ଶ୍ରୀଲଙ୍କାର ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ପାଇଁ ୫୦୦ କୋଟି ସହାୟତା ଦାବି କଲା ଡବ୍ଲୁଏଫପି …
ଜେନେଭା/କଲମ୍ବୋ, ୨୩।୭ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କୁ ଦୁଇବେଳା ଖାଇବାକୁ ମିଳୁନି। ଦେଶରେ ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱ…
ଆମେରିକାରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଚିହ୍ନଟ
ଓ୍ବାଶିଂଟନ୍,୨୩।୭: ଭାରତ ପରେ ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏଠାରେ ଦୁଇ ଶିଶୁଙ୍କଠାରେ ମଙ୍କିପକ୍ସ ସଂକ୍ରମଣ ଦେଖିବାକୁ ମିଳିଛି। ଏନେଇ ଶନିବାର ଆମେରିକା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କାଲିଫର୍ନିଆର ଜଣେ ଶିଶୁ ଏବଂ ଆଉ…
ବିଶ୍ୱକୁ ଅନାହାରରୁ ବଞ୍ଚାଇବାକୁ ରୁଷିଆ-ୟୁକ୍ରେନ ଚୁକ୍ତି
ମସ୍କୋ/କ୍ୱିଭ,୨୩ ।୭: ରୁଷିଆ-ୟୁକ୍ରେନ୍ ମିରର ଡିଲ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଡିଲ କ୍ୱିଭକୁ ବ୍ଲାକ ସି ମାଧ୍ୟମରେ ଖାଦ୍ୟଶସ୍ୟ ରପ୍ତାନିକୁ ପୁଣିଥରେ ଆରମ୍ଭ କରିବାକୁ ଅନୁମତି ଦେବ । ଏହି ଏଗ୍ରିମେଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟନ…
ପାକିସ୍ତାନରେ ଆମେରିକୀୟ ଯୁବତୀଙ୍କୁ ବଳାତ୍କାର
ଇସ୍ଲାମାବାଦ୍,୨୩ା୭: ଆମେରିକାର ଜଣେ ୨୧ ବର୍ଷୀୟା ସୋସିଆଲ ମିଡିଆ ଆକ୍ଟିଭିଷ୍ଟଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ଯୁବତୀ ଜଣକ ବଳାତ୍କାରର ଶିକାର ହୋଇଥିବା ନେଇ ଏବେ ଅନ୍ଲାଇନ୍ରେ ପ୍ରଘଟ ହେବା ପରେ ଲୋକେ ଏହାକୁ…
ଆର୍ଏସ୍ଏସ୍ ଲେଖୁଛି ଐତିହାସିକ ଫିଲ୍ମ କାହାଣୀ
ମୁମ୍ବାଇ, ୨୩ା୭: ବଲିଉଡ୍ରେ ବର୍ତ୍ତମାନ ସମୟରେ ବହୁ ଐତିହାସିକ ଘଟଣାବଳିକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ବଲିଉଡ୍ ତିଆରି କରୁଥିବା ଏହି ସବୁ ଫିଲ୍ମର ସ୍କ୍ରିପ୍ଟ ନାଗପୁର (ଆର୍ଏସ୍ଏସ୍ ମୁଖ୍ୟାଳୟ ଉଦ୍ଦେଶ୍ୟରେ କୁହାଯାଇଛି)ରୁ ଏଡିଟ୍ ହୋଇ ଆସୁଥିବା କହିଛନ୍ତି ବଲିଉଡ୍ ଅଭିନେତ୍ରୀ…
କୃଷ୍ଣସାଗର ଅଚଳାବସ୍ଥା ଦୂର
ଇସ୍ତାନବୁଲ,୨୩ା୭: କୃଷ୍ଣସାଗର ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଦୁଇ ପଡ଼ୋଶୀ ଦୁଇଟି ପୃଥକ୍ ଚୁକ୍ତିନାମାରେ…
ଦ୍ରୌପଦୀ ମୁର୍ମୁ ମଜଭୁତ ଭାରତୀୟ ଲୋକତନ୍ତ୍ରର ପ୍ରମାଣ: ବାଇଡେନ
ୱାଶିଂଟନ,୨୩ ।୭: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମ; ନିର୍ବାଚିତ ହେବା ପରେ ସାରା ବିଶ୍ୱର ବଡ ବଡ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ପଠାଯାଇଥିବା ଶୁଭେଚ୍ଛା ବାର୍ତ୍ତାରେ କୁହାଯାଇଛି, ଜଣେ…
ନୂଆ ସର୍ଭେରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ଋଷିଙ୍କ ଆଗରେ ଲିଜ
ଲଣ୍ଡନ,୨୩ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀକୁ ନେଇ ଚାଲିଥିବା ରେସରେ ଭାରତୀୟ ବଂଶୋଦଭବ ଋଷି ସୁନକ ସବୁଠାରୁ ଆଗରେ ରହିଛନ୍ତି । ହେଲେ ଏବେ ଏକ ସର୍ବେକ୍ଷଣ କହିଛି ଋଷି ସୁନକଙ୍କ ସ୍ୱପ୍ନ ମିଳାଇ ଯାଇପାରେ । କାରଣ…
ଚାଇନାରେ ବଢୁଛି ତାପମାତ୍ରା
ବେଜିଂ,୨୩ ।୭: ୟୁରୋପ ଓ ବ୍ରିଟେନ ପରେ ଏବେ ଆଗାମୀ ୧୦ ଦିନ ମଧ୍ୟରେ ପୂର୍ବରୁ ପଶ୍ଚିମ ଚାଇନା ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି । କିଛି ଉପକୂଳ ଅଞ୍ଚଳରେ ହିଟୱେଭକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି…
‘ଯୁଦ୍ଧ ବନ୍ଦ କରିବାକୁ ହେଲେ ଜେଲନ୍ସ୍କିଙ୍କୁ ମାନିବାକୁ ପଡ଼ିବ ପୁଟିନଙ୍କ ଏହି ସର୍ତ୍ତ’
କ୍ୱିଭ୍,୨୨ା୭: ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର୍ ଲୁକାଶଙ୍କୋ କହିଛନ୍ତି, ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗକୁ ଆସିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି, ଏହାକୁ ରୋକିବା ଏବଂ ପରମାଣୁ ଯୁଦ୍ଧର ବିପଦକୁ ଏଡ଼ାଇବା ପାଇଁ ୟୁକ୍ରେନ ରୁଷିଆର…
ମୁଖ୍ୟମନ୍ତ୍ରୀ ଦୌଡ଼ରେ ହମ୍ଜା ଶେହବାଜ, ପରଭେଜ ଇଲାହୀ
ଇସଲାମାବାଦ,୨୨ା୭: ନିକଟରେ ପଞ୍ଜାବ ବାଇପୋଲରେ ଇମ୍ରାନ ଖାନ୍ଙ୍କ ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ (ପିଟିଆଇ)ର ବିଜୟ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଅଧିବେଶନ ଅନୁଷ୍ଠିତ ହେବ। ଡେପୁଟି ସ୍ପିକର ଦୋସ୍ତ ମଜାରୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ଅଧିବେଶନ ଅପରାହ୍ନ ୪ଟାରେ…
ଦିନେଶ ଗୁଣବର୍ଦ୍ଧେନା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ
କଲମ୍ବୋ,୨୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ପରେ ଏବେ ଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଦିନେଶ ଗୁଣବର୍ଦ୍ଧେନା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ଗୋଟାବାୟା…
Archives


