ପୁଣି ଚେତାବନୀ ଦେଲା ଚାଇନା
ବେଜିଂ,୭।୮: ଆମେରିକା ସିନେଟ୍ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ତାଇୱାନକୁ ଲାଗିଥିବା ଷ୍ଟ୍ରେଟ୍ରେ ସମାରାଭ୍ୟାସ ଜାରି ରଖିଛି। ଡ୍ରାଗନ କହିଛି, ବର୍ତ୍ତମାନ ୟେଲୋ ଏବଂ ବୋହାଇ ସମୁଦ୍ରରେ ମଧ୍ୟ ସାମରିକ କାର୍ଯ୍ୟ ଆରମ୍ଭ…
ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି: ପୋଲିସ ଗାଡ଼ି ଭଙ୍ଗାରୁଜା
ଢାକା,୭ା୮: ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଏଠାରେ ତୈଳ ଦର ବୃଦ୍ଧି ପାଇବାରୁ ଶ୍ରୀଲଙ୍କା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦରଦାମ୍ ବୃଦ୍ଧି ନେଇ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶର…
ଆର୍ଥିକ ସଙ୍କଟ, ଆଇଏମ୍ଏଫ୍ ଋଣ ବୋଝ ତଳେ ଭାରତର ପଡ଼ୋଶୀ ଦେଶ…
ଓ୍ବାଶିଂଟନ, ୭।୮ : କରୋନା ମହାମାରୀ ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଭାରତର ପଡୋଶୀ ଦେଶ ଏଠାରୁ ଋଣ ନେବାରେ ଆଗୁଆ ରହିଛନ୍ତି। ଆଇଏମଏଫରୁ ଋଣ ନେବା ପ୍ରସଙ୍ଗରେ ପାକିସ୍ତାନ ଏକ ନମ୍ବର…
ଆଫଗାନିସ୍ତାନରେ ଏକଜୁଟ ହେଲେ ଭାରତ-ପାକିସ୍ତାନ, ତାଲିବାନ ହେଲା ଆଶ୍ଚର୍ଯ୍ୟ…
କାବୁଲ, ୭।୮ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରାୟତଃ ତିକ୍ତ ରହିଥାଏ। କିନ୍ତୁ ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏକ ଘଟଣା ତାଲିବାନକୁ ଆଶ୍ଚର୍ଯ୍ୟ କରିଥିଲା। କାବୁଲରେ ଭାରତ ଏବଂ ପାକିସ୍ଥାନର କୂଟନୀତିଜ୍ଞମାନେ ଏହି ନିୟମ ଉଲ୍ଲଂଘନ କରି…
ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍ ଇନ୍ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…
ବେଜିଂ, ୭।୮ : ଆମେରିକାର ଟେକ୍ଜାଣ୍ଟ୍ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ ତାଇୱାନ ଭାବେ ବୋଲି ନାମକରଣ ନ କରିବାକୁ କହିଛି। ଆମେରିକାର ସିନେଟ ବାଚସ୍ପତି ନାନ୍ସି…
ଜପୋରିଜିଆ ପରମାଣୁ ପ୍ଲାଣ୍ଟରେ ଗୁଳିକାଣ୍ଡ, ରେଡିଏଶନ ବ୍ୟାପିବାର ଭୟ, ବିଦ୍ୟୁତ ଲାଇନରେ ଲାଗିଲା ନିଆଁ
କ୍ୱିଭ,୭ ।୮: ୟୁରୋପର ସବୁଠାରୁ ବଡ ଜପୋରିଜିଆର ପରମାଣୁ ବିଜୁଳିଘର ପୁଣିଥରେ ବିପଦରେ । ଏହି ଅଞ୍ଚଳରେ ରୁଷିଆ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ହୋଇଥିବ ଗୁଳିଗୋଳା ବର୍ଷଣରେ ବିଜୁଳିଘର ଉପରେ ବି ଗୁଳିଗୋଳା ବର୍ଷଣ ହୋଇଛି । ଏହା ଫଳରେ…
ଅପରେଶନ ‘ବ୍ରେକିଂ ଡନ୍’
ଗାଜା ସିଟି/ଜେରୁଜେଲମ, ୭।୮: ପ୍ରାୟ ବର୍ଷେ ଧରି ଗାଜାର ହମାସ୍ ଓ ଇସ୍ଲାମିକ୍ ଜେହାଦ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ବନ୍ଦ ଯୋଗୁ ଅପେକ୍ଷାକୃତ ଶାନ୍ତ ଥିବା ସୀମା ଏବେ ପୁଣି ଅଶାନ୍ତ ହୋଇପଡ଼ିଛି। ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି…
ଇରାନ ସମର୍ଥିତ ଇସ୍ଲାମିକ ଜେହାଦ
ତେଲ ଆଭିଭ୍, ୭ା୮: ଗତ ବର୍ଷ ଇସ୍ରାଏଲ ଏବଂ ଆତଙ୍କବାଦୀ ସଙ୍ଗଠନ ହମାସ୍ ସଦସ୍ୟଙ୍କ ମଧ୍ୟରେ ୧୧ ଦିନ ଧରି ସୀମାରେ ସଂଘର୍ଷ ରହିବା ପରେ ଏବେ ୨ ଦିନ ହେଲା ପୁଣି ଅନୁରୂପ ସ୍ଥିତି ଉପୁଜିଛି। ଇରାନ୍ ସମର୍ଥିତ ପାଲେଷ୍ଟିନୀୟ…
କ୍ୟୁବା ତେଲ ଡିପୋରେ ଲାଗିଲା ନିଆଁ: ଜଣେ ମୃତ ୧୨୧ ଆହତ
ହୱାନା,୭ ।୮: କ୍ୟୁବାର ମତଂଜସ ସହରରେ ଶନିବାର ଏକ ତେଲ ଡିପୋରେ ବଜ୍ରପାତ ହେବାରୁ ନିଆଁ ଲାଗି ଯାଇଥିଲା । ଏହା ନିୟନ୍ତ୍ରଣ ବାହାରେ ଥିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୧୨୧ ଜଣ ଆହତ ହୋଇଥିବା ସୂଚନା ମିଳିଛି ।…
ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ ପ୍ରସ୍ତୁତ, କୋଶିକା ସହାୟତାରେ ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା
ଜେରୁଜେଲମ,୭ ।୮: ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ । ଏଥିରେ ଜୀବର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କକୁ ବି ସମ୍ପୂର୍ଣ୍ଣ ଆକାର ଦିଆଯାଇଛି । ଇସ୍ରାଏଲର ୱେଇଜମାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଏଥିପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା ନେଇଛନ୍ତି…
୧୨ ସିଂହ ନିଲାମ କରିବ ପାକିସ୍ତାନ
ଇସଲାମାବାଦ,୬ା୮: ପାକିସ୍ତାନର ଏକ ଚିଡ଼ିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର ପାଇଁ ୧୨ଟି ସିଂହ ନିଲାମ କରିବ। ସିଂହ ନିଲାମ ପାଇଁ ମୂଳ ମୂଲ୍ୟ ଦେଢ଼ ଲକ୍ଷ ପାକିସ୍ତାନୀ ମୁଦ୍ରା ରଖାଯାଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ପରିବେଶବିତ୍ଙ୍କ ଚିନ୍ତା ବଢ଼ାଇଛି।…
ଗୋଟାବାୟାଙ୍କୁ ଆଉ ଦୁଇ ସପ୍ତାହ ରଖିବାକୁ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀଲଙ୍କା ସରକାର
କଲମ୍ବୋ,୬ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ସିଙ୍ଗାପୁରରେ ଆଉ ୨ ସପ୍ତାହ ରହିବାକୁ ଅନୁମତି ଦେବାକୁ ଶ୍ରୀଲଙ୍କା ସରକାର ଶନିବାର ଅନୁରୋଧ କରିଛନ୍ତି। ରାଜପାକ୍ସେ ବର୍ତ୍ତମାନ ସିଙ୍ଗାପୁରରେ ରହୁଛନ୍ତି। ତାଙ୍କର ଭିଜା ସମୟସୀମା ଥିବାରୁ ସେ ଅଗଷ୍ଟ ୧୧ରେ ଦେଶ…
Archives


