ପାଶ୍ଚାତ୍ୟ ରାଷ୍ଟ୍ର ମିଥ୍ୟା ସାମ୍ରାଜ୍ୟ
ମସ୍କୋ,୧।୩: ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହା ଉପରେ ପ୍ରତିବନ୍ଧକ ବଢ଼ାଇବାରେ ଲାଗିଛନ୍ତି। ରୁଷିଆର କେତେକ ବ୍ୟାଙ୍କକୁ ସ୍ବିଫ୍ଟ ସିଷ୍ଟମରୁ ବାଦ୍ ଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ନିଷ୍ପତ୍ତି...
ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍ ସୈନ୍ୟ
କ୍ୱିଭ,୧।୩: ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଜାତିସଂଘରେ ରୁଷିଆ ବିରୋଧରେ ଭୋଟ ଦେବାରୁ ବିରତ ରହିବାରୁ...
ବିଶ୍ୱର ବୃହତ୍ତମ ବିମାନ ନଷ୍ଟ
କ୍ୱିଭ,୧।୩: ମିଶାଇଲ ଅକ୍ରମଣରେ ବିଶ୍ୱର ବୃହତ୍ତମ ବିମାନ ଆଣ୍ଟୋନୋଭ ଏନ୍-୨୨୫ ତଥା ମରିୟା ନଷ୍ଟ ହୋଇଥିବା ୟୁକ୍ରେନ କହିଛି। ୟୁକ୍ରେନରେ ଏହି ବିମାନ ‘ଡ୍ରିମ୍’ଭାବେ ବେଶ୍ ଜଣାଶୁଣା। ରୁଷୀୟ ସୈନ୍ୟ ହୋଷ୍ଟୋମେଲର ଏୟାରବେସ୍ ଉପରକୁ ଆକ୍ରମଣ କରିଥିବାବେଳେ ମରିୟା ଉକ୍ତ...
ବିଶ୍ୱର ସମସ୍ତ ବିମାନ ବନ୍ଦର ଓ ପୋର୍ଟରେ ରୁଷିଆ ପାଇଁ ଲାଗୁ ପ୍ରତିବନ୍ଧକ: ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ୍,୧ ।୩: ପୂର୍ବ ୟୁକ୍ରେନ ପଟୁ ଦେଶର ରାଜଧାନୀ କ୍ୱିଭରେ ପହଞ୍ଚି ସାରିଥିବା ରୁଷିଆ ସେନା ଲଗାତାର ଭାବେ ପଞ୍ଚମ ଦିନରେ ବି ଆକ୍ରମଣ ଜାରି ରଖିଛନ୍ତି । ରୁଷିଆକୁ ସାମ୍ନା କରିବାକୁ ୟୁକ୍ରେନ ପାଖରେ ସଂସାଧନର ଅଭାବ ଦେଖାଦେଲାଣି...
ସେନା ପ୍ରତ୍ୟାହାର କରୁ ରୁଷିଆ
କ୍ୱିଭ୍, ୧।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ଥର ଶାନ୍ତି ଆଲୋଚନା କରିଛନ୍ତି। ଏଥିରେ ଦୁଇ ଦେଶର ପ୍ରତିନିଧି...
ଇୟୁରେ ସାମିଲ ହେବ ୟୁକ୍ରେନ
କ୍ୱିଭ,୨୮।୨: ୟୁରୋପୀୟ ୟୁନିଅନ(ଇୟୁ)ରେ ସାମିଲ ହେବ ୟୁକ୍ରେନ। ରୁଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ୟୁନିଅନରେ ସାମିଲ ହେବା ପାଇଁ ଏକ ଆବେଦନପତ୍ରରେ ଦସ୍ତଖତ କରିଛନ୍ତି। ସୋମବାର ୟୁକ୍ରେନର ସଂସଦ ଏନେଇ ସୂଚନା ଦେଇଛନ୍ତି। ଏହାକୁ...
୩ଘଣ୍ଟା ଧରି ଶାନ୍ତି ଆଲୋଚନା କଲେ ରୁଷିଆ-ୟୁକ୍ରେନ
ମିନସ୍କ,୨୮।୨: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା କରିଛନ୍ତି। ଏଥିରେ ଦୁଇ ଦେଶର...
ରୁଷିଆର ନ୍ୟୁକ୍ଲିୟର ଟ୍ରାଏଡ ଯୁଦ୍ଧାଭ୍ୟାସ ଆରମ୍ଭ: ଆଲର୍ଟରେ ମିଶାଇଲ କମାଣ୍ଡ
ମସ୍କୋ,୨୮।୨: ଗୋଟିଏପଟେ ବେଲାରୁଷରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏନେଇ ସୋମବାର ରୁଷିଆର ଏକ ଗଣମାଧ୍ୟମ ଦାବି କରିଛି।...
ୟୁରୋପୀୟ ଦେଶର ପଦକ୍ଷେପକୁ ଚ୍ୟାଲେଞ୍ଜ କଲା ରୁଷିଆ: ୩୬ ଦେଶ ପାଇଁ ବନ୍ଦ କଲା ନିଜର ଏୟାର ସ୍ପେସ୍
ମସ୍କୋ,୨୮।୨: ଲଗାତର ପଞ୍ଚମ ଦିନରେ ରୁଷିଆ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତିି। ଇତିମଧ୍ୟରେ ୟୁରୋପୀୟ ଦେଶଗୁଡିକ ନେଇଥିବା ନିଷ୍ପତ୍ତି ଉପରେ ରୁଷିଆ ଏବେ ପ୍ରତିଶୋଧପରାୟଣ ହୋଇଯାଇଛି। ବ୍ରିଟେନ ଓ ଜର୍ମାନୀ ସମେତ ୩୬ଟି ଦେଶ ପାଇଁ ମସ୍କୋ...
ଯୁକ୍ରେନ୍କୁ ୪୦୫ କୋଟି ସହାୟତା
ଓ୍ବାଶିଂଟନ୍, ୨୮ା୨: ୟୁକ୍ରେନ୍କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ଅର୍ଥରେ ୟୁକ୍ରେନ୍ବାସୀଙ୍କ ପାଇଁ ଖାଦ୍ୟ, ପାନୀୟ, ଆଶ୍ରୟସ୍ଥଳ, ଜରୁରୀ ସ୍ବାସ୍ଥ୍ୟସେବା, ଶୀତବସ୍ତ୍ର...
‘ରେଳ ଷ୍ଟେଶନରେ ଥିଲା ବେଳେ ଶାନ୍ତି ବଜାୟ ରଖନ୍ତୁ’
ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ ରିପୋର୍ଟ କରିବା ସହ ରେଳ ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠାରୁ ଦୂରେଇ...
ରୁଷିଆ ବିରୋଧରେ ୨୮ଦେଶ ନେଲେ ବଡ଼ ପଦକ୍ଷେପ
ମସ୍କୋ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆକୁ ମହଙ୍ଗା ପଡ଼ିଛି। ସାରା ବିଶ୍ୱ ରୁଷିଆକୁ ବିରୋଧ କରୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ବିମାନ ପାଇଁ ନିଜର ଏୟାରସ୍ପେସ୍...
Archives


