ପାକିସ୍ତାନୀ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ…

ଇସଲାମାବାଦ, ୨।୮ : ବାଲୁଚିସ୍ତାନରେ ବନ୍ୟା ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ପାକିସ୍ତାନୀ ସେନାର ହେଲିକପ୍ଟର ଲାସବେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୬ ଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଆନ୍ତଃସେବା ଜନସମ୍ପର୍କ ବିଭାଗ ଏସମ୍ପର୍କରେ ସୂଚନା ପ୍ରଦାନ କରିଛି।

ହେଲିକପ୍ଟରରେ ୧୨ କର୍ପସ କମାଣ୍ଡର ଜେନେରାଲ ସରଫରାଜ ଅଲୀ ଏବଂ ଅନ୍ୟ ପାଞ୍ଚଜଣ ବରିଷ୍ଠ ସେନା ଅଧିକାରୀ ଥିଲେ। ବାଲୁଚିସ୍ତାନରେ ଚାଲିଥିବା ବନ୍ୟା ପରିସ୍ଥିତି ଉପରେ ନଜର ରଖିବାରେ ସମସ୍ତେ କାର୍ଯ୍ୟ କରୁଥିଲେ।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ କରିଛି ଯେ ହେଲିକପ୍ଟରଟି ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହିତ ଯୋଗାଯୋଗ ହରାଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି। ବିଶେଷ କରି ବାଲୁଚିସ୍ତାନ, ସିନ୍ଧ, ଗିଲଗିଟ-ବାଲ୍ଟିସ୍ତାନ ଏବଂ ଖାଇବର ପାସ୍ତୁନଖ୍ବା ବନ୍ୟା ପ୍ରଭାବିତ ଜିଲାମାନଙ୍କରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି।

ଏହି ଅଞ୍ଚଳରେ ବନ୍ୟା ଜଳ ଘେରରେ ହଜାର ହଜାର ଲୋକ ଫସି ରହିଛନ୍ତି। ଆନ୍ତଃ- ସେବା ଜନସମ୍ପର୍କ ବିଭାଗ କହିଛି ଯେ ଜୁଲାଇ ୧ ଠାରୁ ବାଲୁଚିସ୍ତାନରେ ୪୬୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ବନ୍ୟାରେ ବାଲୁଚିସ୍ତାନର ଲାସବେଲା, କେଚ, କ୍ୱେଟା, ସିବି, ଖୁଜଦାର ଏବଂ କୋହଲୁ ଆଦି ୨୯ ଟି ଜିଲା ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନକୁ ପର୍ତ୍ତୁଗାଲ ଯିବାର ଥିଲା, କିନ୍ତୁ ପହଞ୍ଚିଲା ସ୍ପେନ୍‌ରେ, ଆଉ ତା’ ପରେ…

ଡବଲିନ୍‌,୧୮ା୯: ୟୁରୋପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ଏକ ବିମାନ ପର୍ତ୍ତୁଗାଲ ଯିବାକୁ ଥିଲା, କିନ୍ତୁ ଏହି ବିମାନ ସ୍ପେନରେ ପହଞ୍ଚିଥିଲା। ପରେ...

ଦୁଇ ଦିବସୀୟ ଯାତ୍ରାରେ ସୌଦି ପହଞ୍ଚିଲେ ମୋଦି

ରିୟାଦ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିବସୀୟ ସୌଦି ଆରବ ଯାତ୍ରାରେ ସୋମବାର ବିଳମ୍ବିତ ରାତିରେ ସୌଦି ପ୍ୟାଲେସ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆର ଏକ ବିଶେଷ...

ହିଜାବ ବିରୋଧରେ ଇରାନୀ ମହିଳା…

ତେହେରାନ,୧୪।୭ : ଇସଲାମ ଦେଶ ଇରାନରେ ମହିଳାମାନେ ହିଜାବକୁ ଦୃଢ଼ ବିରୋଧ କରିବା ଆରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା ଦେଶରେ ହିଜାବ ଏବଂ ଶୁଦ୍ଧତା ଦିବସ...

କରୋନା ଭାଇରସ: ବ୍ରାଜିଲରେ ୨୪ ଘଣ୍ଟାରେ ୨୫ ହଜାର ନୂଆ ସଂକ୍ରମିତ

ବ୍ରାସିଲିୟା,୩୦।୫: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଯେତେବେଳେ ବିଶ୍ୱକୁ ବ୍ୟାପିକା ଆରମ୍ଭ କରିଥିଲା ସେତେବେଳେ ବ୍ରାଜିଲରେ ହାତ ଗଣତି କେତୋଟି ଘଟଣା ଦେଖିବାକୁ...

ତେଲ ଟ୍ୟାଙ୍କର ଚଲାଇବ ବ୍ରିଟିଶ୍‌ ସେନା

ଲଣ୍ଡନ, ୩୦ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍କଟ ଦୂର କରିବା ପାଇଁ...

ପଶୁପତିନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

କାଠମାଣ୍ଡୁ,୧୮ା୨: ଆଜି ଅର୍ଥାତ୍‌ ଫେବୃୟାରୀ ୧୮ରେ ଜାଗର ଉପଲକ୍ଷେ ଭକ୍ତମାନେ ଭୋଳନାଥଙ୍କୁ ଦର୍ଶନ କରୁଛନ୍ତି। ଭାରତର ପଡ଼ୋଶୀ ଦେଶ ନେପାଳର ପଶୁପତିନାଥ ମନ୍ଦିର ବିଶ୍ୱ ଐତିହ୍ୟ...

ମାଲେସିୟାରେ ଭୂସ୍ଖଳନ: ୨ ମୃତ ୫୦ରୁ ଅଧିକ ଫସି ରହିଥିବା ଆଶଙ୍କା

କୁଆଲାଲମପୁର,୧୬ ।୧୨: ମାଲେସିୟାରେ ଶୁକ୍ରବାର ସକାଳେ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ଭୂସ୍ଖଳନ ଯୋଗୁ ୫୦ରୁ ଅଧିକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି...

ଏସିଆରେ ଚାଇନା ପ୍ରତି ଥିବା ସମର୍ଥନ ହ୍ରାସ କରିବାକୁ ଉଦ୍ୟମ କରୁଛି ଆମେରିକା…

ବେଜିଂ, ୧୨।୬ : ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ବିରୋଧରେ ବଡ଼ ଧରଣର ଅଭିଯୋଗ କରିଛି। ଆମେରିକା ଜାଣିଶୁଣି ଚାଇନାର ସାମ୍ରଦିକ ସୀମାରେ ପାଟ୍ରୋଲିଂ ସହିତ...

Advertisement
Archives

Model This Week