ପୃଥିବୀର ସାମରିକ ଖର୍ଚ୍ଚ ୨,୧୧୩ ଶହ କୋଟି ଡଲାର, ତୃତୀୟ ସ୍ଥାନରେ ଭାରତ…
ଷ୍ଟକହୋମ୍, ୨୬।୪ : ପୃଥିବୀର ବିଭିନ୍ନ ଦେଶର ସାମରିକ ଖର୍ଚ୍ଚରେ ବୃଦ୍ଧି ଘଟିଛି। ମଙ୍ଗଳବାର ସ୍ବିଡେନର ଷ୍ଟକହୋମ୍ ଇଣ୍ଟରନ୍ୟାଶନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏସଆଇପିଆର୍ଆଇ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ପୃଥିବୀର ବିଭିନ୍ନ…
କରାଚି ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ, ୩ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ…
ଇସଲାମାବାଦ, ୨୬।୪ : ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟ ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଚାଇନା ନାଗରିକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ସିନ୍ଧ ପ୍ରଦେଶର ମୁଖ୍ୟମନ୍ତ୍ରୀ ମୁରାଦ…
ସାଙ୍ଘାଇରେ ହାହାକାର, ବେଜିଂରେ ୨ କୋଟିରୁ ଅଧିକଙ୍କ ନମୁନା ଟେଷ୍ଟ୍ ଅଭିଯାନ …
ବେଜିଂ, ୨୬।୪ : ସାଂଘାଇରେ କରୋନାର ଓମିକ୍ରନ୍ ଲହର ବେକାବୁ ହେବା ପରେ ଏବେ ଚାଇନାର ରାଚଧାନୀ ବେଜିଂରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ବେଜିଂରେ ସଂକ୍ରମଣର ଯେପରି ପୁନରାବୃତ୍ତି ନହୁଏ ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ…
ଟୁଇଟର୍ କିଣିବା ପରେ ଏଲନ ମସ୍କଙ୍କ ୫ ବର୍ଷ ପୁରୁଣା ଟୁଇଟ୍ ଭାଇରାଲ୍
ଓ୍ବାଶିଂଟନ୍,୨୬।୪:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଟୁଇଟର କିଣିଛନ୍ତି। ଏହି ସମୟରେ ଏଲନଙ୍କ ଏକ ପାଞ୍ଚ ବର୍ଷ ପୁରୁଣା ଟୁଇଟ୍ ଭାଇରାଲ ହେଉଛି। ସେ ସେହି ଟୁଇଟ୍ରେ ଟୁଇଟର୍ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଡିସେମ୍ବର…
ୟୁକ୍ରେନ୍ରେ ହିରୋ ପାଲଟିଛି ଏହି କୁକୁର
କ୍ୱିଭ୍,୨୬।୪: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ କୁକୁର ହିରୋ ପାଲିଟିଛି। ୟୁକେନର ଏହି କୁକୁରକୁ ନେଇ ଚାଲିଆଡେ ଚର୍ଚ୍ଚା ହେଉଛି। ଏପରିକି ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କୁକୁରକୁ ପ୍ରଶଂସା କରିବା ସହ ଶହ ଶହ ଲୋକଙ୍କ…
ସର୍ବଦଳୀୟ ବୈଠକ ଡକାଇଲେ ଶ୍ରୀଲଙ୍କା ବାଚସ୍ପତି
କଲମ୍ବୋ,୨୬।୪: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନେତିକ ସଙ୍କଟ ଜାରି ରହିଛି। ଇତିମଧ୍ୟରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅବୟଓ୍ବୋର୍ଡେନା ଗୁରୁବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସାମ୍ବିଧାନିକ ସମାଧାନ ଉପରେ ଆଲୋଚନା କରିବା ପାଇଁ ବାଚସ୍ପତି ମହିନ୍ଦା ୟାପା ଏହି…
ଟୁଇଟର୍ରୁ ପରାଗଙ୍କୁ ବିଦା କଲେ ଦେବାକୁ ପଡିବ ମୋଟା ଅଙ୍କର ରାଶି
ଓ୍ବାଶିଂଟନ୍୨୬।୪: ଟୁଇଟର୍ର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। ୪୪ ବିଲିୟନ ଡଲାରରେ ସେ ଏହାର ମାଲିକାନା ହାସଲ କରିଛନ୍ତି। ତେବେ ମସ୍କ ଟୁଇଟର୍କୁ କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ନେଇ…
ବସ୍-କାର୍ ମୁହାଁମୁହିଁ ଧକ୍କା: ଚାଲିଗଲା ୪ ଭାରତୀୟ ପର୍ଯ୍ୟଟକଙ୍କ ଜୀବନ
କାଠମାଣ୍ଡୁ,୨୬।୪: ନେପାଳର ଧାଡିଙ୍ଗ ଜିଲାରେ ବସ୍-କାର୍ ମଧ୍ୟରେ ମୁହଁାମୁହିଁ ଧକ୍କା ହେବାରୁ ୪ ଭାରତୀୟ ପର୍ଯ୍ୟଟକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଠାକ୍ରେ ଅଞ୍ଚଳ ଅନ୍ତର୍ଗତ ପୃଥ୍ବୀ ହାଇଓ୍ବେର ଏହି ଦୁର୍ଘଟଣା ଘଟିଛି। ଭାରତୀୟ ପର୍ଯ୍ୟଟକମାନେ ପୋଖରା ଭ୍ରମଣ କରି…
ୟୁକ୍ରେନର ୫ ରେଲୱେ ଷ୍ଟେଶନ ଉପରେ ରୁଷିଆର ଆକ୍ରମଣ: ଶହ ଶହ ଲୋକଙ୍କ ମୃତ୍ୟୁ ଆଶଙ୍କା
କ୍ୱିଭ,୨୬ ।୪: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ କମ୍ ହେବା ଲକ୍ଷ୍ୟ କରାଯାଉ ନାହିଁ । ସୋମବାର ରୁଷିଆ ସେନା ୟୁକ୍ରେନ୍ର ପ୍ରାୟ ୫ଟି ରେଲୱେ ଷ୍ଟେଶନ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଶହ ଶହ ଲୋକଙ୍କ ମୃତ୍ୟୁ…
ସାଂଘାଇରେ ବେକାବୁ ହେଲାଣି କରୋନା, ଗୋଟିଏ ଦିନରେ ୫୨ ଜଣଙ୍କ ମୃତ୍ୟୁ
ବେଜିଂ,୨୬ ।୪: କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଫେରିଲାଣି ମହାମାରୀ । ସାଂଘାଇରେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି । ସମାଚାର ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁଯାୟୀ, ଆର୍ଥିକ ରାଜଧାନୀ ସାଂଘାଇରେ ଗତ ୨୪ ଘଣ୍ଟାରେ କରୋନାରେ ୫୨ ଜଣଙ୍କ…
ପାକିସ୍ତାନ ଫେରିବେ ନୱାଜ: ଜାରି ହେଲା ୧୦ ବର୍ଷ ପାଇଁ ପାସପୋର୍ଟ
ଇସଲାମାବାଦ,୨୬ ।୪: ଇମ୍ରାନ ଖାଁଙ୍କୁ ଗାଦିଚ୍ୟୁତ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ଶହବାଜ ଶରିଫ ଯେଉଁ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ତାହା ହେଲା ଭାଇ ନୱାଜ ଶରିଫଙ୍କୁ ପାକିସ୍ତାନ ଫେରାଇ ଆଣିବା । ଶହବାଜ ପ୍ରଧାନମନ୍ତ୍ରୀ…
ଟୁଇଟର୍ର ମାଲିକ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି
ଓ୍ବାଶିଂଟନ୍,୨୬।୪: ଅନେକ ଦିନର ଚର୍ଚ୍ଚା ପରେ ଶେଷରେ ଟୁଇଟର୍ ଦୁନିଆର ମାଲିକାନା ହାସଲ କରିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। ଟୁଇଟର ଇଙ୍କ୍ ୪୪ ବିଲିୟନ ଡ଼ଲାରରେ ଟୁଇଟର୍କୁ ବିକ୍ରି କରିଛି। ଏ ବାବଦରେ କମ୍ପାନୀ ବୋର୍ଡ ଅନୁମୋଦନ…
Archives


