ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ଫିନ୍ଲାଣ୍ଡ, ସୁଇଡେନ
ବ୍ରସେଲ୍ସ, ୨୬ା୪: ରୁଷିଆର ଧମକ ସତ୍ତ୍ୱେ ଫିନ୍ଲାଣ୍ଡ ଏବଂ ସୁଇଡେନ୍ ଆସନ୍ତା ମେ’ରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ରେ ରୁଷିଆ ୟୁକ୍ରେନ୍ର କ୍ରିମିଆ ଉପଦ୍ୱୀପ କବ୍ଜା କରିବା ପରେ ଫିନ୍ଲାଣ୍ଡ ଓ ସୁଇଡେନ୍…
ରୁଷିଆର ତୈଳ ଡିପୋ ଜଳିଗଲା
ମସ୍କୋ, ୨୬ା୪: ୟୁକ୍ରେନ୍ ସୀମା ନିକଟ ରୁଷୀୟ ସହର ବ୍ରିୟାନ୍ସ୍କରେ ଥିବା ଏକ ତୈଳ ଡିପୋ ସୋମବାର ଜଳିଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନ ଥିବାବେଳେ କେହି ମୃତାହତ ହୋଇଥିବା ନେଇ ଜଣାପଡ଼ିନାହିଁ। ପ୍ରଥମେ ବଡ଼ ଧରଣର ବିସ୍ଫୋରଣ ଶବ୍ଦ…
ଯୁଦ୍ଧ ଜିତୁଛି ୟୁକ୍ରେନ୍
କିଭ୍, ୨୬ା୪: ୟୁକ୍ରେନ୍ ଉପରେ ଆକ୍ରମଣ କରି ଲକ୍ଷ୍ୟ ହାସଲ କରିବାରେ ରୁଷିଆ ବିଫଳ ହୋଇଛି। ବିଜୟ ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ପ୍ରତିବଦ୍ଧତା ଏବଂ ଆତ୍ମବିଶ୍ୱାସ ରହିଛି। ରୁଷିଆ ବିରୋଧରେ ୟୁକ୍ରେନ୍ ଯୁଦ୍ଧ ଜିତୁଛି ବୋଲି କିଭ୍ରେ ଜେଲେନ୍ସ୍କିଙ୍କ…
ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲେ ରୁଷିଆ ବୈଦେଶିକ ମନ୍ତ୍ରୀ
ମସ୍କୋ,୨୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରଣ ହୋଇ ଗଲାଣି । ଇତିମଧ୍ୟରେ ସୋମବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ ଏକ ବଡ ବୟାନ ଦେଇଛନ୍ତି । ସେ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ଜାରି ରଖିବା କଥା…
ପ୍ରତିରକ୍ଷା ବ୍ୟୟ ୨ ଟ୍ରିଲିୟନ ଡଲାର ଟପିଲା
ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୨୬ା୪: କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପ୍ରତିରକ୍ଷା ବ୍ୟୟ ବୃଦ୍ଧି ପାଇଛି। ୨୦୨୧ରେ ବିଶ୍ୱର ମୋଟ ସାମରିକ ବ୍ୟୟ ୨.୧ ଟ୍ରିଲିୟନ ଡଲାର ଟପିଛି। ଲଗାତର ୭ମ ବର୍ଷ ପାଇଁ ମିଲିଟାରୀ ଏକ୍ସପେଣ୍ଡିଚର ବଢ଼ିଥିବାବେଳେ ଆମେରିକା…
୧୧୯ ବର୍ଷରେ ପ୍ରାଣ ହରାଇଲେ ବିଶ୍ୱର ସବୁଠାରୁ ବୟସ୍କା
ଟୋକିଓ,୨୫।୪: ବିଶ୍ୱର ସବୁଠାରୁ ବୟସ୍କା ମହିଳା କାନେ ତାନାକା ୧୧୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ୧୯୦୩ ଜାନୁୟାରୀ ୨ରେ ଜାପାନର ଦକ୍ଷିଣ-ପଶ୍ଚିମ ଫୁକୁଓକା ଅଞ୍ଚଳରେ ସେ ଜନ୍ମ ଗ୍ରହଣ କରିଥିଲେ। ୨୦୧୯ରେ ତାନାକା ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡର…
ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ଫିନ୍ଲାଣ୍ଡ, ସ୍ବିଡେନ୍
ବ୍ରସେଲ୍ସ,୨୫ା୪: ରୁଷିଆର ଧମକ ସତ୍ତ୍ୱେ ଫିନ୍ଲାଣ୍ଡ ଏବଂ ସ୍ବିଡେନ୍ ଆସନ୍ତା ମେ’ରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ରେ ରୁଷିଆ ୟୁକ୍ରେନ୍ର କ୍ରିମିଆ ଉପଦ୍ୱୀପ କବ୍ଜା କରିବା ପରେ ଫିନ୍ଲାଣ୍ଡ ଓ ସ୍ବିଡେନ୍ ନାଟୋରୁ…
ଖୁବ୍ଶୀଘ୍ର ଏଲନ୍ ମସ୍କ ହେବେ ଟୁଇଟର ନୂଆ ମାଲିକ: ଅନ୍ତିମ ଅଫରକୁ ଗ୍ରହଣ କଲା ଟୁଇଟର
ନ୍ୟୁୟର୍କ,୨୫।୪: ବିଶ୍ୱର ଧନଶାଳୀ ବ୍ୟକ୍ତି ତଥା ବୈଦ୍ୟୁତିକ କାର୍ କମ୍ପାନୀ ଟେସ୍ଲାର ସିଇଓ ଏଲନ୍ ମସ୍କ ଖୁବ୍ଶୀଘ୍ର ମାଇକ୍ରୋବ୍ଲଗିଙ୍ଗ ସାଇଟ ଟୁଇଟରର ନୂଆ ମାଲିକ ହୋଇପାରନ୍ତି। ଏଲନ୍ ମସ୍କ ଟୁଇଟର୍ର ଗୋଟିଏ ଶେୟାର ବଦଳରେ ୫୪.୨୦ ଡଲାର ବା ୪ହଜାର୧୫୨ ଟଙ୍କା…
ଯୁଦ୍ଧର ହୃଦୟ ବିଦାରକ ତଥ୍ୟ, ୫୧ ଲକ୍ଷରୁ ଅଧିକ ଶରଣାର୍ଥୀ, ସୈନ୍ୟ-ସାଧାରଣ ଲୋକଙ୍କ ରକ୍ତରେ ଭିଜିଛି ମାଟି…
କ୍ୱିଭ୍/ମସ୍କୋ, ୨୫।୪ : ରୁଷିଆ ୟୁକ୍ରେନ୍ ଯୁଦ୍ଧ ଶେଷ ହେବାର ନା ଧରୁନି। ଯୁଦ୍ଧ ଯୋଗୁ ୟୁକ୍ରେନ୍ର ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ସେହିପରି ଉଭୟ ପକ୍ଷର ବହୁ କ୍ଷୟକ୍ଷତି ହୋଇଛି। ଉଭୟପକ୍ଷ ସୈନ୍ୟ…
ବୁଡିଗଲା ପର୍ଯ୍ୟଟନ ଡଙ୍ଗା: ୧୧ ମୃତ, ୧୫ ଏବେ ବି ନିଖୋଜ
ଟୋକିଓ,୨୫।୪:ଜାପାନରେ ଏକ ପର୍ଯ୍ୟଟନ ଡଙ୍ଗା ବୁଡି ୧୧ ଜଣଙ୍କର ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ,ତିନିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ୨୬ ଜଣଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ଉତ୍ତର ଜାତୀୟ ଉଦ୍ୟାନର ଥଣ୍ଡା ପାଣିରେ…
ଚନ୍ଦ୍ରରେ ଆଣବିକ ବିସ୍ଫୋରଣ କରିବାକୁ ଚାହୁଁଥିଲା ଆମେରିକା, ଗୁପ୍ତ ସୂଚନାର ପର୍ଦ୍ଦାଫାଶ୍…
ଓ୍ବାଶିଂଟନ, ୨୫।୪ : କେତେକ ଗୁପ୍ତ କାଗଜପତ୍ରରୁ ଜଣାପଡିଛି ଯେ ଆମେରିକା ଚନ୍ଦ୍ରରେ ଆଣବିକ ପରୀକ୍ଷଣ ଅନ୍ତର୍ଗତ ବିସ୍ଫୋରଣ କରିବାକୁ ଚାହୁଁଥିଲା। ଆମେରିକା ସରକାରଙ୍କ ଆଡଭାନ୍ସଡ ଏରୋସ୍ପେସ ଥ୍ରେଡ ଆଇଡେଣ୍ଟିଫିକେସନ ପ୍ରୋଗ୍ରାମ (ଏଏଟିଆଇପି)ର ପର୍ଦ୍ଦାଫାଶ୍ ହୋଇଥିବା ଗୁପ୍ତ କାଗଜପତ୍ରରେ ଏହା ଉଲ୍ଲେଖ…
ୟୁକ୍ରେନ୍ ମୃତକଙ୍କ ଶରୀରରେ ଧାତବ ତୀର, ପ୍ରଥମ ବିଶ୍ୱଯୁଦ୍ଧରେ ହୋଇଥିଲା ବ୍ୟବହାର…
କ୍ୱିଭ୍, ୨୫।୪ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୬୧ ଦିନ ବିତିଛି। ରୁଷିଆ ବର୍ତ୍ତମାନ ଅଧିକ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆର ସୈନ୍ୟମାନେ ୟୁକ୍ରେନର ପୂର୍ବ ଭାଗ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକାର…
Archives


