ଅନ୍ତର୍ଜାତୀୟ

ଇମାନୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୫ ।୪: ଫ୍ରାନ୍ସର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ଇମାନୁଏଲ ମାକ୍ରୋନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ୨୦ ବର୍ଷ ଭିତରେ ସେ ପ୍ରଥମ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ।…

ନମ୍ବର ପ୍ଲେଟ୍‌ ଦାମ୍‌ ୭୦ କୋଟି

ଦୁବାଇ,୨୫।୪ : କାର୍‌ ନମ୍ବର ପ୍ଲେଟ୍‌ର ଦାମ୍‌ ୭୦ କୋଟି ଟଙ୍କା। ଏହା ବିଶ୍ୱର ତୃତୀୟ ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌ ବୋଲି କୁହାଯାଉଛି। ଏଏ୮ ଲେଖାଥିବା ଉକ୍ତ ନମ୍ବର ପ୍ଲେଟ୍‌କୁ ଦୁବାଇର ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ନିକଟରେ ନିଲାମ…

ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ୱାଶିଂଟନ,୨୫ ।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ କିଛି ମାସ ମଧ୍ୟରେ ଇସ୍ରାଏଲ ଗସ୍ତ ପରିପାରନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍ତାଲି ବେନେଟ ଇସ୍ରାଏଲ ଆସିବାକୁ ବାଇଡେନଙ୍କୁ ନିମନ୍ତ୍ରଣ ଦେଇଥିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ…

ରୁଷିଆ ଅର୍ଥନୀତି ବିପର୍ଯ୍ୟସ୍ତ

ମସ୍କୋ, ୨୫ା୪ : ଫେବୃୟାରୀ ୨୪ ତାରିଖ ସକାଳେ ୟୁକ୍ରେନ୍‌ ଉପରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଚଳାଇବା ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଥିଲେ। ଏହି ଆକ୍ରମଣକୁ ରବିବାର ଦୁଇ ମାସ ପୂରିଛି। ନାଟୋ ସାମରିକ ମେଣ୍ଟରୁ ୟୁକ୍ରେନ୍‌କୁ…

ମାଲି ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ, ୬ ସେନା ମୃତ ଅନେକ ଆହତ

ବମାକୋ,୨୫ ।୪: ଦକ୍ଷିଣ ଆଫ୍ରିକୀୟ ଦେଶ ମାଲିରେ ରବିବାର ୩ ସେନା ଶିବିରକୁ ଟାର୍ଗେଟ କରି କରାଯାଇଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୬ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଡଜନେରୁ ଅଧିକ ଆହତ ବି ହୋଇଛନ୍ତି…

ପୁଣିଥରେ ରାଷ୍ଟ୍ରପତି ନିର୍ବାଚିତ ହେଲେ ଇମାନୁଏଲ

ପ୍ୟାରିସ,୨୫ ।୪: ଲଗାତାର ଦ୍ୱିତୀୟ ଥର ଲାଗି ଇମାନୁଏଲ ମାକ୍ରୋନ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଷ୍ଟ୍ରପତି ନିର୍ବାଚନର ଶେଷ ମତଦାନରେ ସେ ଧୁର ଦକ୍ଷିଣପନ୍ଥୀ ମରିନ ଲେ ପେନଙ୍କୁ ହରାଇଛନ୍ତି । ରବିବାର ଭୋଟିଂ ଆରମ୍ଭରୁ ମାକ୍ରୋନଙ୍କୁ…

ତୈଳ ବିଶୋଧନାଗାରରେ ଭୟଙ୍କର ବିସ୍ଫୋରଣ

ଅବୁଜା(ନାଇଜେରିଆ),୨୪।୪: ଦକ୍ଷିଣ ପୂର୍ବ ନାଇଜେରିଆର ଏକ ବେଆଇନ ତୈଳ ବିଶୋଧନାଗାରରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ବିସ୍ଫୋରଣରେ ନିଆଁ ଲାଗି ବହୁ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ…

ରୁଷିଆ ପାଇଁ ରେଡ ଆଲର୍ଟ! ଜେଲେନ୍‌ସ୍କିଙ୍କୁ ଭେଟିବେ ଆମେରିକାର ୨ ମନ୍ତ୍ରୀ

କ୍ୱିଭ,୨୪ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ନ୍ୟୁଜ ଏଜେନ୍ସି ଏପିର ରିପୋର୍ଟ ଅନୂଯାୟୀ, ରୁଷିଆ ସେନା ଏବେ ୟୁକ୍ରେନର ଦକ୍ଷିଣ ସହର ମାରିଉପୋଲର ଏକ ଇସ୍ପାତ କାରଖାନାରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ।…

୫୭ଦିନରୁ ସୂର୍ଯ୍ୟ ଦେଖିନାହାନ୍ତି ସୁଡ଼ଙ୍ଗରେ ଫସିରହିଥିବା ୟୁକ୍ରେନବାସୀ

କ୍ୱିଭ୍‌,୨୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ମାସ ବିତିଥିବା ବେଳେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମାରିଆପୋଲ ସହରକୁ କବ୍‌ଜା କରିନେଇଥିବା ଦାବି କରିଛନ୍ତି। ଅନ୍ୟ ସହରଗୁଡ଼ିକରେ ଏବେ ବି ରୁଷୀୟ ସୈନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ…

ଆମେରିକାକୁ ନଷ୍ଟ କରୁଛନ୍ତି ବାଇଡେନ୍‌, ଅଭିଯୋଗ ଆଣିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ନଷ୍ଟ କରୁଛନ୍ତି। ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଡେମୋକ୍ରାଟ୍ସ ଏବଂ ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ପ୍ରଶାସନ ଆମେରିକାକୁ ଧ୍ୱଂସ କରୁଛି।…

ଇମ୍ରାନ ଏବଂ ତାଙ୍କ ସ୍ତ୍ରୀ ଟଙ୍କାଟିଏ ନ ଦେଇ ରଖିଥିଲେ ୫୨ଟି ବିଦେଶୀ ଉପହାର

ଇସଲାମାବାଦ,୨୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବି ବିଭିନ୍ନ ଦେଶରେ ୧୪.୨ ମିଲିୟନରୁ ଅଧିକ ମୂଲ୍ୟର ୧୧୨ଟି ମୂଲ୍ୟବାନ ଉପହାର ରଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ଉପହାରଗୁଡ଼ିକ ବିନା ମୂଲ୍ୟରେ ରଖାଯାଇଥିଲା କିମ୍ବା…

ପାକିସ୍ତାନକୁ ଫେରିଲା ପୋଲିଓ…

ଇସଲାମାବାଦ୍‌, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ ଶୀଘ୍ର ପୋଲିଓ ବିଲୋପ ପାଇଁ ନ୍ୟାଶନାଲ ଟାସ୍କ ଫୋର୍ସ ସହିତ ଏକ ଜରୁରୀ ବୈଠକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri