ଗାଈ ହାକୁଟି ଯୋଗୁ ବଢୁଛି ବିଶ୍ୱତାପନ, ମାଲିକ ପୈଠ କରିବେ ହାକୁଟି ଶୁଳ୍କ …
ଓ୍ବିଲିଂଟନ, ୮।୬ : ନ୍ୟୁଜିଲାଣ୍ଡ ସରକାର ବୁଧବାର ଗୃହପାଳିତ ପ୍ରାଣୀ ପାଳନ କରୁଥିବା ମାଲିକମାନଙ୍କଠାରୁ କୃଷି ର୍ନିଗମନ ଉପରେ ଶୁଳ୍କ ଆଦାୟ ପାଇଁ ଏକ ଡ୍ରାଫ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି। ଦେଶରେ ଏଭଳି ଚାଷୀଙ୍କ ସଂଖ୍ୟା ଅଧିକ ରହିଛି। ସେମାନେ ପ୍ରାୟତଃ…
ତିବ୍ବତରେ ତରଳୁଛି ଗ୍ଲାସିୟର, ୧୫୦ କୋଟିରୁ ଅଧିକ ଲୋକେ ପ୍ରଭାବିତ ହେବା ଆଶଙ୍କା…
ଲାସା/ନୂଆଦିଲ୍ଲୀ, ୮।୬ : ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ଦ୍ରୁତ ଗତିରେ ଗ୍ଲାସିୟର ତରଳିବାରେ ଲାଗିଛି। ଗ୍ଲେସିୟର ଜଳର ମୂଳ ଉତ୍ସ ଭାବରେ ତିବ୍ଦତ ଉପରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛନ୍ତି । ଏସିଆ ମହାଦେଶରେ…
ମଜା ଆସିଲା ନାହିଁ ବୋଲି ୩.୫ କୋଟି ଟଙ୍କାର ଛାକିରି ଛାଡିଦେଲେ ଯୁବକ
ବାର୍ଷିକ ଦରମା ୩.୫ କୋଟି ଟଙ୍କା। ପ୍ରତିଦିନ ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି। ତଥାପି ଏମିତି ଚାକିରି ପସନ୍ଦ ନ ଆସିବାରୁ ଆମେରିକାର ନେଟଫ୍ଲିକ୍ସରେ କାର୍ଯ୍ୟ କରୁଥିବା ଜଣେ ଇଞ୍ଜିନିୟର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମାଇକେଲ ଲିନ ନାମକ…
ଆମେରିକା- ଦକ୍ଷିଣ କୋରିଆ ଉଡ଼ାଇଲେ ୨୦ ଯୁଦ୍ଧ ବିମାନ, କିମ୍ଙ୍କ ଚିନ୍ତା ବଢ଼ିଲା …
ଓ୍ବାଶିଂଟନ/ସିଓଲ, ୮।୬ : ଉତ୍ତର କୋରିଆ ସହ ତିକ୍ତତା ମଧ୍ୟରେ ଆମେରିକା ଏବଂ ଦକ୍ଷିଣ କୋରିଆର ୨୦ଟି ଯୁଦ୍ଧ ବିମାନ ମଙ୍ଗଳବାର ଦକ୍ଷିଣ କୋରିଆର ପଶ୍ଚିମ ଉପକୂଳରେ ଉଡ଼ି ବୁଲିଛି। ଏହି ଯୁଦ୍ଧ ବିମାନଗୁଡ଼ିକର ଉଡ଼ାଣ ପଛର ଉଦ୍ଦେଶ୍ୟ ଥିଲା ଯଦି…
ଟ୍ରାଏଲ ଔଷଧରେ ସୁସ୍ଥ ହେଲେ କ୍ୟାନ୍ସର ରୋଗୀ
ଓ୍ବାଶିଂଟନ୍, ୮ା୬: ସାଧାରଣତଃ କ୍ୟାନ୍ସରରେ ପୀଡ଼ିତ ରୋଗୀ ଜଟିଳ ଓ ଦୀର୍ଘସ୍ଥାୟୀ ଚିକିତ୍ସା ଲୋଡ଼ିଥାନ୍ତି। ଅଧିକାଂଶ କ୍ଷେତ୍ରରେ ଚିକିତ୍ସା ସତ୍ତ୍ୱେ କର୍କଟ ରୋଗୀ ଏଥିରୁ ଆରୋଗ୍ୟ ହୋଇପାରି ନ ଥାନ୍ତି। ଅଦ୍ୟାବଧି ଏହି ରୋଗକୁ ଶତପ୍ରତିଶତ ଭଲ କରିପାରୁଥିବା ଭଳି ଔଷଧ…
କିମ୍ଙ୍କୁ ଆମେରିକାର ଚେତାବନୀ, ଆଣବିକ ପରୀକ୍ଷଣ କଲେ ମିଳିବ କଡ଼ା ଜବାବ…
ଓ୍ବାଶିଂଟନ, ୭।୬ : ଆମେରିକାର ଡେପୁଟି ସେକ୍ରେଟେରୀ ୱେଣ୍ଡି ଶେରମାନ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଉତ୍ତର କୋରିଆ ଆଣବିକ ପରୀକ୍ଷଣ କରେ ତେବେ ଏହାର କଡ଼ା ଜବାବ ଦିଆଯିବ। ୱେଣ୍ଡି ଏବେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଅଛନ୍ତି,…
ଶ୍ରୀଲଙ୍କାରେ ହାହାକାର, ଚାଉଳ କିଲୋ ହେବ ୫୦୦ ଟଙ୍କା…
କଲମ୍ବୋ, ୭।୬ : ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି। ଫଳରେ ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀକୁ ନେଇ ହାହାକାର ସୃଷ୍ଟି ହୋଇଛି। ଏବେ ଶ୍ରୀଲଙ୍କାରେ ଏକ କିଲୋଗ୍ରାମ ଚାଉଳର ଦାମ ୫୦୦ ଟଙ୍କାରେ…
ସିରିଞ୍ଜ୍ରେ ୧୦୦ ଯୁବତୀଙ୍କ ଉପରେ ଆକ୍ରମଣ…
ପ୍ୟାରିସ୍, ୭।୬ : ଫ୍ରାନ୍ସ୍ରେ ଜଣେ ୨୦ ବର୍ଷ ବୟସ୍କ ଯୁବକ ଏକ ଇଞ୍ଜେକଶନ ସିରିଞ୍ଜ୍ରେ ୧୦୦ ଜଣ ଯୁବତୀଙ୍କୁ ଆକ୍ରମଣ କରିଛନ୍ତି। ଦକ୍ଷିଣ ଫ୍ରାନ୍ସ୍ରେ ଘଟଣା ଘଟିବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ଟୋଲେନର ରିବେରା ସମୁଦ୍ର ତଟରେ…
ଏଭରେଷ୍ଟ ସମେତ ୪ ଗିରିଶୃଙ୍ଗରୁ ମିଳିଲା ୩୪ ଟନ୍ ଆବର୍ଜନା…
କାଠମାଣ୍ଡୁ, ୭।୬ : ନେପାଳ ସୈନ୍ୟବାହିନୀଙ୍କ ନେତୃତ୍ୱରେ ଏକ ଟିମ ‘ସଫା ହିମାଲ ଅଭିଯାନ -୨୦୨୨’ ସମୟରେ ୩୩.୮ ଟନ ଆବର୍ଜନା ସଂଗ୍ରହ କରିଛନ୍ତି। ଏହି ଅଭିଯାନ ୫ ଏପ୍ରିଲରେ ଆରମ୍ଭ ହୋଇଥିଲା। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଅଭିଯାନ, କରୋନା…
ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…
ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଏନେଇ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ରଙ୍କ…
ୟୁଏଇରୁ ଗୁପ୍ତା ବ୍ରଦର୍ସ ଗିରଫ
ୟୁଏଇ,୭।୬: ଦକ୍ଷିଣ ଆଫ୍ରିକାରୁ ଫେରାର ଗୁପ୍ତା ବଦର୍ସଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗିରଫ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଶାସନ ସମୟରେ ରାଜେଶ ଗୁପ୍ତା ଏବଂ ଅତୁଲ ଗୁପ୍ତା କୋଟି କୋଟି ଟଙ୍କା ଲୁଟ୍ କରିଥିବା…
ନାଇଜେରିଆ ଚର୍ଚ୍ଚରେ ଗୁଳିମାଡ଼: ୫୦ ମୃତ
ଲାଗୋସ,୭।୬ : ଦକ୍ଷିଣ-ପଶ୍ଚିମ ନାଇଜେରିଆର ଓଣ୍ଡୋ ପ୍ରଦେଶରେ ଥିବା ଏକ ଚର୍ଚ୍ଚରେ ରବିବାର ସମୂହ ପ୍ରାର୍ଥନା ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇବାରୁ ଶିଶୁ ଓ ମହିଳାଙ୍କ ସମେତ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ବନ୍ଧୁକଧାରୀ ସେଣ୍ଟ…
Archives


