ଯୁଦ୍ଧର ପ୍ରଭାବ: ପ୍ରାଣୀ ଉଦ୍ୟାନରେ ୪୦୦୦ ପ୍ରାଣୀ ଭୋକିଲା
କ୍ୱିଭ୍,୧୧ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକାରେ ଖାଦ୍ୟ ସଙ୍କଟରେ ଛଟପଟ ହେଉଛନ୍ତି ହଜାର ହଜାର ପଶୁପକ୍ଷୀ। ଏଠାକାର ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଖାଇବାକୁ ଖାଦ୍ୟ ପାଉନାହାନ୍ତି। ଉଦ୍ୟାନର କର୍ମଚାରୀମାନେ ପ୍ରାଣୀମାନଙ୍କର ବିଶେଷ ଭାବେ ଯତ୍ନ ନେଇଥାନ୍ତି। ମାତ୍ର ଯୁଦ୍ଧ ଯୋଗୁ ଜୀବଜନ୍ତୁ...
୨୪ ଘଣ୍ଟିଆ ଯୁଦ୍ଧବିରତି ପାଇଁ ରୁଷିଆ ଅମଙ୍ଗ
ଇସ୍ତାନବୁଲ, ୧୧ା୩:ଯୁଦ୍ଧବିରତି ପାଇଁ ଗୁରୁବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ପୂରିଥିବାବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍ ବହିର୍ବ୍ୟାପାର ମନ୍ତ୍ରୀ...
ୟୁକ୍ରେନ୍ ହସ୍ପିଟାଲ ଉପରେ ରୁଷିଆର ଆକ୍ରମଣକୁ ନିନ୍ଦା
କ୍ୱିଭ୍,୧୧ ।୩: ରୁଷିଆ ପଟରୁ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ଗୋଟିଏ ଦିନ ପୂର୍ବରୁ ୟୁକ୍ରେନର ଏକ ପ୍ରସୂତି ହସ୍ପିଟାଲରେ ରୁଷିଆ ବୋମା ବର୍ଷଣ କରିବାରୁ ଅଧିକାଂଶ ଗର୍ଭବତୀ ଆହତ ହୋଇଛନ୍ତି । ଏହାସହ ଅଧିକାଂଶ...
ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମୈରିୟୁପୋଲରେ ଦିଆଯାଉଛି ସାମୁହିକ କବର, ଶୋକ କରିବାକୁ କେହି ନାହିଁ
କ୍ୱିଭ/ ମୈରିୟୁପୋଲ,୧୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୫ ଦିନ ପୂରଣ ହୋଇଯାଇଛି । ୧୫ ଦିନ ପରେ ୟୁକ୍ରେନର ଅଧିକାରୀମାନେ ଏହି ଯୁଦ୍ଧରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମୁହିକ କବର ଦେବା ଆରମ୍ଭ କରିଛନ୍ତି । ଦକ୍ଷିଣ ୟୁକ୍ରେନର ମୈରିୟୁପୋଲରେ...
ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ
ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ହୋଇଥିବା ବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍...
ତୁର୍କୀରେ ରୁଷିଆ-ୟୁକ୍ରେନ ପତାକା
ଆଙ୍କ୍ରା,୧୦ା୩: ଚାଇନା ପରେ ତୁର୍କୀ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆପୋଷ ବୁଝାମଣା ପାଇଁ ନିଜର ନାଁ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ତୁର୍କୀ ନାଟୋରେ ସାମିଲ ହୋଇ ବି ରୁଷିଆ ଉପରେ ଅନ୍ୟ ଦେଶମାନଙ୍କ...
ବିସ୍ଫୋରଣ ସମୟରେ କ୍ୱିଭ୍ ମୁଖ୍ୟ ଛକରେ ଘଟିଲା ଏମିତି, ଯାହା କଳ୍ପନା କରିବା ଅସମ୍ଭବ
କ୍ୱିଭ୍,୧୦ା୩: ୟୁକ୍ରେନର ରାଜଧାନୀ କ୍ୱିଭ୍ ସୀମାରେ ଘମାଘୋଟ ଯୁଦ୍ଧ ଚାଲିଛି। ରୁଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ବୋମାମାଡ଼ କରୁଛି। ଏହା ମଧ୍ୟରେ ବୁଧବାର କ୍ୱିଭ୍ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କଳ୍ପନା କରାଯାଇପାରିବ ନାହିଁ। କ୍ୱିଭ୍ର...
ରୁଷିଆ ଟ୍ୟାଙ୍କ୍ ଉପରେ ଚଢିଗଲେ ୟୁକ୍ରେନ ବ୍ୟକ୍ତି: କଲେ ଏମିତି କାମ
କ୍ୱିଭ୍,୧୦।୩:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୫ ଦିନରେ ପହଞ୍ଚିଛି। ୟୁକ୍ରେନରେ ନିଜର ଆକ୍ରମଣକୁ ବଜାୟ ରଖିଛି ରୁଷିଆ। ଏହି ଭୟଙ୍କର ଯୁଦ୍ଧରେ ୟୁକ୍ରେନ ସେନା ସହ ଏହାର ନାଗରିକମାନେ ମଧ୍ୟ ରୁଷିଆ ବିରୋଧରେ ବାହାରିଛନ୍ତି। ଅନେକ ଲୋକ ନିଜ...
ଆଖିବୁଜିଲେ ଘୁଷୁରି ହାର୍ଟ ଲାଗିଥିବା ବ୍ୟକ୍ତି
ବାଲ୍ଟିମୋର,୧୦।୩: ପ୍ରାୟ ଦୁଇମାସ ପୂର୍ବେ ଆମେରିକାରେ ଏକ ବିରଳ ପରୀକ୍ଷଣ ହୋଇଥିଲା। ଏହି ପରୀକ୍ଷଣରେ ପ୍ରଥମଥର ପାଇଁ ମଣିଷ ଶରୀରରେ ଘୁଷୁରି ହାର୍ଟ ପ୍ରତିରୋପଣ କରାଯାଇଥିଲା। ତେବେ ୨ମାସ ପରେ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅସ୍ତ୍ରୋପଚାର କରିଥିବା...
ୟୁନ୍ ସୁକ୍-ୟୋଲ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତି..
ସିଓଲ,୧୦।୩ : ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ୟୁନ ସୁକ-ୟୋଲ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ବିରୋଧୀ ପିପୁଲ୍ସ ପାୱାର ପାର୍ଟିର ୬୦ବର୍ଷିୟ ୟୁନ୍ ୪୮.୬ ପ୍ରତିଶତ ଭୋଟ ପାଇଛନ୍ତି। ଅପରପକ୍ଷରେ ଶାସକ ଡେମୋକ୍ରାଟିକ ପାର୍ଟିର ଲି ଜେ-ମ୍ୟୁଙ୍ଗ ୪୭.୮ ପ୍ରତିଶତ...
ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ବ୍ରିଟେନ୍କୁ ଜେଲେନସ୍କିଙ୍କ ଅପିଲ୍..
କ୍ୱିଭ୍,୧୦।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବ୍ରିଟେନର ସାଂସଦଙ୍କୁ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ଏବଂ ମସ୍କୋ ଉପରେ କଠୋର କଟକଣା ଜାରି କରିବା ଲାଗି ଅପିଲ୍ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ତାଙ୍କ ଦେଶ...
ରୁଷିଆ କରିପାରେ ରାସାୟନିକ ଆକ୍ରମଣ: ଆମେରିକା
ୱାଶିଂଟନ,୧୦ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୪ ଦିନ ପୂରଣ ହୋଇ ସାରିଛି । କିଛି ସମୟର ଅସ୍ତ୍ରବିରତି ପରେ ରୁଷିଆ ପୁଣିଥରେ ଆକ୍ରମଣ ପାଇଁ ତତ୍ପର ହୋଇ ଉଠିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସଫାସଫା...
Archives


