ମହାରାଣୀଙ୍କ ମୃତ୍ୟୁ ପରେ ଆକାଶରେ ଦିଶିଲା ୨ ଇନ୍ଦ୍ରଧନୁ

ଲଣ୍ଡନ,୯।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବକିଙ୍ଗହମ ପ୍ୟାଲେସ ବାହାରେ ଶହ ଶହ ଲୋକ ଏକତ୍ରିତ ହୋଇ ଶୋକ କରିଥିଲେ। ସେଠାରେ ଥିବା ଲୋକେ ଆକାଶରେ ଦୁଇଟି ଇନ୍ଦ୍ରଧନୁ ଦେଖିଥିଲେ। ଯାହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଆଉ ଉପସ୍ଥିତ ଥିବା ଲୋକେ ଫଟୋ ଉଠାଇବା ସହ ଭିଡିଓ କରିବାକୁ ଲାଗିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଖବରଦାତା ଜେନିଫର ଭାଲେଣ୍ଟାଇନ କହିଛନ୍ତି, ଦୁଇଟି ଇନ୍ଦ୍ରଧନୁ ଜୀବନର ଏକ ପରିବର୍ତ୍ତନର ପ୍ରତୀକ ଅଟେ। ପ୍ରାଣ ତ୍ୟାଗ କରିବା ପରେ ଏହା ସ୍ବର୍ଗର ଏକ ଦ୍ୱାର ହୋଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ...

ସାମୁଦ୍ରିକ ଜୀବଙ୍କୁ ମଣିଷ ବିପଦ

ମଣ୍ଟ୍ରିଲ, ୧୧।୧୨: ସମୁଦ୍ରରେ ରହୁଥିବା ଜୀବଙ୍କ ପାଇଁ ଏବେ ଘାତକ ସାଜିଛି ମଣିଷ। ମନୁଷ୍ୟକୃତ ଅନେକ କାରଣ ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିଛି। ବେଆଇନ...

କର୍ମଚାରୀଙ୍କୁ ଧମକ ଦେଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୧୧।୧୨:ଟୁଇଟରର ଗୋପନୀୟ ତଥ୍ୟକୁ ମିଡିଆ ସାମ୍ନାରେ ପ୍ରଘଟ ନ କରିବା ପାଇଁ ଟୁଇଟର ମାଲିକ ଏଲନ ମସ୍କ କର୍ମଚାରୀଙ୍କୁ ଧମକ ଦେଇଛନ୍ତି। ମସ୍କ ଟୁଇଟର୍‌ କାର୍ଯ୍ୟାଳୟରେ...

୧,୫୦୦ ଅଫିସରଙ୍କୁ ହରେଇଲାଣି ରୁଷିଆ

ମସ୍କୋ,୩୦।୧୧: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୯ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଛି। ଉଭୟ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଏହାର ନକାରାତ୍ମକ ପ୍ରଭାବ ସମଗ୍ର ବିଶ୍ୱରେ...

ଶ୍ରୀଲଙ୍କାରେ ଚକ-ଅଖ ବନ୍ଦ: ଶ୍ରମିକ ସଂଠନର ଧର୍ମଘଟ…

କଲମ୍ବୋ,୧୪।୩ : ଶ୍ରୀଲଙ୍କାରେ ସରକାରଙ୍କ ବିରୋଧର ଏକ ନୂଆ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଚକ-ଅଖ ବନ୍ଦ କରିବାକୁ ଟ୍ରେଡ...

ବ୍ରାଜିଲ ବାରରେ ଗୁଳିମାଡ: ୪ ମୃତ

ରିଓ-ଡି-ଜେନେରିୟୋ,୩୦।୬: ବ୍ରଜିଲର ରିଓ-ଡି-ଜେନେରିଓରେ ଥିବା ଏକ ବାରରେ ଗୁଳିମାଡ ଫଳରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ...

ଚାଇନାର ଗୁପ୍ତ ବୁଡ଼ାଜାହାଜ, ଭାରତ-ଆମେରିକା-ଜାପାନ ପାଇଁ ବିପଦ…

ବେଜିଂ, ୧୦।୨ : ବିଶ୍ୱର ବିଭିନ୍ନ ଦେଶକୁ ଧମକ ଦେଉଥିବା ଚାଇନା ଏକ ନୂତନ ଗୁପ୍ତ ବୁଡ଼ାଜାହାଜ ଏହାର ପ୍ରତିରକ୍ଷା ସେବାରେ ସାମିଲ୍‌ କରିଛି। ଏହି...

ସତର୍କ କରିବାରେ ବିଫଳ ହୋଇଥିଲା ଚାଇନା

ବେଜିଂ,୧୭।୪: କରୋନା ଭୂତାଣୁ ବିଶ୍ୱରେ ମହାମାରୀର ରୂପ ନେଇଛି। ୨୧୦ ଦେଶ ଏବେ ଏହା କବଳରେ ପଡ଼ି ଛଟପଟ ହେଉଛନ୍ତି। ଚାଇନାରୁ ଆସିଥିବା ଏହି ଭୂତାଣୁ...

Advertisement
Archives

Model This Week