ଲିମ୍ପିଆଧୁରା-ଲିପୁଲେଖ-କାଲାପାନି ନେଇ ପୁଣି ଅଡ଼ି ବସିଲା ନେପାଳ…
କାଠମାଣ୍ଡୁ, ୨୯।୫ : ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା କହିଛନ୍ତି ଯେ ତାଙ୍କ ସରକାର ଏହାର ଅଞ୍ଚଳ ରକ୍ଷା କରିବାକୁ ପ୍ରସ୍ତୁତ। ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନି ଅଞ୍ଚଳ ହେଉଛି ନେପାଳର। ଏଭଳି କହି ନେପାଳ ପୁଣି ଏସବୁ ଅଞ୍ଚଳକୁ…
‘ପ୍ରେମର ଅମର ଔଷଧ’ ନାମରେ ଟିକାକରଣ କରୁଛନ୍ତି ଏକଛତ୍ରବାଦୀ ଶାସକ…
ପୋଙ୍ଗୟାଙ୍ଗ, ୨୯।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଘୋଷଣା କରିଛନ୍ତି ଯେ କରୋନା ଭାଇରସ ଟିକାକରଣ ହେଉଛି ତାଙ୍କ ଦ୍ୱାରା ଦିଆଯାଇଥିବା ‘ପ୍ରେମର ଅମର ଔଷଧ‘। ଏହାକୁ ନେବା ପରେ ଲୋକମାନେ କରୋନା ମହାମାରୀରୁ ବଞ୍ଚିପାରିବେ।…
ପୁଟିନ ଆଉ ବଞ୍ଚିବେ ୩ ବର୍ଷ, ଡାକ୍ତରଙ୍କ ଦାବି !…
ମସ୍କୋ, ୨୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ ଅବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛି। ରୁଷିଆର ଗୁପ୍ତଚର ଏଜେନ୍ସି ଏଫଏସବିର ଜଣେ ଅଧିକାରୀ ପୁଟିନଙ୍କ…
ବନ୍ୟା-ଭୂସ୍ଖଳନରେ ୩୧ ମୃତ, ହଜାରେରୁ ଅଧିକ ବେଘର…
ବ୍ରାସିଲିଆ, ୨୯।୫ : ବ୍ରାଜିଲର ଉତ୍ତର-ପୂର୍ବ ରାଜ୍ୟ ପେରନାମବୁକୋରେ ପ୍ରବଳ ବର୍ଷା ଯୋଗୁ ବନ୍ୟ ସହିତ ଭୂସ୍ଖଳନ ଘଟିଛି। ଏହି ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। କେତେକ ଲୋକ ମଧ୍ୟ ନିଖୋଜ ରହିଛନ୍ତି। ବନ୍ୟଶ ଷଟଶଘଉ ତ୍ଡଉ ଷଲାକ ଜଳବନ୍ଦୀ…
ୟୁକ୍ରେନ୍ରୁ ଶସ୍ୟ ପରିବହନ ଉପରେ ଆଲୋଚନା ପାଇଁ ରୁଷିଆ ରାଜି
ମସ୍କୋ, ୨୯ା୫: ୟୁକ୍ରେନ୍ ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଖାଦ୍ୟସଙ୍କଟ ଦେଖାଦେଇଛି। କୃଷ୍ଣ ସାଗର ଓ ଆଜୋଭ ସାଗରକୁ ରୁଷିଆ ବ୍ଲକ୍ କରିଥିବାରୁ ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ପରିବହନ ବାଧାପ୍ରାପ୍ତ ହୋଇଛି। ଏ ନେଇ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲ୍ଜ ଏବଂ ଫ୍ରାନ୍ସ…
୫୦ ଦିନରେ ଗୋଟାବାୟା ବିରୋଧୀ ଆନ୍ଦୋଳନ
କଲମ୍ବୋ,୨୯।୫(ପି.ଟି.): ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥିକ ସଙ୍କଟକୁ ନେଇ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବିରେ ସରକାର ବିରୋଧୀ ଆନ୍ଦୋଳନ ଶନିବାର ୫୦ ଦିନରେ ପହଞ୍ଚତ୍ଛି। ଏପ୍ରିଲ ୯ରୁ ‘ଗୋ ଗୋଟା ଗାମା’ (ଗୋଟାବାୟା ଗାଁକୁ ଯାଅ) ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନର…
ଛୋଟ ସହର ଦଖଲ କରୁଛି ରୁଷିଆ
କିଭ୍, ୨୯ା୫: ପୂର୍ବ ୟୁକ୍ରେନ୍ରେ ଆକ୍ରମଣ ତୀବ୍ର କରିଥିବା ରୁଷିଆ ଏବେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ଛୋଟ ଛୋଟ ସହର ଦଖଲ ଉଦ୍ୟମ ଜାରି ରଖିଛି। ଶନିବାର ରୁଷିଆ ଲିମ୍ୟାନ ସହରକୁ କବ୍ଜା କରିଥିବା ଦାବି କରିଛି। ଡୋନ୍ବାସ…
ରୁଷିଆ ତା’ର ହାଇପରସୋନିକ ଜିରକନ ମିଶାଇଲର କଲା ସଫଳ ପରୀକ୍ଷଣ, ଶବ୍ଦଠାରୁ ୯ ଗୁଣା ଅଧିକ ବେଗରେ ଗତି କରିବ
ମସ୍କୋ,୨୯ ।୫: ୟୁକ୍ରେନ ସହ ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନୌସେନା ଶନିବାର ନିଜର ହାଇପରସୋନିକ ମିଶାଇଲର ଆଉ ଏକ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଦ୍ୱାରା ରୁଷିଆ ସେନା ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ…
ସମସ୍ତ ଦେଶର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକୁ ମାନ୍ୟତା ଦେଲା ଦକ୍ଷିଣ ଆଫ୍ରିକା
ଜୋହାନସବର୍ଗ,୨୯ ।୫: ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟକୁ ନେଇ ଉପୁଜୁଥିବା ଭ୍ରମକୁ ଦୂର କରିବାକୁ ଦକ୍ଷିଣ ଆଫ୍ରିକା ସରକାର ସବୁ ଦେଶର କୋଭିଡ ଟିକାକରଣ ପ୍ରମାଣ ପତ୍ରକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର କହିଛନ୍ତି ଦେଶରେ ଏଣିକି…
ଚର୍ଚ୍ଚରେ ଦଳାଚକଟା, ୩୧ ମୃତ…
ଅବୁଜା, ୨୮।୫ : ନାଇଜେରିଆରେ ଏକ ଚର୍ଚ୍ଚରେ ଭୋଜନ ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଘଟିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ…
ଜାପାନରେ ଲୋକପ୍ରିୟ ହେଉଛି ଭାରତୀୟ ଭାଷା, ୧୫୦୦୦ ଛାତ୍ର ଶିଖୁଛନ୍ତି ହିନ୍ଦୀ
ଟୋକିଓ,୨୮ା୫: ଜାପାନରେ ଭାରତୀୟ ଭାଷା ତଥା ହିନ୍ଦୀ ଭାଷା ଅଧିକ ଲୋକପ୍ରିୟ ହେଉଛି। ବିଶେଷକରି ଜାପାନୀ ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଏବଂ ଫରାସୀ ବିଦେଶୀ ଭାଷା ଭାବରେ ଅଧିକ ଲୋକପ୍ରିୟ। ଏହି ଭାଷା ଶିଖୁଥିବା ଜାପାନୀ ଛାତ୍ରମାନଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି…
ଇସଲାମିକ ଷ୍ଟେଟ ମୁଖ୍ୟ ଗିରଫ…
ଇସ୍ତାନବୁଲ୍, ୨୮।୫ : ବ୍ଲୁମବର୍ଗ ଏବଂ ତୁର୍କୀର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନର ନୂତନ ନେତା ଆବୁ ହାସନ ଅଲ-ହାସମି ଅଲ-କୁରେଶିଙ୍କୁ ଇସ୍ତାନବୁଲରେ ଗିରଫ କରାଯାଇଛି। ତୁର୍କୀର ନ୍ୟୁଜ ୱେବସାଇଟ ଓଡିଏ ଟିଭି ଏହା…
Archives


