ଅନ୍ତର୍ଜାତୀୟ

କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ସିଓଲ/ପୋଙ୍ଗୟାଙ୍ଗ, ୨୫।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କଟକଣାକୁ ବେଖାତିର କରିବାରେ ଲାଗିଛନ୍ତିି। ଏହି ମର୍ମରେ ସେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏନେଇ ଦକ୍ଷିଣ କୋରିଆର ସୈନ୍ୟବାହିନୀ ପକ୍ଷରୁ ସୂଚନା…

ଟେକ୍ସାସ ଗୁଳିକାଣ୍ଡ: ବାଇଡେନ କହିଲେ ବହୁତ ହେଲା ଏବେ ଆକ୍ସନର ସମୟ

ୱାଶିଂଟନ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ୧୮ ନିରିହ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଆମେରିକାକୁ ସ୍ତବ୍ଧ କରିଦେଇଛି । ପ୍ରଥମରୁ ଚତୁର୍ଥ ଶ୍ରେଣୀର ପିଲାଙ୍କୁ ଜଣେ ୧୮ ବର୍ଷିୟ ବାଳକ…

ଘେବ୍ରେୟସ୍‌ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଭାବେ ପୁନଃନିର୍ବାଚିତ

ଜେନେଭା,୨୫ା୫: ପ୍ରଥମ ଆଫ୍ରିକୀୟ ଭାବେ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟସ୍‌(୫୭) ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ନିର୍ବାଚିତ ହୋଇଛନ୍ତି। ଡବ୍ଲ୍ୟୁଏଚ୍‌ଓର ୧୬୦ ସଦସ୍ୟଙ୍କ ମଧ୍ୟରୁ ସେ ୧୫୫ ଭୋଟ୍‌ ପାଇଥିବା ଜଣାପଡ଼ିଛି। ଏପରି ସମର୍ଥନ ପାଇଁ ସେ…

ମେକ୍ସିକୋରେ ଗୁଳିକାଣ୍ଡ: ୧୧ ମୃତ

ମେକ୍ସିକୋ ସିଟି,୨୫।୫:ମେକ୍ସିକୋର ଗୌନାଜୁଆଟୋ ରାଜ୍ୟ ଅନ୍ତର୍ଗତ ସେଲାୟା ସହରରେ ମଙ୍ଗଳବାର ରାତିରେ ପ୍ରାୟ ୧୫ଜଣ ବନ୍ଧୁକଧାରୀ ହୋଟେଲ ଓ ବାର୍‌ରେ ପଶି ଆଖିବୁଜା ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ସେମାନେ ହୋଟେଲର…

ବୋଟ୍‌ ଦୁର୍ଘଟଣାରେ ୧୬ ରୋହିଙ୍ଗ୍ୟାଙ୍କ ମୃତ୍ୟୁ

ବ୍ୟାଙ୍କକ୍‌,୨୫।୫: ମ୍ୟାନ୍‌ମାରରୁ ରୋହିଙ୍ଗ୍ୟାମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଯାତ୍ରୀ ଅନ୍ୟ ଦେଶରେ ଶରଣ ନେବାକୁ ଯାଉଥିଲେ। ତେବେ ଏହି ଘଟଣାରେ ୩୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ…

ମୋଦି-ବାଇଡେନ୍‌ ଆଲୋଚନା

ଟୋକିଓ, ୨୫।୫: ଟୋକିଓରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଆମେରିକା-ଭାରତ ସହଭାଗିତାକୁ ମଜଭୁତ କରିବାକୁ ଓ୍ବାଶିଂଟନ୍‌ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ୍‌ କହିଥିଲେ। ଆମେ ଏକାଠି ଅନେକ କିଛି କରିପାରିବା…

ଜାପାନ ନିକଟରେ ଉଡ଼ିଲା ଚାଇନା, ରୁଷିଆ ଯୁଦ୍ଧ ବିମାନ

ଟୋକିଓ/ସିଓଲ, ୨୫।୫: କ୍ୱାଡ୍‌ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଏବଂ ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍‌ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା କରୁଥିବାବେଳେ ଜାପାନ ନିକଟରେ…

ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪ ରାଷ୍ଟ୍ର ସଦସ୍ୟ ବିଶିଷ୍ଟ କ୍ୱାଡ୍ରିଲାଟେରାଲ ସିକ୍ୟୁରିଟି ଡାଏଲଗ୍‌ (କ୍ୱାଡ୍‌) ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ…

ଟେକ୍ସାସ ଗୁଳିକାଣ୍ଡର ସୂଚନା ଦେଇଥିବା ଗଭର୍ନର ନିଜେ ଜଣେ ବନ୍ଧୁକ ସମର୍ଥକ

ଟେକ୍ସାସ, ୨୫ ।୫: ଆମେରିକାର ଦକ୍ଷିଣ ମଧ୍ୟ ଅଞ୍ଚଳରେ ଥିବା ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ) ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୧୮ ଛାତ୍ରଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ଟେକ୍ସାସ ଗୁଳିକାଣ୍ଡରେ ୨୧ ମୃତ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି

ଟେକ୍ସାସ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ ଅନୁସାରେ) ଜଣେ ୧୮ ବର୍ଷିୟ ବାଳକ ହଠାତ୍ ଆଖିବୁଜା ଗୁଳିଚାଳନା କରିବାରୁ ୧୮ ଜଣ ଶିଶୁ ଓ ୩ ଜଣ ବୟସ୍କଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି…

ପୁଟିନ୍‌ଙ୍କୁ ହତ୍ୟା ଲାଗି ଷଡ଼ଯନ୍ତ୍ର ରଚିଥିଲା ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌, ୨୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏନେଇ ସାରା ବିଶ୍ୱରେ ସମାଲୋଚନା ହେବାରେ ଲାଗିଛି। ଯୁଦ୍ଧ ପାଇଁ ପୁଟିନଙ୍କୁ ଦାୟୀ କରାଯାଉଛି। ତେବେ ଏାବେ ଆଉ ଏକ ସମ୍ବେଦନଶୀଳ…

କ୍ୱାଡ୍‌ ଫେଲୋଶିପ୍‌ ଶୁଭାରମ୍ଭ, ୧୦୦ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ…

ଟୋକିଓ, ୨୪।୫ : ଜାପାନର କ୍ୱାଡ୍‌ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ‘କ୍ୱାଡ ଫେଲୋଶିପ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri