ଅନ୍ତର୍ଜାତୀୟ

ଶେଖ ମହମ୍ମଦ ବିନ୍‌ ଜାୟେଦ ହେଲେ ୟୁଏଇର ନୂଆ ରାଷ୍ଟ୍ରପତି

ଦୁବାଇ,୧୪।୫: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ନୂତନ ରାଷ୍ଟ୍ରପତି ହୋଇଛନ୍ତି ଶେଖ ମହମ୍ମଦ ବିନ ଜାୟେଦ ଅଲ-ନହ୍ୟାନ(୬୧)। ସେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ତେବେ ଶୁକ୍ରବାର ୟୁଏଇର ଦ୍ୱିତୀୟ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନହ୍ୟାନ୍‌ଙ୍କ…

‘ଚୋରଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ପକାଇବା ଭଲ’

ଇସଲାମାବାଦ,୧୪ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ଚୋରମାନଙ୍କୁ କ୍ଷମତା ଦେବା ଅପେକ୍ଷା ପାକିସ୍ତାନ ଉପରେ ପରମାଣୁ ବୋମା ପକାଇବା ଭଲ ହୋଇଥାନ୍ତା। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଶୁକ୍ରବାର…

ରାଲି ପୂର୍ବରୁ ଲୁହବୁହା ଗ୍ୟାସ ଛାଡ଼ିଲା ପୋଲିସ

ଇସଲାମାବାଦ,୧୪ା୫: ପାକିସ୍ତାନର ପିଟିଆଇ ସମର୍ଥକମାନେ ଇମ୍ରାନ ଖାନ୍‌ଙ୍କ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଯାହାକୁ ନେଇ ପାକିସ୍ତାନର ରାଜନୀତି ସରଗରମ ହୋଇଛି। ଇମ୍ରାନ ଅନେକ ସ୍ଥାନରେ ଶୋଭାଯାତ୍ରା ଏବଂ ନିର୍ବାଚନ ପାଇଁ ଦାବି କରୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇମ୍ରାନଙ୍କ ସରକାର ହଟାଇବା…

ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଜେରୁଜେଲମ୍‌,୧୪।୫: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜ ପଡ଼ୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଶୁକ୍ରବାର ଇସ୍ରାଏଲରୁ ଯୁଦ୍ଧ ବିମାନ ସିରିଆ ଭିତରେ ପଶି ଗୁରୁତ୍ୱପୂର୍ଣ୍ଣ ସୈନ୍ୟଙ୍କ ଠିକଣା ଉପରେ ମିଶାଇଲ…

ଉତ୍ତର କୋରିଆରେ ହାହାକାର: ସେନା ଶାସକ କହିଲେ ଇତିହାସରେ ସବୁଠାରୁ ବଡ ଚ୍ୟାଲେଞ୍ଜର ସାମ୍ନା କରୁଛି ଦେଶ

ପୋଙ୍ଗୟାଙ୍ଗ,୧୪ ।୫: ଉତ୍ତର କୋରିଆରେ କରୋନା ମହାମାରୀ ପ୍ରବେଶ କରିବା ପରେ ଏବେ ସେଠାରେ ହାହାକାର ଦେଖାଯାଇଛି । ଦେଶରେ ୧୭ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ମୃତ୍ୟୁ ଦେଶବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି…

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

ଓ୍ବେଲିଙ୍ଗଟନ୍‌, ୧୪।୫: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଆର୍ଡେନଙ୍କ ସ୍ବାମୀ କ୍ଲାର୍କ ଗେଫୋର୍ଡ ପ୍ରଥମେ କୋଭିଡ ଆକ୍ରାନ୍ତ ହୋଇଥିଲେ। ତେବେ ରବିବାରଠାରୁ…

ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ। ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ…

ଏବେ ଆହୁରି ଖରାପ ହେବ ଦେଶର ଆର୍ଥିକ ପରିସ୍ଥିତି: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୧୪ ।୫: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କହିଛନ୍ତି ଦେଶର ଆର୍ଥିକ ସ୍ଥିତି ସୁଧୁରିବା ପୂର୍ବରୁ ଆହୁରି ଖରାପ ହେବ । ଏବେ ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏବେ ସେଠାରେ ଇନ୍ଧନର ଘୋର…

କିଭ୍‌ କୋର୍ଟରେ ରୁଷୀୟ ଯୁଦ୍ଧ ଅପରାଧୀ

କିଭ୍‌/ମସ୍କୋ,୧୪।୫: ୟୁକ୍ରେନ୍‌ ରାଜଧାନୀ କିଭ୍‌ସ୍ଥିତ ଏକ କୋର୍ଟରେ ଶୁକ୍ରବାର ରୁଷୀୟ ସୈନ୍ୟ ଭାଡିମ୍‌ ଶିଶିମାରିନ୍‌ଙ୍କ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି। ୨୧ ବର୍ଷୀୟ ଶିଶିମାରିନ୍‌ ଯୁଦ୍ଧର ନିୟମ ଉଲ୍ଲଂଘନ କରି ଜଣେ ନିରସ୍ତ୍ର ୟୁକ୍ରେନୀୟଙ୍କୁ ହତ୍ୟା କରିଥିଲେ।…

କିମ୍‌ ଜଙ୍ଗ୍‌ ପିନ୍ଧିଲେ ମାସ୍କ

ପ୍ୟୋଙ୍ଗୟାଙ୍ଗ,୧୩।୫: ପ୍ରଥମଥର ପାଇଁ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏକ ବୈଠକରେ ଯୋଗଦେବା ଅବସରରେ କିମ୍‌ ମାସ୍କ ପିନ୍ଧିଥିବା ନଜରକୁ ଆସିଛନ୍ତି। ଦୀର୍ଘ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱ…

ୟୁକ୍ରେନରେ ପୁଣି କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ/କ୍ୱିଭ୍‌,୧୩।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ଓ ୟୁକ୍ରେନ ଯୋଗୁ ରାଜଧାନୀ କ୍ୱିଭ୍‌ରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଥିଲା। କିନ୍ତୁ…

୭୩ ବର୍ଷରେ ୟୁଏଇ ରାଷ୍ଟ୍ରପତିଙ୍କ ପରଲୋକ

ଦୁବାଇ,୧୩।୫: ପରଲୋକରେ ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନାହାନ। ଶୁକ୍ରବାର ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ନେଇ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅଯାଇଛି। ଏଥିସହ ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri