ଅନ୍ତର୍ଜାତୀୟ

ନଓ୍ବାଜ ଫେରିବା ପରେ ଶାହାବାଜ ଛାଡ଼ିବେ କି ପ୍ରଧାନମନ୍ତ୍ରୀ ପଦ

ଇସଲାମାବାଦ,୧୫ା୪: କିଛିଦିନ ଧରି ପାକିସ୍ତାନରେ ଉଠିଥିବା ରାଜନୈତିକ ଝଡ଼ ଶାନ୍ତ ପଡ଼ିଗଲା, କିନ୍ତୁ ଆଗାମୀ ଦିନରେ ଏଠାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ରାଜନୈତିକ ବିଶେଷଜ୍ଞମାନେ ପାକିସ୍ତାନର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହି ବିଶେଷଜ୍ଞଙ୍କ ମତରେ ନଓ୍ବାଜ…

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦ୍‌ଘାତ

ମସ୍କୋ,୧୫।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫୧ ଦିନ ହେବ ଯୁଦ୍ଧ ଜାରି ରହିଛି। ସେପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ହୃଦ୍‌ଘାତର ଶିକାର ହୋଇଛନ୍ତି। ଏହି କାରଣରୁ ତାଙ୍କୁ ଗତ କିଛି ଦିନ ହେବ ଦେଖିବାକୁ ମିଳିନାହିଁ ।…

ରୁଷିଆକୁ ଲାଗିଲା ବଡ଼ ଝଟ୍‌କା

ମସ୍କୋ,୧୫।୪: ୟୁକ୍ରେନ ବିରୋଧରେ ସାମରିକ ଅପରେସନ କରୁଥିବା ବେଳେ ରୁଷିଆର ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜ ବ୍ଲାକ ସି’ରେ ବୁଡିଯାଇଛି। ଅପରେସନ ବେଳେ ଏହି ଯୁଦ୍ଧ ଜାହାଜଟି କ୍ଷତି ଗ୍ରସ୍ତ ହୋଇଯାଇଥିବାରୁ ସମୁଦ୍ରରେ ବୁଡିଯାଇଛି ଯାଇଥିବା ରୁଷିଆ ପ୍ରତିରକ୍ଷା…

ଚାଇନାର ଚାଲାକି, ପାକିସ୍ତାନରେ ପ୍ରସ୍ତୁତ ହେଉଛି କରୋନାର ନୂଆ ଷ୍ଟ୍ରେନ୍‌!

ନୂଆଦିଲ୍ଲୀ/ଇସଲାମାବାଦ,୧୫ ।୪: କରୋନା ଭାଇରସର ଉତ୍ପତି ସ୍ଥଳ ଚାଇନା । ଏବେ ଏହି ସନ୍ଦେହ ଦୂର ହୋଇ ନ ଥିବା ବେଳେ ପୁଣି ଏକ ବିପଦ ମୁଣ୍ଡ ଟେକିଲାଣି । ଅଷ୍ଟ୍ରେଲିଆ ପୋର୍ଟାଲ ଦ କ୍ଲେସଂନରେ ଏନ୍ଥନି କ୍ଲେନଙ୍କ ଏକ ରିପୋର୍ଟ…

ଭାରତୀୟ ମୂଳ ବାସିନ୍ଦା ବ୍ରିଟିଶ ଡାକ୍ତର ୪୮ ମହିଳା ରୋଗୀଙ୍କ ଯୌନ ଉତ୍ପିଡନ ମାମଲାରେ ଦୋଷୀ ସାବ୍ୟସ୍ତ

ଲଣ୍ଡନ,୧୫ ।୪: ସ୍କଟଲାଣ୍ଡରେ ପ୍ରାକ୍ଟିସ କରୁଥିବା ଭାରତୀୟ ମୂଳ ବାସିନ୍ଦା ୭୨ ବର୍ଷିୟ ଜଣେ ଡାକ୍ତର ୩୫ ବର୍ଷ ଧରି ୪୮ ମହିଳା ରୋଗୀଙ୍କୁ ଯୌନ ଶୋଷଣ ମାମଲାରେ ଗୁରୁବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜେନରାଲ ପ୍ରାକ୍ଟିଶନର କୃଷ୍ଣା ସିଂଙ୍କ…

ଜାପାନ ସାଗରରେ ଜାହାଜରୁ ମିଶାଇଲର ପରୀକ୍ଷଣ କଲା ରୁଷିଆ

ଟୋକିଓ,୧୫ ।୪: ଜାପାନ ସରକାରଙ୍କ ସୂଚନା ଅନୁଯାୟୀ, ରୁଷିଆ ଦ୍ୱାରା ଜାପାନ ସାଗରରେ ଜାହାଜରୁ ପଠାଯାଇପାରୁଥିବା ମିଶାଇଲର ପରୀକ୍ଷଣ କରାଯାଇଛି । ଏହାପରେ ରୁଷିଆ ସେନାଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି । ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ…

୨୨ କୋଟିର ଟୁଇଟ୍‌ ୨୧ ହଜାର ଟଙ୍କା

ଓ୍ବାଶିଂଟନ୍‌, ୧୫ା୪:ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ପ୍ରଥମ ଟୁଇଟ୍‌ର ଏନ୍‌ଏଫ୍‌ଟିକୁ କିଣିଥିବା ବ୍ୟକ୍ତିଙ୍କୁ ବଡ଼ ଝଟକା ଲାଗିଛି। ୨୦୦୬ ମେ ୨୧ରେ ଡୋର୍ସି କରିଥିବା ଟୁଇଟ୍‌କୁ ଉଦ୍ୟୋଗୀ ସାଇନା ଏଷ୍ଟାଭି ୨.୯ ମିଲିୟନ ଡଲାର (ପ୍ରାୟ ୨୨ କୋଟି ଟଙ୍କା)ରେ କିଣିଥିବାବେଳେ…

ସୁଇଡେନ୍‌, ଫିନ୍‌ଲାଣ୍ଡକୁ ରୁଷିଆ ବିପଦ

ମସ୍କୋ, ୧୫ା୪:ୟୁକ୍ରେନ୍‌ ପରେ ସୁଇଡେନ୍‌ ଓ ଫିନ୍‌ଲାଣ୍ଡ ପ୍ରତି ରୁଷିଆ ଆଡ଼ୁ ବିପଦ ଘନେଇଛି। ନାଟୋ ସାମରିକ ମେଣ୍ଟରେ ସାମିଲ ହେବାକୁ ଏହି ଦୁଇ ଦେଶ ପ୍ରସ୍ତୁତି କରିଥିବାବେଳେ ରୁଷିଆ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍‌ ଡିମିଟ୍ରି ମେଡଭେଦେଭ୍‌ ଆଣବିକ ଯୁଦ୍ଧର…

ଡରବାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା, ୩୦୦ରୁ ଅଧିକ ମୃତ

ଜୋହାନସବର୍ଗ,୧୫ ।୪: ଦକ୍ଷିଣ ଆଫ୍ରିକାର ଡରବାନ ସହର ଓ ପୂର୍ବ କ୍ୱାଜୁଲୁ-ନେଟଳ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆସିଛି । ଏହି ବନ୍ୟାରେ ୩୦୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗାମୀ ଦିନରେ ପ୍ରବଳ ବର୍ଷା ସହ…

ଅର୍ଥମନ୍ତ୍ରୀରୁ ହେବେ ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୪।୪: ସିଙ୍ଗାପୁରର ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓଙ୍ଗ୍‌ଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ଙ୍କ ଉତ୍ତରାଧିକାରୀ ଚୟନ କରାଯାଇଛି। ସେ ଶାସକ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ୪ଜି ଟିମ୍‌ ନେତା ହେବାକୁ ଯାଉଛନ୍ତି। ୪୯ ବର୍ଷୀୟ ଓଙ୍ଗ୍‌ଙ୍କୁ ଚତୁର୍ଥ ପିଢ଼ିର…

ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଇସଲାମାବାଦ,୧୪ ।୪: ପାକିସ୍ତାନରୁ ଇମ୍ରାନ ଖାଁ ସରକାର ବିଦା ହେବା ପରେ ଏବେ ପଦ ସମ୍ଭାଳିଛନ୍ତି ଶହବାଜ୍ ଶରିଫ୍ । ତେବେ ଶେହବାଜ୍ ପ୍ରଧାନମନତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଚିଠି ଲେଖି ଶୁଭେଚ୍ଛା…

ପୃଥିବୀ ମୁହାଁ ସୌରଝଡ଼, ଜିପିଏସ୍‌ ସିଷ୍ଟମ୍‌-ମୋବାଇଲ ନେଟଓ୍ବାର୍କ-ସାଟେଲାଇଟ୍‌ ଟିଭି ଉପରେ ପ୍ରଭାବ ଆଶଙ୍କା…

ଓ୍ବାଶିଂଟନ, ୧୪।୪ : ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ଉତ୍ତାପ ତରଙ୍ଗ ଝଡ଼ ପ୍ରବଳ ବେଗରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହା ଯୋଗୁ ଜିପିଏସ ସିଷ୍ଟମ, ମୋବାଇଲ ନେଟୱାର୍କ ଏବଂ ସାଟେଲାଇଟ ଟିଭି ପ୍ରଭାବିତ ହେବ ବୋଲି କୁହାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri