ଭାରତ-ଇଜିପ୍ଟ ପ୍ରତିରକ୍ଷା ଏମ୍‌ଓୟୁ

କାଇରୋ,୨୧ା୯: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଇଜିପ୍ଟ ଗସ୍ତ ଅବସରରେ ମଙ୍ଗଳବାର ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ୩ ଦିନିଆ ଗସ୍ତରେ ଯାଇଥିବା ରାଜନାଥ ତାଙ୍କ ଇଜିପ୍ଟ ପ୍ରତିପକ୍ଷ ମହମ୍ମଦ ଜକିଙ୍କ ସହ ପ୍ରତିରକ୍ଷା ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମିଳିତ ସମରାଭ୍ୟାସ, ଆତଙ୍କବାଦ ନିରୋଧୀ ଅଭିଯାନ ଲାଗି ପ୍ରଶିକ୍ଷକ ବିନିମୟ ଆଦି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଥିବା ରାଜନାଥ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ୟୁ-ଟର୍ନ

ଇସଲାମାବାଦ୍‌,୩୦।୩:ପାକିସ୍ତାନ ରାଜନୈତିକ ଅସ୍ଥିରତା ଭିତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ୟୁ-ଟର୍ନ ନେଇଛନ୍ତି। ବୁଧବାର ସେ ଦେଶକୁ ସମ୍ବୋଧିକ କରିବାର ପୂର୍ବରୁ କାର୍ଯ୍ୟକ୍ରମ ଥିଲା। କିନ୍ତୁ ସେ...

ଦକ୍ଷିଣ ୟୁକ୍ରେନରେ ରୁଷିଆର ମିଶାଇଲ ମାଡ, ୩୦ ମୃତ, ୮୮ ଆହତ

କ୍ୱିଭ,୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ସେଠାକାର ଲୋକଙ୍କୁ ଭୟଭୀତ କରି ରଖିଛି । ଦୀଘ ପ୍ରାୟ ୭ ମାସ ହେବ ଚାଲିଥିବା ଏହି ଯୁଦ୍ଧରେ...

ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବାକୁ ସଂକଳ୍ବ ନେଲେ ଘାନି

କାବୁଲ,୧୯।୮: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଅଶରଫ ଘାନି ଆଇଏସ୍‌ ଆତଙ୍କବାଦୀଙ୍କ ସମସ୍ତ ସୁରକ୍ଷିତ ଶିବିରକୁ ଧ୍ୱଂସ କରିବାକୁ...

ୟୁକ୍ରେନରେ ସାଇବର ଆକ୍ରମଣ ବୃଦ୍ଧି କଲା ରୁଷିଆ…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ୟୁକ୍ରେନରେ ସାଇବର ଯୁଦ୍ଧ ତୀବ୍ର କରିଛି। ୟୁକ୍ରେନର ବିଭିନ୍ନ...

୨୨ ନଭେମ୍ବରରୁ ଟୁଇଟରରେ ରାଜନୈତିକ ବିଜ୍ଞାପନ ବନ୍ଦ

କାଲିଫର୍ନିଆ,୩୧।୧୦: ଟୁଇଟରରେ ଏଣିକି ରାଜନୈତିକ ବିଜ୍ଞାପନ ବନ୍ଦ କରାଯିବ। ଏନେଇ ଟୁଇଟର ସିଇଓ ଜ୍ୟାକ୍‌ ଡୋରସେ ସୂଚନା ଦେଇଛନ୍ତି। ନଭେମ୍ବର ୨୨ରୁ ସମସ୍ତ ରାଜନୈତିକ ବିଜ୍ଞାପନକୁ...

ବିଶ୍ୱର ସବୁଠାରୁ ଖୁସିର ଦେଶ ଫିନ୍‌ଲାଣ୍ଡ, ପଞ୍ଚମ ଥର ପାଇଁ ଶୀର୍ଷରେ

ନ୍ୟୁୟର୍କ,୧୮।୩: ମିଳିତ ଜାତିସଂଘ(ୟୁଏନ୍‌)ର ବାର୍ଷିକ ସୂଚକାଙ୍କରେ ପଞ୍ଚମ ବର୍ଷ ପାଇଁ ଫିନ୍‌ଲାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ନାମିତ କରାଯାଇଛି। ଶୁକ୍ରବାର ପ୍ରକାଶିତ ହୋଇଥିବା...

ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କଲା ଭାରତ

ମ୍ୟାନମାର,୧୪।୭: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ଭାରତ ମ୍ୟାନମାରରେ ୨୫୦ ଘର ତିଆରି କରି ସେଠାକାର ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପରେ ମ୍ୟାନମାରର ବୈଦେଶିକ...

ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

ଇସ୍‌ଲାବାବାଦ,୩୦-୮ (ଆଇଏଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟାପୀ ଡିଣ୍ଡିମ ପିଟି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିବା ପାକିସ୍ତାନ ଗୁରୁବାର ବିଦେଶୀ ମିଡିଆକୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ବୁଲାଇଛି। ଏହାସହ ଭାରତ...

Advertisement
Archives

Model This Week