ଭାରତ-ଆମେରିକା ସହଭାଗିତାକୁ ଆହୁରି ଆଗକୁ ନେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ: ବାଇଡେନ୍‌

ଟୋକିଓ,୨୪।୫: : ଜାପାନରେ ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କୁ ନେଇ କ୍ୱାଡ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି। କ୍ୱାଡ୍‌ ସମ୍ମିଳନୀର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ଦ୍ୱିପାକ୍ଷିକ ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି, ଭାରତ-ଆମେରିକା ସହଭାଗିତାକୁ ଆଗକୁ ନେବାକୁ ସେ ପ୍ରତିଶ୍ରୁତିବଦ୍ଧ।
ମୋଦି କହିଛନ୍ତି, ଭାରତ-ଆମେରିକା ରଣନୀତିକ ଭାଗିଦାରୀ ପ୍ରକୃତରେ ବିଶ୍ୱାସର ସହଭାଗୀତା। ଅନେକ କ୍ଷେତ୍ରରେ ଆମର ସାଧାରଣ ସ୍ବାର୍ଥ ଏହି ବିଶ୍ୱାସର ସମ୍ପର୍କକୁ ଦୃଢ କରିପାରିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ମଧ୍ୟ ଲଗାତର ବିସ୍ତାର ହେଉଛି। ମୁଁ ନିଶ୍ଚିତ ଯେ ଭାରତ-ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତି ପୁନଃ ବିନିଯୋଗ ଦିଗରେ ପ୍ରଗତିଶୀଳ ହେବ। ଆମେ ଟେକ୍ନୋଲୋଜି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରୁଛୁ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ସମନ୍ବୟ ରକ୍ଷା କରୁଛୁ।
ସେହିପରି ୟୁକ୍ରେନ ଯୁଦ୍ଧ ବିଷୟରେ ଉଲ୍ଲେଖ କରି ଆମେରିକାର ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ ଉପରେ ରୁଷିଆର ନିର୍ଦ୍ଦୟ ଆକ୍ରମଣ ଏବଂ ସମଗ୍ର ବିଶ୍ୱ ଶୃଙ୍ଖଳା ଉପରେ ଏହାର ପ୍ରଭାବ ଉପରେ ମଧ୍ୟ ଆମେ ଆଲୋଚନା କରିଛୁ। ଏହି ନକାରାତ୍ମକ ପ୍ରଭାବକୁ କିପରି ହ୍ରାସ କରାଯିବ, ଆମେରିକା ଏବଂ ଭାରତ ଏହା ଉପରେ ନଜର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ର ମୁହାଁ ଆର୍ଟେମିସ-୧…

ଓ୍ବାଶିଂଟନ,୧୬।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଉପରେ ନିଜର ମିଶନ ଆରମ୍ଭ କରିଛି। ବୁଧବାର ଆମେରିକାର ସ୍ପେସ ଏଜେନ୍ସି ଚନ୍ଦ୍ରକୁ ମାନବ...

ଖଣି ଭୁଶୁଡ଼ି ୧୧୩ ମୃତ

ୟାଙ୍ଗୁନ୍‌,୩।୭:ଉତ୍ତର ମ୍ୟାନ୍‌ମାରରେ ଥିବା ଏକ ମୂଲ୍ୟବାନ୍‌ ରତ୍ନପଥର (ମଣି) ଖଣି ଗୁରୁବାର ଭୁଶୁଡ଼ି ପଡ଼ିବାରୁ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେଜଣ ପୋତିହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା...

ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ: ଜଣେ ମୃତ, ଜଣେ ଅଭିଯୁକ୍ତ ଗିରଫ…

ଓ୍ବାଶିଂଟନ,୧୬।୨ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ଟେକ୍ସାସର ଏଲ ପାସୋରେ ଜଣେ ବନ୍ଧୁକଧାରୀ ଏକ ଶପିଂ ମଲରେ ପ୍ରବେଶ କରି...

ପାକ୍‌ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କକର

ଇସ୍‌ଲାମାବାଦ,୧୫ା୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅନଓ୍ବାରୁଲ ହକ୍‌ କକର ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଆର୍ଥତ୍କ ସଙ୍କଟରେ ଥିବା ପାକିସ୍ତାନର ନେତୃତ୍ୱ ନେବା...

ଜେଲରେ ବାହାହେବେ ଆସେଞ୍ଜ

ଏକ ଦଶନ୍ଧି ତଳେ ହଜାର ହଜାର ଦସ୍ତାବିଜ ପ୍ରଘଟ କରି ଚର୍ଚ୍ଚାକୁ ଆସିଥିବା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜ ଜେଲରେ ତାଙ୍କ ପ୍ରେମିକା ଷ୍ଟେଲା ମୋରିସ୍‌ଙ୍କୁ...

ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି…

ଢାକା, ୧୭।୫ : ଏବେ ବାଂଲାଦେଶରେ ଶ୍ରୀଲଙ୍କା ପରି ସଙ୍କଟ ଦେଖାଦେଇଛି। ଲଗାତାର ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପରିମାଣ କମିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ...

ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା

କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ।...

୨ ଟେଲିକମ୍‌ କର୍ମଚାରୀଙ୍କୁ ପିଟି ହତ୍ୟା

କରାଚୀ,୨୯ା୧୦: ପାକିସ୍ତାନର କରାଚୀସ୍ଥିତ ମଛର କଲୋନିରେ ଶୁକ୍ରବାର ଉତ୍ତ୍ୟକ୍ତ ଲୋକେ ଏକ ଟେଲିକମ୍‌ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପିଟି ମାରିଦେଇଛନ୍ତି। ପୋଲିସ କହିବା ଅନୁଯାୟୀ...

Advertisement
Archives

Model This Week