ନାନ୍ସିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ,୫।୮: ତାଇଓ୍ବାନ ଯାତ୍ରା ପରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିିଙ୍କ ଉପରେ ଚାଇନା ପ୍ରତିବନ୍ଧକ ଲଗାଇଛି। ଶୁକ୍ରବାର ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ନାନ୍ସି ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏଥିସହ ନାନ୍ସିଙ୍କ ଗସ୍ତକୁ ଦୃଢ଼ ବିରୋଧ କରିବା ସହ ଆଇନଗତ ଅବମାନନା କରିଥିବା ଚାଇନା ଅଭିଯୋଗ କରିଛି। ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଚାଇନା-ତାଇଓ୍ବାନର ଆଭ୍ୟନ୍ତରୀଣ ମାମଲାରେ ଗୁରୁତର ଭାବେ ଆମେରିକା ହସ୍ତକ୍ଷେପ କରୁଛି। ଏହା ଚାଇନାର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରୁଛି। ଏପରିକି ଚାଇନାର ସିଦ୍ଧାନ୍ତକୁ ଆଘାତ କରିବା ସହ ତାଇଓ୍ବାନରେ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଚାଇନା ଭଅିଯୋଗ କରିଛି। ଚାଇନାର ଧମକକୁ ଖାତିର ନ କରି ପେଲୋସି ଗତ ଶନିବାର ତାଇୱାନ ଗସ୍ତ କରିଥିଲେ। ଏହି ଯାତ୍ରା ପରଠାରୁ ଚାଇନା ଉତ୍ତେଜିତ ହୋଇ ବିଭିନ୍ନ ପ୍ରକାର ଧମକ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିରିୟାକୁ ରାସାୟନିକ ଅସ୍ତ୍ର ଯୋଗାଇବା ଅଭଯୋଗରେ ଜଣେ ଗିରଫ

ପ୍ୟାରିସ,୨୮ ।୧୨: ଫ୍ରାନ୍ସର ଯାଞ୍ଚ ଏଜେନ୍ସି ସୋମବାର ସୂଚନା ଦେଇଛି କି ସିରିୟାର ଅଧିକାରୀଙ୍କୁ ରାସାୟନିକ ଅସ୍ତ୍ରରେ ବ୍ୟବହାର କରାଯାଉଥିବା ସାମଗ୍ରୀକୁ ଯୋଗାଇ ଦେବା ସନ୍ଦେହ...

ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌...

ବାୟୁ ଚଳାଚଳ କରୁ ନ ଥିବା ହସ୍ପିଟାଲରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

ଜେନେଭା,୧୧।୭: ପାଖାପାଖି ୩୨ ଦେଶର ୨୩୯ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି ବାୟୁ ଦ୍ୱାରା କରୋନା ସଂକ୍ରମଣ ହୋଇପାରେ। ପ୍ରଥମେ ବିଶ୍ୱ ସ୍ବାସ୍ଥ୍ୟ...

କରୋନାଭାଇରସ୍‌ରେ ସଂକ୍ରମିତ ମା’ ଜନ୍ମଦେଲେ ସୁସ୍ଥ ସନ୍ତାନ

ବେଜିଂ,୧୧।୨: ଚାଇନାରେ କରୋନାଭାଇରସ୍‌ ଏବେ ମହାମାରୀର ରୂପ ନେଲାଣି। ଚାଇନା ସହ ଅନ୍ୟ ଦେଶଗୁଡିକରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ...

ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର: ସୁପ୍ରିମକୋର୍ଟ

ଓ୍ବାଶିଂଟନ,୨୪।୬: ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟି ଲୋକଙ୍କ...

ଇମ୍ରାନ୍‌ଙ୍କ ଫାଇନାଲ ଫାଇଟ୍‌

ଇସ୍‌ଲାମାବାଦ,୯ା୪: ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଶନିବାର ହେବ ଭାଗ୍ୟ ପରୀକ୍ଷା। ଫାଇନାଲ ଫାଇଟର ସାମ୍ନା କରିବେ ଇମ୍ରାନ୍‌ । ସ୍ଥାନୀୟ ସମୟ ୧୦ଟାରେ...

ମହାମାରୀ ମାଡ: ମାତ୍ର ଗୋଟିଏ ଡଲାରରେ ବିକ୍ରି ହେବ ଗଣମାଧ୍ୟମ ସଂସ୍ଥା

ଓ୍ବିଲିଙ୍ଗଟନ,୨୬।୫: କରୋନା ଭାଇରସ ସଂକ୍ରମଣର ପ୍ରଭାବ ସବୁଠି ପଡିଥିବା ଲକ୍ଷ୍ୟ କରାଯାଇଛି। ଗଣମାଧ୍ୟମ ସଂସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଏବେ ନ୍ୟୁଜିଲାଣ୍ଡର ଏକ ଗଣମାଧ୍ୟମ...

ଜେଲେନସ୍କି ଏକୁଟିଆ ନୁହନ୍ତି, ଆମେ ସାଙ୍ଗରେ ଅଛୁ, କହିଲେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌, ୧୬।୩ : ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ସମାପ୍ତ ହୋଇଛି। ସମସ୍ତ ଦେଶ...

Advertisement
Archives

Model This Week