ଅଷ୍ଟ୍ରେଲିୟାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

କାନବେରା,୨୮ ।୧୨: ଅଷ୍ଟ୍ରେଲିୟାର ନ୍ୟୁ ସାଉଥ୍ ୱେଲସ୍ ସହରରେ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନୂଆ ଭାରିଏଣ୍ଟ ଓମିକ୍ରନରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ଦୁଇଟି ଯାକ ଡୋଜ ଭ୍ୟାକ୍ସିନ ନେଇ ସାରିଥିଲେ । ହେଲେ ସ୍ୱାସ୍ଥ୍ୟ ସମ୍ପର୍କିତ ଗମ୍ଭୀର ସମସ୍ୟାରେ ସେ ପିଡ଼ିତ ଥିଲେ । ଅଷ୍ଟ୍ରେଲିୟାରେ ଏହା ଓମିକ୍ରନର ପ୍ରଥମ ମୃତ୍ୟୁ । ଏପଟେ କୋଭିଡ-୧୯ରେ ୬ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ନ୍ୟୁ ସାଉଥ୍ ୱେଲସରେ ସୋମବାର କରୋନାରେ ୬,୩୨୪ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୫୨୪ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୫୫ ଜଣ ଆଇସିୟୁରେ ଅଛନ୍ତି । କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସୋମବାଠାରୁ ନ୍ୟୁ ସାଉଥ୍ ୱେଲସରେ କିଛି ନୂଆ ନିୟମ ଲାଗୁ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଫେରିଲା ପୋଲିଓ…

ଇସଲାମାବାଦ୍‌, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ...

କରୋନା ପ୍ରଭାବ: ବିଦେଶୀଙ୍କୁ ହଜ୍‌ ଯାତ୍ରା ମନା

ଅବୁଧାବି, ୨୩।୬: ଚଳିତ ବର୍ଷ ବିଦେଶୀଙ୍କ ପାଇଁ ହଜ୍‌ ଯାତ୍ରାକୁ ସୌଦି ସରକାର ମନା କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ...

୧୦ ଛୋଟ ଦେଶ ସହିତ ଚାଇନାର ବୁଝାମଣା ଯୋଜନାକୁ ବିସ୍ତାରବାଦୀ ନୀତି କହିଲା ଆମେରିକା…

ଓ୍ବାଶିଂଟନ/ବେଜିଂ, ୨୬।୫ : ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୦ଟି ଛୋଟ ଦେଶ ସହିତ ବୁଝାମଣା କରିବା ଯୋଜନା କରିଛି। ଏସବୁ ଦେଶର ସୁରକ୍ଷା ଠାରୁ...

ପାକିସ୍ତାନ ଓ୍ବେବ୍‌ସାଇଟ୍‌କୁ ହ୍ୟାକ୍‌ କଲେ ଭାରତୀୟ ହ୍ୟାକର୍ସ: ତ୍ରିରଙ୍ଗା ଉଡାଇ ଲେଖିଲେ ଏପରି କିଛି

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ଭାରତୀୟ ହ୍ୟାକରମାନେ ପୁଣିଥରେ ପାକିସ୍ତାନୀ ୱେବ୍‌ସାଇଟକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ହ୍ୟାକର୍ସମାନେ ପାକିସ୍ତାନର...

ଯେଉଁ ଲ୍ୟାବ୍‌ରୁ କରୋନା ବ୍ୟାପିଥିଲା, ତାକୁ ମିଳିବ ପୁରସ୍କାର

ବେଜିଂ,୨୪।୬: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାର ଦେଢ ବର୍ଷରୁ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ମହାମାରୀ କାରଣରୁ କୋଟି କୋଟି ଲୋକଙ୍କ ଜୀବନ...

ମିଳିଲା ତୃତୀୟ ବୃହତ୍‌ ହୀରା

ଗାବୋରୋନେ,୧୭।୬: ଦକ୍ଷିଣ ଆଫ୍ରିକୀୟ ଦେଶ ବୋଟ୍‌ସ୍ବାନାରେ ମିଳିଛି ବିଶ୍ୱର ୩ ବୃହତ୍ତମ ହୀରା। ଏପର୍ଯ୍ୟନ୍ତ ଏହାର ନାମକରଣ ହୋଇ ନାହିଁ। ୧,୦୯୮ କ୍ୟାରେଟ୍‌ର ଏହି ହୀରା...

ଦଳାଚକଟାରେ ୧୩ ଶିଶୁଙ୍କ ଜୀବନ ଗଲା

ନାଇରୋବି,୪ା୨: କେନିଆର ଏକ ପ୍ରାଥମିକ ବିଦ୍ୟାଳୟରେ ଦଳାଚକଟା ଘଟି ୧୩ ଶିଶୁଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୨୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି...

ଦେଖିବାକୁ ମିଳିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ବଚ୍ଛ ଛବି!

ମ୍ୟାଡ୍ରିଡ,୭।୯: ୟୁରୋପରେ ଥିବା ଏକ ଟେଲିସ୍କୋପ ସୂର୍ଯ୍ୟଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ସ୍ବଚ୍ଛ ଚବି ଉଠାଇବାରେ ସଫଳ ହୋଇଥିବା କୁହାଯାଉଛି। ସୂର୍ଯ୍ୟଙ୍କର ଉକ୍ତ ଛବିଟି...

Advertisement
Archives

Model This Week