ବେଜିଂରେ ପୁଣି କରୋନା ସଂକ୍ରମଣ ବଢ଼ିବା ଆଶଙ୍କା, ସତର୍କ ସୂଚନା ଜାରି…
ବେଜିଂ, ୧୨।୬ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷ କରି ଅଧିକାରୀମାନେ ରାଜଧାନୀ ବେଜିଂ ଏବଂ ସାଂଘାଇକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ବେଜିଂରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଦେଇଛି। ଏକ…
କାତାରରୁ ଆତଙ୍କବାଦୀଙ୍କ ପାଇଁ ଫଣ୍ଡିଂ, ପଲିସି ରିସର୍ଚ୍ଚ ଗ୍ରୁପ୍ ରିପୋର୍ଟ…
ଲଣ୍ଡନ/ଦୋହା, ୧୨।୬ : କେବଳ ଧାର୍ମିକ ତିକ୍ତତା ବଢ଼ାଇବା ପାଇଁ ନୁହେଁ, ବରଂ ଆତଙ୍କବାଦକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ କାତାରର ବିଭିନ୍ନ ସଂଗଠନ ପକ୍ଷରୁ ଫଣ୍ଡିଂ ଯୋଗାଇ ଦିଆଯାଉଛି। ଏକ ପଲିସି ରିସର୍ଚ୍ଚ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା…
୨୩ ହଜାର ବର୍ଷ ପୂର୍ବେ ଆମେରିକାରେ ବାସ କରୁଥିଲେ ମଣିଷ, ହିମ ମାନବର ପାଦଚିହ୍ନର ସନ୍ଧାନ…
ଓ୍ବାଶିଂଟନ, ୧୧।୬ : ଆମେରିକାରେ ୨୩ ହଜାରେ ବର୍ଷ ପୂର୍ବେ, ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀ ଅତ୍ୟଧିକ ଥଣ୍ଡା ଥିଲା । ସେହି ସମୟରେ ପୃଥିବୀ ପୃଷ୍ଠରେ ବରଫର ପରିମାଣ ଏତେ ଥିଲା ଯେ ବୈଜ୍ଞାନିକମାନେ ଏହାକ ୁ…
ଆଫ୍ରିକାରେ ଦରଦାମ ବୃଦ୍ଧି ସଙ୍କଟ, ଟଙ୍କା ପାଇଁ ଲୋକେ ଆଙ୍ଗୁଠି କାଟି ବିକୁଥିବା ଗୁଜବ…
ହାରାରେ, ୧୧।୬ : ଭାରତ ସମେତ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫ୍ରିକୀୟ ଦେଶ ଜିମ୍ବାୱେରେ ପରିସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ଏଠାକାର ଲୋକମାନେ ନିଜ ପରିବାର ପାଇଁ ଖାଦ୍ୟ ଯୋଗାଡ଼ ବ୍ୟବସ୍ଥା…
ଜାତିସଂଘରେ ହିନ୍ଦୀ…
ନେଜେଭା/ନୂଆଦିଲ୍ଲୀ, ୧୧।୬ : ବହୁଭାଷୀତା ଉପରେ ଭାରତର ସଂକଳ୍ପ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ପାରିତ ହୋଇଛି। ମିଳିତ ଜାତିସଂଘ ଏହାର ଭାଷାରେ ହିନ୍ଦୀକୁ ଅନ୍ତର୍ଭୁକ୍ତ କରିଛି। ମିଳିତ ଜାତିସଂଘର କାର୍ଯ୍ୟରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାର ପଦୋନ୍ନତି ପାଇଁ…
ଆମେରିକାର ସତ କହିଲା, ଜେଲେନସ୍କି କାହା କଥା ଶୁଣୁ ନାହାନ୍ତି …
ଓ୍ବାଶିଂଟନ/କ୍ୱିଭ୍, ୧୧।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏପରିସ୍ଥଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏ ବିଷୟରେ ଏକ ସତ କଥା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ବିନାଶର ଏକ ପରୋକ୍ଷ ସନ୍ଦର୍ଭରେ ସେ କହିଛନ୍ତି…
ଚାଇନାକୁ ରୋକିବାକୁ କେବଳ ଭାରତ ସକ୍ଷମ, କହିଲା ଆମେରିକା…
ଓ୍ବାଶିଂଟନ, ୧୧।୬ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ଶକ୍ତି ପ୍ରଦର୍ଶନ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦେଶ ଭାରତର ପଦକ୍ଷେପ ନେଇ ଚାହିଁ ରହିଛନ୍ତି। ବହୁ ଦେଶ ବିଶ୍ୱାସ କରନ୍ତି…
କ୍ଷେତରେ ଲାଗିଲା ନିଆଁ: ଜଣେ ମୃତ, ୩ ଅଗ୍ନିଶମ କର୍ମଚାରୀ ଆହତ
ଓ୍ବାଶିଂଟନ,୧୧ା୬: ଉତ୍ତର କାରୋଲିନାର ଏକ ଫାର୍ମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ ଥିବା ଏକ କଣ୍ଟେନର ବିସ୍ଫୋରଣ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଲେନୋର କାଉଣ୍ଟି ଜରୁରିକାଳୀନ…
ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ
ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ ହରାଇଥିବା ଦୁଇ ପାଇଲଟ ହେଉଛନ୍ତି ନ୍ୟୁ ହାମ୍ପଶାୟାରର ରକିଙ୍ଗହମର କ୍ୟାପଟେନ ନିକୋଲାସ ପି. ଲୋସାପିଓ…
ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କଲେ ଆକ୍ରମଣ କରିବ ଚାଇନା
ବେଜିଂ,୧୧।୬: ଯଦି ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କରେ ତେବେ ଚାଇନା ଆକ୍ରମଣ କରିବାରେ ପଛଘୁଞ୍ଚା ଦେବ ନାହିଁ ବୋଲି ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକାକୁ ଶୁକ୍ରବାର ଚେତାବନୀ ଦେଇଛନ୍ତି। ଯଦି କେହି ଚାଇନାଠାରୁ ତାଇଓ୍ବାନକୁ ଅଲଗା କରିବାର ଦୁଃସାହସ କରେ…
ସମୁଦ୍ରର ୪୫କି.ମି ଗଭୀରରୁ ଠାବ ହେଲା ରୟାଲ୍ ଓ୍ବାରସିପ୍ ଜାହାଜ
ଲଣ୍ଡନ,୧୧।୬: ଇଂଲଣ୍ଡର ଏକ ରାଜକୀୟ ଯୁଦ୍ଧ ଜାହାଜ ଶୁକବ୍ରାର ଠାବ କରାଯାଇଛି। ଯାହା ବ୍ରିଟେନର ପୂର୍ବତଟରେ ୩୦୦ ବର୍ଷ ପୂର୍ବେ ବୁଡ଼ିଯାଇଥିବା ବେଳେ ଶୁକ୍ରବାର ସମୁଦ୍ରବୁଡ଼ାଳିଙ୍କ ଦ୍ୱାରା ଠାବ କରାଯାଇଥିବା ସୂଚନା ରହିଛି। ଜାହାଜର ନାମ ‘ଦ ଗ୍ଲୋଉସେଷ୍ଟର’।୧୬୮୨ ଖ୍ରୀଷ୍ଟାବ୍ଦରେ ଜେମ୍ସ…
ଜଷ୍ଟିନ ବିବର ଅସୁସ୍ଥ, କାମ କରୁନାହିଁ ମୁହଁର ଗୋଟିଏ ଭାଗ
ଓଟାୱା,୧୧ ।୬: ଅସୁସ୍ଥ ହୋଇ ପଡିଛନ୍ତି କାନାଡାର ପପଷ୍ଟାର ଜଷ୍ଟିନ ବିବର । ଏକ ଭାଇରସ ଆକ୍ରାନ୍ତ କରିବା ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ସୂଚନା…
Archives


