୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…
ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ...
ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…
ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ ଏଜେନ୍ସି ମଧ୍ୟ ସ୍ପେସ ଭ୍ରମଣ ଠାରୁ ଆରମ୍ଭ କରି ସେଠାରେ ବସତି ସ୍ଥାପନ...
ମହାରାଣୀଙ୍କୁ ହତ୍ୟା ପାଇଁ ଯାଇଥିଲେ ଶିଖ୍ ଯୁବକ
ଲଣ୍ଡନ, ୨୮ା୧୨: ଜାଲିଆନ୍ଓ୍ବାଲା ବାଗ୍ ଗଣହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଭାରତୀୟ ଶିଖ୍ ଯୁବକ ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି। ଖ୍ରୀଷ୍ଟମାସ ପାଳନ ପାଇଁ ମହାରାଣୀ ଓ୍ବିଣ୍ଡସର୍ କାସ୍ଲେରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଯଶଓ୍ବନ୍ତ ସିଂ...
ଅଷ୍ଟ୍ରେଲିୟାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ
କାନବେରା,୨୮ ।୧୨: ଅଷ୍ଟ୍ରେଲିୟାର ନ୍ୟୁ ସାଉଥ୍ ୱେଲସ୍ ସହରରେ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ୍’ରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୂଆ ଭାରିଏଣ୍ଟ ଓମିକ୍ରନରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ଦୁଇଟି...
ଆଫଗାନ ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ
କାବୁଲ,୨୮ ।୧୨: ଆଫଗାନିସ୍ତାନରେ ନିଜର ସ୍ଥିତି ଜାହିର କରିଥିବା ତାଲିବାନ ଆଫଗାନ ମହିଳାଙ୍କ ପାଇଁ ଆଉ ଏକ ନିୟମ ଆଣିଛି । ଏହା ପୂର୍ବରୁ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଥିବା ତାଲିବାନ ଏଥର ମହିଳାଙ୍କ ଯାତ୍ରା ଉପରେ...
ସିରିୟାକୁ ରାସାୟନିକ ଅସ୍ତ୍ର ଯୋଗାଇବା ଅଭଯୋଗରେ ଜଣେ ଗିରଫ
ପ୍ୟାରିସ,୨୮ ।୧୨: ଫ୍ରାନ୍ସର ଯାଞ୍ଚ ଏଜେନ୍ସି ସୋମବାର ସୂଚନା ଦେଇଛି କି ସିରିୟାର ଅଧିକାରୀଙ୍କୁ ରାସାୟନିକ ଅସ୍ତ୍ରରେ ବ୍ୟବହାର କରାଯାଉଥିବା ସାମଗ୍ରୀକୁ ଯୋଗାଇ ଦେବା ସନ୍ଦେହ କରି ଜଣଙ୍କୁ ଗିରଫ କରାଯାଇଛି । ଫ୍ରାନ୍ସିସି ନ୍ୟାୟିକ ଅଧିକାରୀ କହିଛନ୍ତି ଦୁଇଟି...
‘ଜାଲିଆନଓ୍ବାଲା ବାଗ’ ପ୍ରତିଶୋଧ ନେବାକୁ ଆସିଛି
ସ୍କଟଲାଣ୍ଡ ୟାର୍ଡ,୨୭।୧୨: ବ୍ରିଟେନର ରାଣୀ କୁଇନ ଏଲିଜାବେଥ ପରିବାର ସହ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଓ୍ବିଣ୍ଡସର ଦୁର୍ଗରେ ପ୍ରବେଶ କରିବାରୁ ଜଣେ ଯୁବକ ଗିରଫ ହୋଇଥିଲେ। ଏହାର ଗୋଟିଏ ଦିନ ପରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ...
ମହିଳା ବସ୍ରେ ଏକୁଟିଆ ଯାତ୍ରା କରିବା ମନା, କାର୍ରେ ମ୍ୟୁଜିକ୍ ବନ୍ଦ…
କାବୁଲ, ୨୭।୧୨: ଆଫଗାନିସ୍ତାନରେ ତାଲିବାନ୍ ସରକାରଙ୍କର ପ୍ରକୃତ ମୌଳବାଦୀ ଆଭିମୁଖ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି। ଦେଶର ସରକାରଙ୍କୁ ସ୍ବୀକୃତି ପାଇଁ ଅନ୍ତର୍ଜାତୀୟସ୍ତରରେ ଅନୁରୋଧ କରୁଥିବା ତାଲିବାନ କଠୋର ଆଇନ ପ୍ରଣୟନ କରିଛି। ମହିଳାମାନଙ୍କୁ ବସ କିମ୍ବା ଅନ୍ୟାନ୍ୟ ଗାଡିରେ ଦୀର୍ଘ...
ଲିବ୍ୟା ତଟରେ ୨୭ ମୃତଦେହ
କାରିଓ, ୨୭ା୧୨: ଶାନ୍ତି ଓ ଖୁସିର ସନ୍ଧାନରେ ୟୁରୋପ ମୁହାଁ ଶରଣାର୍ଥୀଙ୍କ ଜୀବନ କେତେ ବିପଦପୂର୍ଣ୍ଣ ତାହା ଦେଖିବାକୁ ମିଳିଛି ଲିବ୍ୟା ତଟରେ। ପଶ୍ଚିମ ଲିବ୍ୟା ଖୋମସ୍ ସହର ଦୁଇ ପୃଥକ ସ୍ଥାନରେ ଶନିବାର ଜଣେ ଶିଶୁ ଏବଂ ଦୁଇ...
ଖ୍ରୀଷ୍ଟମାସ ସପ୍ତାହାନ୍ତକୁ ଓମିକ୍ରନ୍ ମାଡ଼: ବିଶ୍ୱରେ ୬,୩୦୦ ବିମାନ ବାତିଲ
ନ୍ୟୁୟର୍କ,୨୭।୧୨: ବର୍ଷ ୨୦୨୧ କ୍ୟାଲେଣ୍ଡର ପୃଷ୍ଠାରୁ ଅପସରିଯିବାକୁ ବସିଥିବାବେଳେ ଖ୍ରୀଷ୍ଟମାସକୁ ନେଇ ସାରା ବିଶ୍ୱ ଉତ୍ସବମୁଖର। ତେବେ ଲୋକଙ୍କ ହର୍ଷୋଲ୍ଲାସରେ ବ୍ରେକ୍ ଲଗାଇଛି କୋଭିଡ୍-୧୯ ମହାମାରୀ। ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ବିଶ୍ୱରେ ଅନୂ୍ୟନ ୬,୩୦୦ ବିମାନକୁ ବାତିଲ...
୧୦୦ ଟ୍ରିଲିୟନ୍ ଡଲାର ଟପିବ ବିଶ୍ୱ ଅର୍ଥନୀତି
ଲଣ୍ଡନ,୨୭ା୧୨: କୋଭିଡ୍-୧୯ ମହାମାରୀ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାବେଳେ ରାଷ୍ଟ୍ରଗୁଡ଼ିକ ଏବେ ଅଣ୍ଟା ସଳଖି ଛିଡ଼ାହେବା ଆରମ୍ଭ କରିଛନ୍ତି। ହେଲେ କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ଓ ଜଳବାୟୁ ପରିବର୍ତ୍ତନର ନକାରାମତ୍କ ପ୍ରଭାବ ଏଥିରେ ବାଧକ ସାଜିଛି। ତେବେ ମୁଦ୍ରାସ୍ଫୀତିକୁ...
ଆମେରିକାରେ କାୟା ବିସ୍ତାର କରୁଛି ଓମିକ୍ରନ୍: ପିଲାଙ୍କ ପାଇଁ ଘାତକ ସାଜିଛି ନୂଆ ଭାରିଏଣ୍ଟ
ୱାଶିଂଟନ,୨୭ ।୧୨: ଯେବେଠାରୁ କରୋନାର ନୂଆ ଭାରିଲଣ୍ଟ ଓମିକ୍ରନ୍ର ସୂଚନା ମିଳିଲାଣି ସେବେଠାରୁ ସାରା ବିଶ୍ୱରେ ଏହାକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇ ସାରିଛି । ଏବେ ଏହା ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଥିବା...
Archives


