ପଦୋନ୍ନତି ନ ମିଳିବାରୁ ବସ୍‌ଙ୍କ ସମେତ ୪ ଜଣଙ୍କୁ କରିଥିଲେ ହତ୍ୟା, ୮ ବର୍ଷ ପରେ ଧରାପଡିଲେ

ନ୍ୟୁୟର୍କ,୨୧।୯: ଆମେରିକାର ହ୍ୟୁଷ୍ଟନରେ ଜଣେ ବ୍ୟକ୍ତି ଆଠ ବର୍ଷ ପୂର୍ବେ ଚାକିରିରେ ପଦୋନ୍ନତି ନ ମିଳିବାରୁ ବସ୍‌ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ହତ୍ୟା କରିଥିଲେ। ଫାଙ୍ଗ ଲୁ ନାମକ ଏହି ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି। ଫାଙ୍ଗ ଲୁ ତାଙ୍କ ମାଲିକ ମାଓ ଏବଂ ତାଙ୍କ ପରିବାରର ଅନ୍ୟ ଚାରିଜଣ ସଦସ୍ୟଙ୍କୁ ଜାନୁଆରୀ ୩୦, ୨୦୧୪ରେ ହତ୍ୟା କରିଥିଲେ। ପୋଲିସ ବର୍ତ୍ତମାନ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଚାକିରିରେ ପଦୋନ୍ନତି ନ ପାଇବାରୁ ରାଗିଯାଇ ଫାଙ୍ଗ ଲୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ହ୍ୟୁଷ୍ଟନ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୦, ୨୦୧୪ରେ ଶୋଇବା ଘରେ ମାଓ ସନ୍‌ (୫୦), ମେକ୍ସି ସନ (୪୯), ଟିମୋଥି ସନ (୯) ଏବଂ ଟିଟସ ସନ (୭) ଙ୍କ ମୃତଦେହ ମିଳିଥିଲା। ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା ପଛର କାରଣ ପୋଲିସ ବର୍ତ୍ତମାନ ପ୍ରକାଶ କରିଛି। ପୋଲିସ କହିଛି ଯେ, ଫାଙ୍ଗ ଲୁ ଗିରଫ ହେବା ପରେ ସମଗ୍ର ପରିବାରର ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପକୁ ବ୍ୟାପୁଛି କରୋନା ଭାଇରସ୍‌

ଲଣ୍ଡନ/ବେଜିଂ/ନୂଆଦିଲ୍ଲୀ, ୨୭ା୨: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ କ୍ରମଶଃ ୟୁରୋପୀୟ ଦେଶଗୁଡ଼ିକୁ ବ୍ୟାପିବାରେ ଲାଗିଛି। ତେବେ ଭୟ କରିବାର କିଛି ନାହିଁ ବୋଲି...

ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର...

ଅଜଣା ଲୋକଙ୍କ ସହିତ ପ୍ରତିଦିନ କରନ୍ତି ବନ୍ଧୁତା: ୪ ବର୍ଷରେ ୨୮ଶହ ବନ୍ଧୁ

ଫିଲାଡ଼େଲଫିଆ,୨୪।୯: ଆମେରିକା ଫିଲାଡ଼େଲଫିଆରେ ଜଣେ ଯୁବକ ପ୍ରତିଦିନ ଅଜଣା ଲୋକଙ୍କୁ ଭେଟି ତାଙ୍କ ସହିତ ବନ୍ଧୁତା କରିଥାନ୍ତି। ସେ ହେଉଛନ୍ତି ୨୮ ବର୍ଷ ବୟସ୍କ ରୋବ୍‌...

ବିଲ୍ଡିଂ ରଙ୍ଗ କରିବା ପରେ ପାରିଶ୍ରମିକ ନପାଇ ଶ୍ରମିକ ନେଲେ ପ୍ରତିଶୋଧ

ଲଣ୍ଡନ,୧୦।୨: ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ...

ପଦ ଛାଡ଼ିଲେ ଏନ୍‌ଏସ୍‌ଓ ସିଇଓ

ଜେରୁଜେଲମ, ୨୨ା୮: ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକାରୀ କମ୍ପାନୀ ଏନ୍‌ଏସ୍‌ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶାଲେଭ ହୁଲିଓ ପଦ ଛାଡ଼ିଛନ୍ତି। ଏନ୍‌ଏସ୍‌ଓରେ ହୋଇଥିବା ଅଦଳବଦଳ...

ଦ୍ୱିତୀୟ ପାଳି ପାଇଁ ଟ୍ରମ୍ପ୍‌ ପ୍ରସ୍ତୁତ

ଓ୍ବାଶିଂଟନ,୨୯ା୮: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ୩ ମାସ ବାକି ଥିବାବେଳେ ଉଭୟ ଶାସକ ରିପବ୍ଲିକାନ୍‌ ଓ ବିରୋଧୀ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ପ୍ରଚାର ଅଭିଯାନକୁ...

ଇମ୍ରାନଙ୍କ ଆଗରେ ମୋଦିଙ୍କ ହୁଙ୍କାର: ଆତଙ୍କବାଦୀଙ୍କୁ ମୂଳପୋଛ କରାଯାଉ

ବିଶକେକ, ୧୪।୬: ସାଂଘାଇ କୋଅପରେଶନ ଅରଗାଇନାଇଜେଶନ(ଏସସିଓ) ସମ୍ମିଳନୀର ଦ୍ୱିତୀୟ ଦିନରେ ଆତଙ୍କବାଦ ମୂଳପୋଛ ପାଇଁ ସବୁ ଦେଶ ମିଶି ଆଗେଇ ଆସିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ...

ଚାଇନାରେ ଆଉ ଏକ ଭାଇରସ୍‌କୁ ବଢିଲା ଚିନ୍ତା

ବେଜିଂ,୧୮।୭: କରୋନା ସହ ଲଢୁଥିବା ବିଶ୍ୱ ସାମ୍ନାରେ ଏବେ ମାଙ୍କଡ ବି(ମଙ୍କି ବି) ଭାଇରସ୍‌ ବିପଦ ଉଭା ହୋଇଛି। ଚାଇନାରେ ଏହି ଭାଇରସ୍‌ ସଂକ୍ରମିତ ହୋଇଥିବା...

Advertisement
Archives

Model This Week