ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ କଟାକ୍ଷ: ସ୍ଥାନ ହିଁ ସବୁକିଛି

ଓ୍ବାଶିଂଟନ୍‌, ୨୧ା୯: ବ୍ରିଟେନ୍‌ ସମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବା ସମୟରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୪ ନମ୍ବର ଧାଡ଼ିରେ ବସିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ କଟାକ୍ଷ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲରେ ଟ୍ରମ୍ପ୍‌ କହିଛନ୍ତି, ଆମେରିକାରେ ଦୁଇବର୍ଷ ଭିତରେ ଏମିତି କ’ଣ ହୋଇଗଲା ଯେ, ଦେଶକୁ ସମ୍ମାନ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନରେ ବିଜୟଲାଭ କଲେ ଅଶରଫ

କାବୁଲ,୨୨।୧୨: ନିକଟରେ ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏବେ ଏହାର ଫଳାଫଳ ସାମ୍ନାକୁ ଆସିଛି। ଏଥିରେ ପୁଣିଥରେ ରାଷ୍ଟ୍ରପତି ଆସନ କବ୍‌ଜା କରିଛନ୍ତି...

‘ଓମିକ୍ରନକୁ ସାମାନ୍ୟ ଭାବନ୍ତୁ ନାହିଁ ’

ଜେନେଭା,୭।୧: କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଉଛି। ତେଣୁ ନୂଆ ଭାରିଆଣ୍ଟକୁ ସାମାନ୍ୟ ଭାବି ଅବହେଳା ନ କରିବା ଲାଗି...

କରୋନା ଆତଙ୍କ: ଫେରିଗଲା ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୬।୪: ନିକଟ ଅତୀତରେ ଆବୁ ଧାବିରୁ ଭାରତ ଆସିଥିବା ୩ ମୃତଦେହ ପୁଣିଥରେ ଆବୁଧାବି ଫେରିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ପ୍ରବାସୀ...

ଦକ୍ଷିଣ ଆଫ୍ରିକାରେ ବନ୍ୟା: ୩୯୫ ମୃତ

ଡର୍ବାନ୍‌,୧୬।୪: ଦକ୍ଷିଣ ଆଫ୍ରିକାରେ ଏକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଳୟଙ୍କରୀ ବନ୍ୟା ଆଣିଛି। ଲକ୍ଷ ଲକ୍ଷ ଲୋକଙ୍କ ଘରଦ୍ୱାର ଭାସିଯାଇଛି। ବନ୍ୟା ବିତ୍ପାତରେ ୩୯୫...

ଲୋ-କ୍ୟାଲୋରିରୁ ହାଡ଼ ଦୁର୍ବଳ

ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ...

ଆଗ୍ନେୟ ଉଦ୍‌ଗିରଣରୁ ନଷ୍ଟ ହୋଇପାରେ ଓଜୋନ ସ୍ତର

ଓ୍ବାଶିଂଟନ୍‌, ୪ା୫: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନରେ ବୈଜ୍ଞାନିକମାନେ ଲାଗିଥିବାବେଳେ ଏବେ ଆମେରିକାର ମହାକାଶ ଏଜେନ୍ସି ନାସା ଚିନ୍ତା ବଢ଼ାଇବା ଭଳି ରିପୋର୍ଟ...

ମୋଦି ବାଇଡେନ୍‌ଙ୍କୁ ମାଗିଥିଲେ ଗୋଟେ ଗ୍ଲାସ୍‌ ଗରମ ପାଣି, ଜାଣନ୍ତୁ କାହିଁକି….

ନଭେମ୍ବର ୩ରେ ହୋଇଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ଜୋ ବାଇଡେନ ବିଜୟୀ ଲାଭ କରିଛନ୍ତି। ବାଇଡେନଙ୍କ ଏହି ସଫଳତା ପାଇଁ ଭାରତର...

ପୋଲାଣ୍ଡ ସୀମାରେ ଅଟକିଛନ୍ତି ଶତାଧିକ ଭାରତୀୟ ଛାତ୍ରୀଛାତ୍ର

କ୍ୱିଭ୍‌,୨୮ା୨: ୟୁକ୍ରେନରୁ ବାହାରି ଆସିଥିବା ଶତାଧିକ ଭାରତୀୟ ଛାତ୍ରୀଛାତ୍ର ଏବେ ପୋଲାଣ୍ଡ ସୀମାରେ ଅଟକି କରିଛନ୍ତି। ଭୀଷଣ ଥଣ୍ଡାରେ ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ...

Advertisement
Archives

Model This Week