ଟୁଇଟ୍ ଦେଖି ରାଗିଗଲେ ଏଲନ ମସ୍କଙ୍କ ମା’
କାଲିଫର୍ଣ୍ଣିଆ,୯।୫: ଟେସଲା କମ୍ପାନୀର ସିଇଓ ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସୋମବାର ସେ ମୃତ୍ୟୁ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ଯାହାକୁ ନେଇ ସାରା ବିଶ୍ୱରେ ଖୁବ୍ ଆଲୋଚନା ହେଉଛି। ତାଙ୍କ ମା’ ମାୟେ ମସ୍କ ଏହି ଟୁଇଟ୍କୁ ଆଦୌ…
ୟୁକ୍ରେନରେ ଆମେ ଜମି ପାଇଁ ଲଢୁଛୁ: ପୁଟିନ
ମସ୍କୋ,୯।୫: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ୭୭ତମ ବିଜୟ ଦିବସ ପାଳନ କରୁଛି। ଏହି ଦିନ ରୁଷିଆ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟ ଘୋଷଣା କରିଥିଲା। ସୋମବାର ୭୭ତମ ବିଜୟ ଦିବସକୁ ସମ୍ବୋଧିତ କରି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ…
ୟୁକ୍ରେନ୍ ବ୍ରହ୍ମାସ୍ତ୍ର ମାଡ଼ରେ ରୁଷିଆ ଯୁଦ୍ଧପୋତ ଜଳିଗଲା…
କ୍ୱିଭ୍, ୯।୫ : ଗତ ୭୪ ଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ୟୁକ୍ରେନ ଦାବି କରିଛି ଯେ କୃଷ୍ଣସାଗରରେ ଆଉ ଏକ ରୁଷିଆ ଯୁଦ୍ଧପୋତକୁ ଯୁଦ୍ଧ ଜାହାଜକୁ ଧ୍ୱଂସ କରିଦେଇଛି। ୟୁକ୍ରେନ୍ର ବ୍ରହ୍ମାସ୍ତ୍ର ମାଡ଼ରେ ୟୁକ୍ରେନ ଏଭଳି ଘଟିଛି। ୟୁକ୍ରେନ୍…
ବାପା ହେବେ ପୁଟିନ୍, ଗର୍ଲଫ୍ରେଣ୍ଡ୍ ଆଲିନା ପୁଣି ଗର୍ଭବତୀ…
ମସ୍କୋ, ୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭୦ ବର୍ଷ ବୟସରେ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କର ୩୮ ବର୍ଷୀୟା ଗର୍ଲଫ୍ରେଣ୍ଡ ଆଲିନା କବାବା ପୁଣି ଥରେ ଗର୍ଭବତୀ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି…
ଇମ୍ରାନଙ୍କୁ ଚେତାବନୀ ଦେଲେ ଶରିଫ୍
ଇସଲାମାବାଦ,୯।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍ ଶରିଫ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଦେଶରେ ଗୃହଯୁଦ୍ଧ ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଏହି ଚେତାବନୀ ଦେଇଛନ୍ତି। ଇମ୍ରାନ ଏବଟାବାଦ୍ରେ ଦେଇଥିବା ଭାଷଣ…
ବିଜୟ ଦିବସରେ ପୁଟିନ୍ଙ୍କ ଘୋଷଣା, ହିଟଲରଙ୍କ ପରି ପରାଜିତ ହେବ ୟୁକ୍ରେନ୍…
ମସ୍କୋ, ୯।୫ : ବିଜୟ ଦିବସ ପାଳନ ପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସୈନ୍ୟବାହିନୀ ଭଳି ୟୁକ୍ରେନକୁ ମଧ୍ୟ ଆମେ ପରାଜିତ କରିବୁ ଯୁଦ୍ଧରେ ଆମେ ଜିତିବୁ। ୟୁକ୍ରେନ ଯୁଦ୍ଧରେ…
ଜି-୭ ହେଲେ ଏକଜୁଟ, ରୁଷିଆରୁ ତେଲ ଆମଦାନୀ ବନ୍ଦ ନିଷ୍ପତ୍ତି…
ଲଣ୍ଡନ, ୯।୫ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଆକ୍ରମଣ ଜାରି ରହିଛି। ଅପରପକ୍ଷରେ, ଆମେରିକା, ଜର୍ମାନୀ ସମେତ ଅନେକ ଦେଶ ରୁଷିଆ ଯୁଦ୍ଧ ଶେଷ ନକରିବାରୁ କ୍ରୋଧିତ ହୋଇ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିସ୍ଥଳେ ଜି -୭ଦେଶର ନେତାମାନେ ରବିବାର ରୁଷିଆରୁ ତେଲ…
ମସ୍କଙ୍କ ଟୁଇଟକୁ ନେଇ ଚର୍ଚ୍ଚା
ୱାଶିଂଟନ,୯ ।୫: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କ୍ରୟ କରିବା ପରେ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ ତାଙ୍କର ଏକ ନୂଆ ଟୁଇଟ୍ ଚର୍ଚ୍ଚାକୁ ଆସିଛି । ଉକ୍ତ ଟୁଇଟରେ ସେ ‘ସନ୍ଦିଗ୍ଧ ପରିସ୍ଥିତିରେ ମୃତ୍ୟୁ’…
ବେଜିଂ ଅନୁଗତ ହଂକଂ ନେତା
ହଂକଂ,୯ା୫: ଚାଇନା ସମର୍ଥତ୍ତ ପ୍ରାର୍ଥୀ ଜନ୍ ଲି ନିର୍ଦ୍ୱନ୍ଦ୍ୱରେ ହଂକଂର ନୂଆ ନେତା ନିର୍ବାଚିତ ହୋଇଛନ୍ତି। ସେ କେରି ଲାମ୍ଙ୍କ ସ୍ଥାନରେ ଦାୟିତ୍ୱ ତୁଲାଇବେ ବୋଲି ରବିବାର ହଂକଂ ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ…
କୁକୁଡ଼ା ହତ୍ୟାରେ କାନ୍ଦିଲା ପୂରା ସହର
ମିସିସିପିର ଏକ ଛୋଟ ସହରରେ ଗୋଟିଏ କୁକୁଡ଼ାକୁ ହତ୍ୟା କରାଯାଇଛି। ୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ସମଗ୍ର ସହରରେ କୁକୁଡ଼ା ହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି। କୁକୁଡ଼ା ମୃତ୍ୟୁକୁ ନେଇ ଲୋକଙ୍କ ଆଖିରେ ଲୁହ ଶୁଖୁନି। ଜଣେ ପୋଲିସ କର୍ମଚାରୀ କୁକୁଡ଼ାକୁ ହତ୍ୟା…
ହଠାତ୍ ୟୁକ୍ରେନରେ ପହଞ୍ଚିଲେ ଆମେରିକାର ଫାଷ୍ଟ ଲେଡି
କ୍ୱିଭ୍,୮।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ ରବିବାର ହଠାତ୍ ପଶ୍ଚିମ ୟୁକ୍ରେନରେ ପହଞ୍ଚତ୍ଛନ୍ତି। ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସ୍ତ୍ରୀ ଓଲେନା ଜେଲେନସ୍କାଙ୍କ ସହ ସାକ୍ଷାତ କରିଥିଲେ। ୟୁକ୍ରେନ ସୀମାବର୍ତ୍ତୀ…
ଏତିକି ଟଙ୍କାରେ ନିଲାମ ହେଲା ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ବେଟର
କ୍ୱିଭ୍,୮ା୫: ଯୁକ୍ରେନ ରାଷ୍ଟ୍ରପତିଙ୍କ ସ୍ବେଟର ନିଲାମ ହୋଇଛି। ରୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଚର୍ଚ୍ଚାକୁ ଆସିଛି ଜେଲେନସ୍କିଙ୍କ ସ୍ବେଟର। ମେଣ୍ଢାଲୋମରେ ତିଆରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କର ଗୋଟାଏ ପ୍ରସିଦ୍ଧ ଖାକି ସ୍ବେଟର ଇଂଲଣ୍ଡରେ ନିଲାମ ହୋଇଛି। ସୂଚନା ଅନୁସାରେ, ୯୦,୦୦୦…
Archives


