‘ରେଳ ଷ୍ଟେଶନରେ ଥିଲା ବେଳେ ଶାନ୍ତି ବଜାୟ ରଖନ୍ତୁ’

ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ ରିପୋର୍ଟ କରିବା ସହ ରେଳ ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠାରୁ ଦୂରେଇ ରହିବାକୁ ଆଡଭାଜରି ଜାରି କରିଛି ଭାରତୀୟ ଦୂତାବାସ।

“ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରୀଛାତ୍ରଙ୍କୁ ଏକତ୍ରିତ ଏବଂ ଶାନ୍ତି ବଜାୟ ରଖିବାକୁ ଆମେ ଅନୁରୋଧ କରୁଛୁ। ରେଲଓ୍ବେ ଷ୍ଟେଶନରେ ବଡ଼ ସଂଖ୍ୟାରେ ଲୋକ ଏକତ୍ରିତ ହେବାର ଆଶଙ୍କା ରହିଛି। ଏଣୁ ସମସ୍ତ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ। ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠୁ ଦୂରେଇ ରୁହନ୍ତୁ” ବୋଲି ଆଡଭାଜରିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଭାଙ୍ଗିି ଦେଲେ ୮୦ ଘର

ଢାକା,୧୮।୩: ଫେସବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶର ଏକ ହିନ୍ଦୁ ଗାଁରେ ହିଫାଜତ୍‌-ଇ-ଇସଲାମ୍‌ ନାମକ ମୌଳବାଦୀ ସଂଗଠନ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସଂଗଠନର ସଦସ୍ୟମାନେ ଗାଁ...

ଭାରତ- ଇଣ୍ଟରନେଟ୍‌ କମ୍ପାନୀ ସହ କାମ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୬: ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୋ -ବାଇଡେନ ପ୍ରଶାସନ ଭୁଲ ତଥ୍ୟର ପ୍ରସାରକୁ ମୁକାବିଲା କରିବା ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ସମ୍ମାନ...

ରାଷ୍ଟ୍ରପତି ଭବନରେ ମଉଜ

କଲମ୍ବୋ,୧୧ା୭:ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ବିକ୍ଷୋଭକାରୀ। ଗୋଟାବାୟାଙ୍କ ପତ୍ତା...

ଆଲୋଚନା ଲାଗି ଆମେରିକାର ପରାମର୍ଶ

ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ...

ଧୂମ୍‌ଧାମରେ ନୂଆବର୍ଷ ପାଳିଲେ ଉହାନବାସୀ, ଏକଦା ଥିଲା କରୋନାର ଏନ୍ତୁଡ଼ିଶାଳ

ବେଜିଂ,୧।୧: କରୋନା ଭୂତାଣୁ ଯୋଗୁ ଅନେକ ଦେଶର ଲୋକେ ନୂତନ ବର୍ଷର ଉତ୍ସବରେ ଯୋଗ ଦେଇ ପାରି ନ ଥିଲେ। ତେବେ ଚାଇନାର ଉହାନ ସହର...

ବ୍ରାଜିଲରେ ବ୍ୟାପିଲା ମଙ୍କିପକ୍ସ

ବ୍ରାସିଲିଆ,୧୦ା୬: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ବିଶ୍ୱର ପ୍ରମୁଖ ସ୍ବାସ୍ଥ୍ୟ ସଙ୍ଗଠନଗୁଡ଼ିକ ମଙ୍କିପକ୍ସର ବୃଦ୍ଧି ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସମଗ୍ର...

କାଲିଫର୍ନିଆ ଚର୍ଚ୍ଚରେ ଗୁଳିକାଣ୍ଡ

କାଲିଫର୍ନିଆ,୧୬ ।୫: ଆମେରିକାରେ ଗୁଳିକାଣ୍ଡ ଘଟଣା ଲାଗି ରହିଛି । ଶନିବାର ବଫେଲୋ ସୁପରମାର୍କେଟରେ ଗୁଳିକାଣ୍ଡ ପରେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଗୁଳିକାଣ୍ଡ ହୋଇଥିବା...

ବ୍ରିଟେନରେ ପହଞ୍ଚିଲା ଫାଇଜର ଟିକା

ଲଣ୍ଡନ, ୫ା୧୨: ବ୍ରିଟେନକୁ କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ଫାଇଜର ଟିକାର ପ୍ରଥମ ପର୍ଯ୍ୟାୟ ଯୋଗାଣ ହୋଇଛି। ଶୁକ୍ରବାର ଏହି ଟିକା ବ୍ରିଟେନରେ ପହଞ୍ଚିଛି। ଏକ ଅଜ୍ଞାତ...

Advertisement
Archives

Model This Week