‘ଓମିକ୍ରନ ପରେ ବି ଶେଷ ହେବ ନାହିଁ କରୋନା’
ଓ୍ବାଶିଂଟନ,୧୧।୨: ସମଗ୍ର ବିଶ୍ୱରେ କରୋନା ମାମଲା ଦେଖାଯାଉଛି। ନୂଆ ଭାରିଆଣ୍ଟ ଓମିକ୍ରନ ଯଦିଓ ଅଧିକ ପ୍ରଭାବ ପକାଇ ନାହିଁ, ତଥାପି ଅନେକ ଲୋକଙ୍କ ଜୀବନ ଯାଇଛି। ଏଭଳି ପରିସ୍ଥିତିରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନେ କରୋନା ଉପରେ ଲଗାଯାଇଥିବା...
ଆଉ ଲକ୍ଷେ ସୈନ୍ୟ ପଠାଇଲା ରୁଷିଆ
ଓ୍ବାଶିଂଟନ୍/କ୍ୱିଭ୍, ୧୧ା୨:ୟୁକ୍ରେନ ସୀମା ନିକଟରେ ରୁଷିଆ ପୂୂର୍ବରୁ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏବେ ଉତ୍ତର ସୀମାକୁ ଆଉ ଲକ୍ଷେ ସୈନ୍ୟ ପଠାଇଥିବା ଆମେରିକା କହିଛି। ବେଲାରୁଷ୍କୁ ଲାଗିଥିବା ୟୁକ୍ରେନ ସୀମାଠାରେ ମସ୍କୋ ନିଜ ସ୍ଥିତି...
ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ
ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ମାମଲା ଓ ଅନ୍ୟାନ୍ୟ ଧର୍ମୀୟ ମାମଲାଗୁଡ଼ିକୁ ରୋକିବାରେ ଭାରତ ସରକାର ବିଫଳ...
ଚର୍ଚ୍ଚରେ ଶିଶୁଙ୍କୁ ଯୌନ ଶୋଷଣ
ଲିସ୍ବନ୍, ୧୧ା୨:ପର୍ତ୍ତୁଗିଜ୍ କ୍ୟାଥୋଲିକ୍ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଖବର ପ୍ରକାଶ ପାଇ ଆସୁଥିବାବେଳେ ଏହା ଉପରେ ଅଧ୍ୟୟନ କରୁଥିବା ଏକ ସ୍ବାଧୀନ କମିଟି ଗୁରୁବାର ଏକ ରିପୋର୍ଟ ପ୍ରଘଟ କରିଛି। ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା...
ଟିକ୍ଟକ୍ ଆପ୍ ବ୍ୟବହାର କରିପାରିବେନି ପୋଲିସ
ଇସଲାମାବାଦ,୧୦ା୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଚାଇନାର ଶର୍ଟ ଭିଡିଓ ଆପ୍ ଟିକ୍ଟକ୍କୁ ବାରଣ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପୋଲିସ ବିଭାଗର କୌଣସି କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ। ଏ ସମ୍ପର୍କରେ...
୧୩୦ ବିମାନ ସହିତ ଆମେରିକା କଲା ଏଲିଫ୍ୟାଣ୍ଟ ଓ୍ବାକ୍…
ଓ୍ବାଶିଂଟନ, ୧୦।୨ : ଚାଇନା ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମେରିକା ବାୟୁସେନା। ଆମେରିକା ନିଜର ୧୩୦ ବିମାନ ସହିତ ଏଲିଫ୍ୟାଣ୍ଟ ଓ୍ବାକ୍ କରିଛି। ପ୍ରଶାନ୍ତ ମହାସାଗରରେ ଆମେରିକା ଏହି ବଡ଼ ଧରଣର ଯୁଦ୍ଧାଭ୍ୟାସ କରୁଛି। ଆମେରିକାର ବାୟୁସେନା...
ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି କରିବ ରୁଷିଆ-ୟୁକ୍ରେନ୍ ଯୁଦ୍ଧ…
ଓ୍ବାଶିଂଟନ, ୧୦।୨ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦ୍ୱାରା ପଶ୍ଚିମ ଏସିଆରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଆମେରିକାର ଜେନେରାଲ କହିଛନ୍ତି। ଆମେରିକାର ଲେଫ୍ଟନାଣ୍ଟ ଜେନେରାଲ ଏରିକ କୁରିଲା ଚେତାବନୀ ଦେଇଛନ୍ତି ଯେ ଯଦି ରୁଷିଆ...
ଚାଇନାର ଗୁପ୍ତ ବୁଡ଼ାଜାହାଜ, ଭାରତ-ଆମେରିକା-ଜାପାନ ପାଇଁ ବିପଦ…
ବେଜିଂ, ୧୦।୨ : ବିଶ୍ୱର ବିଭିନ୍ନ ଦେଶକୁ ଧମକ ଦେଉଥିବା ଚାଇନା ଏକ ନୂତନ ଗୁପ୍ତ ବୁଡ଼ାଜାହାଜ ଏହାର ପ୍ରତିରକ୍ଷା ସେବାରେ ସାମିଲ୍ କରିଛି। ଏହି ବୁଡ଼ାଜାହାଜର ଡିଜାଇନ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଛି। ଏହାର ଭିଡିଓ ମଧ୍ୟ...
ଉଦ୍ଧାର ହେଲେ କମଲା ହାରିସ୍ଙ୍କ ସ୍ବାମୀ
ଓ୍ବାଶିଂଟନ୍, ୧୦ା୨: ଓ୍ବାଶିଂଟନ୍ର ଡନ୍ବାର୍ ହାଇସ୍କୁଲ ବିଲ୍ଡିଂରେ ବୋମା ଖଞ୍ଜାଯାଇଥିବା ସୂଚନା ମିଳିବା ପରେ ସେଠାରୁ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ସ୍ବାମୀ ଡଗ୍ଲସ୍ ଏମ୍ହଫ୍ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ଉକ୍ତ ସ୍କୁଲରେ ଆଫ୍ରିକୀୟ ଆମେରିକୀୟ ଇତିହାସ...
ବାସ୍ତବ ହେବ ନ୍ୟୁକ୍ଲିୟର ପାଓ୍ବାର ଷ୍ଟେଶନ
ଲଣ୍ଡନ, ୧୦ା୨: ନ୍ୟୁକ୍ଲିୟର ଫ୍ୟୁଜନ ଯୋଗୁ ସୃଷ୍ଟ ଶକ୍ତିକୁ ଗ୍ରୀନ ଏନର୍ଜୀ ଉତ୍ସ ଭାବେ ବ୍ୟବହାର ଦିଗରେ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିଛି। ସୂର୍ଯ୍ୟକୁ ଶକ୍ତି ପ୍ରଦାନ କରୁଥିବା ପ୍ରକ୍ରିୟାର ସଫଳ ନକଲ କରାଯିବା ପରେ ବ୍ରିଟେନରେ ବିକଶିତ ଏହି...
ହିଜାବ ବିବାଦ ମଧ୍ୟକୁ ଲମ୍ଫ ମାରିଲା ପାକିସ୍ତାନ, ମରିୟମ କଲେ ଟୁଇଟ୍
ଇସଲାମାବାଦ,୧୦ ।୨: କର୍ନାଟକ ଉଡୁପି ଜିଲାର ଏକ ସରକାରୀ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶର କିଛି ରାଜ୍ୟକୁ ବ୍ୟାପିଲାଣି । ପାକିସ୍ତାନ ବି ଏହି ଘଟଣା ଉପରକୁ ଲମ୍ଫ ମାରିଛି । ହିଜାବ ବିବାଦକୁ ନେଇ...
ଇରାନ କ୍ଷେପଣାସ୍ତ୍ର ପାଇଁ ଆମେରିକା ଚିନ୍ତିତ
ତେହରାନ,୯ା୨: ୨୦୧୫ ପରମାଣୁ ଚୁକ୍ତିନାମାକୁ ରକ୍ଷା କରିବାକୁ ଯାଇ ଭିଏନାରେ ଆମେରିକା ସହ ଆଲୋଚନା ଆରମ୍ଭ ହେବାର ଗୋଟିଏ ଦିନ ପରେ ଇରାନ ଏକ ନୂତନ କ୍ଷେପଣାସ୍ତ୍ର ଲଞ୍ଚ୍ କରିଛି। ଯାହାକୁ ନେଇ ଆମେରିକା ଚିନ୍ତାରେ ପଡ଼ିଛି। ବୁଧବାର ଏହି...
Archives


