ଅନ୍ତର୍ଜାତୀୟ

୪୪୫୬ କୋଟିର କ୍ରିପ୍ଟୋକରେନ୍ସି ଚୋରି

ଲଣ୍ଡନ, ୧୨ା୮ : ବିଟ୍‌କଏନ ଭଳି ଅନେକ ଭର୍ଚୁଆଲ କଏନ ପ୍ରତି ନିବେଶକ ଆକର୍ଷିତ ହେଉଛନ୍ତି। ଦ୍ରୁତଗତିରେ କ୍ରିପ୍ଟୋକରେନ୍ସିଗୁଡ଼ିକର ମୂଲ୍ୟ ବୃଦ୍ଧି ଏହାର କାରଣ। ୨୦୨୧ ଜାନୁୟାରୀ ସୁଦ୍ଧା ବିଶ୍ୱରେ ୪ ହଜାରରୁ ଅଧିକ କ୍ରିପ୍ଟୋକରେନ୍ସି ପ୍ରଚଳନ ହେଉଥିବାବେଳେ ବିଟ୍‌କଏନରେ...

ନିଜ ଲଢ଼େଇ ନିଜେ ଲଢୁ ଆଫଗାନିସ୍ତାନ, କହିଲା ଆମେରିକା…

ଓ୍ବାଶିଂଟନ/କାବୁଲ,୧୧।୮: ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଗୃହ ଯୁଦ୍ଧ ଧୀରେଧୀରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଆଫଗାନିସ୍ତାନ ସୈନ୍ୟ ବାହିନୀଙ୍କୁ ସହାୟତା ଯୋଗାଉଥିବା ଆମେରିକା କୌଣସି ସାହାଯ୍ୟ ନ କରିବାକୁ କହିଛି। ଆଫଗାନିସ୍ତାନ ନିଜ ଲଢ଼େଇ ନିଜେ ଲଢୁ ବୋଲି ଆମେରିକା...

ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର

କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪ ଦିନ ମଧ୍ୟରେ ଦେଶରେ ଅନେକ ସହରକୁ ତାଲିବାନ ଦଖଲ କରିବା ସହ ନିଜ...

ସ୍ପେସ୍‌ରେ ହେବ ପିଜା ପାର୍ଟିି, ରକେଟ ବୋହି ନେଲା ଆବଶ୍ୟକ ସାମଗ୍ରୀ…

ୱାଶିଂଟନ,୧୧।୮: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପିଜା ନେଇ ଏକ ରକେଟ ଯାତ୍ରା କରିଛି। ଏଥିରେ ୭ ଜଣ ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ରହିଛି। ଏବେ ସ୍ପେସ୍‌ ଷ୍ଟେଶନ୍‌ରେ ମହାକାଶଚାରୀ ପିଜା ପାର୍ଟି କରିବାର ସୁଯୋଗ ପାଇବେ। ନର୍ଥ୍ରୋପ...

୨୩୩ ବର୍ଷର ଇତିହାସରେ ପ୍ରଥମ: ହୋଚୁଲ୍‌ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ନର…

ନ୍ୟୁୟର୍କ,୧୧।୮: ନ୍ୟୁୟର୍କର ୨୩୩ ବର୍ଷର ଇତିହାସରେ ପ୍ରଥମ ଘଟଣା ଘଟିଛି। ଏଠାରେ ଶାସନ ଡୋର ପ୍ରଥମ ଥର ପାଇଁ ଜଣେ ମହିଳା ଗଭର୍ନରଙ୍କ ହାତକୁ ଯାଇଛି। ଯୌନ ଉତ୍ପୀଡନ ଅଭିଯୋଗରେ ଆଣ୍ଡ୍ର୍ୟୁ କ୍ୟୁମୋ ନିଜ ପଦବୀରୁ ଇସ୍ତଫା ଦେବା ପରେ...

ମଜାର-ଏ-ଶରିଫରୁ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିବେ ଭାରତୀୟ ନାଗରିକ

କାବୁଲ,୧୦।୮:ଆଫଗାନିସ୍ତାନରେ ଉପୁଜିଥିବା ହିଂସା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତ ସରକାର ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଫଗାନିସ୍ତାନର ମଜାର-ଏ-ଶରିଫ ସହର ସ୍ଥିତ ବାଣିଜ୍ୟ ଦୂତାବାସରେ କାର୍ଯ୍ୟରତ ଥିବା ସମସ୍ତ ଭାରତୀୟ କର୍ମଚାରୀ, ଅଧିକାରୀ ଓ...

ବାଟ ଭୁଲିଗଲେ ହାତୀ

ବେଜିଂ,୧୦।୮: ଶେଷରେ ୧୭ମାସ ପରେ ଘରମୁହାଁ ହେଲେ ଏକ ହାତୀପଲ। ଏହି ହାତୀମାନେ ଚାଇନାରେ ପ୍ରାୟ ୩୦୦ମାଇଲ ଯାତ୍ରା କରିଥିବା ଜଣାପଡ଼ିଛି। ଯାହା ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ୧୪ଏସିଆ ହାତୀ ଗତ କିଛି ମାସରୁ...

ରେଷ୍ଟୁରାଣ୍ଟ-ବସ୍‌-ଟ୍ରେନ୍‌ରେ ଯିବାକୁ ହେଲେ ଭାକ୍ସିନ ପାସ୍‌ ବାଧ୍ୟତାମୂଳକ

ପ୍ୟାରିସ୍‌,୧୦।୮: କରୋନା ମହାମାରୀ ବିରୋଧରେ ଟିକା ସବୁଠାରୁ ବଡ ଅସ୍ତ୍ର ଭାବେ ଉଭା ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଦେଶ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଇବା ଉପରେ ଜୋର ଦେଉଛନ୍ତି। ଇତିମଧ୍ୟରେ ଫ୍ରାନ୍ସରୁ ସୋମବାର ଏକ...

୧୩ ମାସ ପରେ ଘରକୁ ଗଲେ ବିଶ୍ୱର ସବୁଠୁ ଛୋଟ ଶିଶୁ

ଦୁନିଆର ସବୁଠାରୁ ଛୋଟ ଶିଶୁ ଦୀର୍ଘ ୧୩ ମାସ ହସ୍ପିଟାଲରେ ରହିବା ପରେ ଏବେ ଡିସଚାର୍ଜ ହୋଇ ଘରକୁ ଯାଇଛନ୍ତି। କ୍ୱେକ ୟୁ ଜୁଆନ ଏହି ଶିଶୁ କନ୍ୟାଟି ୯ ଜୁନ ୨୦୨୦ରେ ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟି ହସ୍ପିଟାଲରେ ଜନ୍ମଗ୍ରହଣ...

ବାଂଲାଦେଶରେ ଭାଙ୍ଗିଦେଲେ ୪ ହିନ୍ଦୁ ମନ୍ଦିର

ଢାକା,୯।୮: ବାଂଲାଦେଶର ଖୁଲ୍‌ନା ଜିଲାରେ ଦୁର୍ବୃତ୍ତମାନେ ୪ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏଥିସହ ସେମାନେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ କେତେକ ଦୋକାନ ଓ ଘର ଭାଙ୍ଗିଛନ୍ତି। ପୋଲିସ ୧୦ ଜଣଙ୍କୁ ଗିରଫ କରିବା ସହ ଉକ୍ତ ଅଞ୍ଚଳରେ ସୁରକ୍ଷା...

ବେଜିଂ ଯିବା ମନା!

ବେଜିଂ,୯ ।୮: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ସେଠାକାର ସରକାର ବିଭିନ୍ନ ଅଞ୍ଚଳରେ ଲକ ଡାଉନ ଘୋଷଣା କରିଛନ୍ତି । ରାଜଧାନୀ ବେଜିଂର କିଛି ଅଞ୍ଚଳରେ ଏହା ଦ୍ରୁତ ଗତିରେ...

କ୍ୱେଟାରେ ବୋମା ବିସ୍ଫୋରଣ: ୨ ଯବାନ ଶହୀଦ

ଇସଲାମାବାଦ,୯ ।୮: ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ଅଞ୍ଚଳରେ ପୋଲିସ ଭ୍ୟାନକୁ ଟାର୍ଗେଟ କରି ରବିବାରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୨ ପୋଲିସଙ୍କ ମୃତ୍ୟୁ ହେବା ସହ ୮ ପୋଲିସ ସମେତ ୧୨ ଜଣ ଆହତ ହୋଇଥିବା ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri