୍ରଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri