ଆମେରିକା କଟକଣାକୁ ଅଣଦେଖା, ରୁଷିଆ ସହିତ ସର୍ବିୟାର ବୃହତ୍ ଚୁକ୍ତି…
ମସ୍କୋ/ ବେଲଗ୍ରେଡ, ୩୦।୫ : ୟୁରୋପୀୟ ୟୁନିଅନ ଏବଂ ଆମେରିକା ଦ୍ୱାରା ରୁଷିଆ ବିରୋଧରେ ଉପରେ ଲାଗୁ କରାଯାଇଥିବା କଟକଣାକୁ ଅଣଦେଖାକରି ସର୍ବିଆ ରୁଷିଆ ସହିତ ୩ ବର୍ଷ ପାଇଁ ଏକ ପ୍ରମୁଖ ଗ୍ୟାସ ଚୁକ୍ତି ସ୍ବାକ୍ଷର କରିଛି। ସର୍ବିୟାର ରାଷ୍ଟ୍ରପତି…
ନେପାଳ ବିମାନ ଦୁର୍ଘଟଣା: ମିଳିଲା ବିମାନର ଧ୍ୱଂସାବଶେଷ
କାଠମାଣ୍ଡୁ,୩୦ ।୫: ନେପାଳର ପର୍ଯ୍ୟଟନ ସହର ପୋଖରାରୁ ଯାତ୍ରା ଆରମ୍ଭ କରିଥିବା ତାରା ଏୟାରର ବିମାନ ଉଡିବାର ମାତ୍ର କେଇ ମିନିଟ ମଧ୍ୟରେ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା । ରବିବାର ହୋଇଥିବା ଏହି ଦୁର୍ଘଟଣା ପରେ ଏବେ…
ତାଲିବାନ ଦଖଲ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ସକ୍ରିୟ, ଜାତିସଂଘ ରିପୋର୍ଟ…
ଜେନେଭା/କାବୁଲ, ୩୦।୫ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେଠାରେ ସେମାନେ ପ୍ରଶିକ୍ଷଣ ଶିବିର ଚଳାଉଛନ୍ତି ଏବଂ ଶାସକ ତାଲିବାନ ସହିତ ମଲ ସମ୍ପର୍କ ସ୍ଥାପନ କରିଛନ୍ତି। ମିଳିତ ଜାତିସଂଘର…
ହଲିଉଡ୍ ଅଭିନେତା ବୋ ହୋପ୍କିନ୍ସଙ୍କ ବିୟୋଗ
ଓ୍ବାଶିଂଟନ,୩୦।୫: ହଲିଉଡ୍ ଜଗତର ଲୋକପ୍ରିୟ ଅଭିନେତା ବୋ ହୋପକିନ୍ସ ୮୦ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ରବିବାର ବୋ’ଙ୍କ ଅଫିସିଆଲ୍ ଓ୍ବେବ୍ସାଇଟ୍ରେ ଏହି ସୂଚନା ଦିଆଯାଇଛି। ‘ଆମେରିକାନ୍ ଗ୍ରାଫିଟି’ ଫିଲ୍ମରେ ଅଭିନୟ କରି ସେ ରାତାରାତି ଷ୍ଟାର୍ ପାଲଟିଥିଲେ। ୧୯୬୯ରେ ଫିଚର…
ଚାଇନାକୁ ଟପିଲା ଆମେରିକା
ନୂଆଦିଲ୍ଲୀ, ୩୦ା୫: ବାଣିଜ୍ୟ କ୍ଷେତ୍ରରେ ଚାଇନାର ଏକଚାଟିଆ ମନୋବୃତ୍ତି ବେଜିଂକୁ କ୍ରମଶଃ ଆର୍ଥିକ ସ୍ତରରେ ପ୍ରଭାବିତ କରିବାରେ ଲାଗିଛି। ପରିବର୍ତ୍ତନଶୀଳ ଭୂରାଜନୈତିକ ପ୍ରେକ୍ଷାପଟରେ ଚାଇନାର ଆଧିପତ୍ୟ ଦୁର୍ବଳ ହୋଇଥିବାବେଳେ ଭାରତ ଏକ ଉଦୀୟମାନ ଅର୍ଥନୀତି ଭାବେ ମୁଣ୍ଡଟେକିଛି। ଏଭଳି ସମୟରେ ଆମେରିକା…
ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ
କାଠମାଣ୍ଡୁ,୨୯।୫: ନେପାଳରେ ନିଖୋଜ ବିମାନର ସନ୍ଧାନ ମିଳିଛି। ମୁସ୍ତାଙ୍ଗର କୋୱାଙ୍ଗ ଗ୍ରାମରୁ ବିମାନର ଧ୍ୱଂସାବଶେଷ ମିଳିଛି। ଖରାପ ପାଗ ଯୋଗୁ ବିମାନଟି କ୍ରାସ୍ ହୋଇଯାଇଥିବା ନେପାଳ ବିମାନବନ୍ଦର ଅଧିକାରୀ କହିଛନ୍ତି। ନେପାଳ ସେନାକୁ ସ୍ଥାନୀୟ ଲୋକେ ଦେଇଥିବା ସୂଚନା ଅନୁଯାୟୀ, ଲାମଚେ…
ଏହି ଦେଶରେ ନାହିଁ ବିମାନବନ୍ଦର
ଆଜିର ସମୟରେ ଦୁନିଆର ଅଧିକାଂଶ ଦେଶ ଉନ୍ନତି ପଥରେ ଆଗେଇଛନ୍ତି। ଲୋକଙ୍କ ଜୀବନଶୈଳୀ ସବୁକିଛି ଉନ୍ନତ ହୋଇଛି। ପୂର୍ବ କାଳରେ ଲୋକମାନେ ପାଦରେ ଚାଲି ଚାଲି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ। କିନ୍ତୁ ସମୟ ବଢ଼ିବା ସହିତ ଗମନାଗମନର ମାର୍ଗ…
ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୨୫ ନିଖୋଜ…
ଜାକର୍ତ୍ତା, ୨୯।୫ : ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସି ପ୍ରଦେଶର ମାକାସର ଷ୍ଟ୍ରେଟରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଘଟଣାରେ ୨୫ ଜଣ ନିୀଖୋଜ ଥିବାବେଳେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୨ ଜଣ ଲୋକ ଥିଲେ। ଅଧିକାରୀମାନେ ରବିବାର…
ଗଛରେ ପିଟିହେଲା ବସ୍: ୧୦ ମୃତ, ୨୦ ଆହତ
ଢାକା,୨୯ା୫: ବାଂଲାଦେଶର ଦକ୍ଷିଣ ବରିଶାଲ ଜିଲାରେ ଏକ ଯାତ୍ରୀବାହୀ ବସ୍ ରବିବାର ସକାଳେ ଗଛରେ ଧକ୍କା ହେବାରୁ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା କୁହାଯାଉଛି। ଓ୍ବାଜିରପୁର ପୋଲିସର ସୂଚନାନୁସାରେ, ଆହତମାନଙ୍କୁ…
ନେପାଳରେ ୧୨ ବର୍ଷରେ ୭ ବିମାନ ଦୁର୍ଘଟଣା, ୧୬୬ ଜଣଙ୍କ ମୃତ୍ୟୁ…
କାଠମାଣ୍ଡୁ, ୨୯।୫ : ଦେଶରେ ନେପାଳର ତାରା ଏୟାରଲାଇନ୍ସର ବିମାନ ୯-ଏନଏଇଟି ସହିତ ଯୋଗାଯୋଗ ସମ୍ପର୍କ ଛିନ୍ନ ହୋଇଛି। ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନରେ ୨୨ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ…
ଶ୍ରୀଲଙ୍କାରେ ବିଜୁଳି ସଙ୍କଟ, ଜୁନ୍ରୁ ଲାଗୁ ହେବ ଏହି ଯୋଜନା
କଲମ୍ବୋ,୨୯ା୫: ଶ୍ରୀଲଙ୍କାରେ ବିଜୁଳି ସଙ୍କଟ ଦେଖାଦେଇଛି। ଶକ୍ତି ମନ୍ତ୍ରୀ କଞ୍ଚନା ଓ୍ବିଜେସେକେରା ରବିବାର କହିଛନ୍ତି, ‘ତ୍ୱରିତ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ’ ଯୋଜନା ଜୁନ୍ ୨ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଇନ୍ଧନ ବିଲ୍ ପ୍ରତି ମାସରେ…
ପୁଟିନ୍ଙ୍କ ଘଟି ସାରିଛି ମୃତ୍ୟୁ, ତାଙ୍କ ଚେହେରା ଭଳି ବ୍ୟକ୍ତି କ୍ଷମତାରେ, ବ୍ରିଟିଶ୍ ଗୁପ୍ତଚର ସଂସ୍ଥାର ଦାବି !…
ଲଣ୍ଡନ/ମସ୍କୋ, ୨୯।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ଙ୍କ ମୃତ୍ୟୁ ଘଟି ସାରିଛି। ତାଙ୍କ ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି କ୍ଷମତାରେ ରଖାଯାଇଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ବ୍ରିଟିଶ୍ ଗୁପ୍ତଚର ସଂସ୍ଥା ଏମ୍ଆଇ-୧୬ର ଅଧିକାରୀମାନେ ପ୍ରକାଶ କରିଛନ୍ତି। ଅଧିକାରୀମାନେ କହିଛନ୍ତି,…
Archives


