ଜୈବିକ ଆକ୍ରମଣ ଆଶଙ୍କାରେ ତାଇଓ୍ବାନ
ତାଇପେଇ, ୨୧ା୮: ଚାଇନା-ତାଇଓ୍ବାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ର ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ତାଇପେଇ ଆଶଙ୍କା କରିଛି। କରୋନା ଭୂତାଣୁ ଚାଇନାର ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ସୃଷ୍ଟି କରାଯାଇଥିବା ଦାବି କରାଯାଉଥିବାବେଳେ…
ଗିରଫ ହୋଇପାରନ୍ତି ଇମ୍ରାନ
ଇସ୍ଲାମାବାଦ,୨୧।୮(ପି.ଟି.): ନିଷିଦ୍ଧ ପାଣ୍ଠି ମାମଲାର ତଦନ୍ତ କରୁଥିବା ସଂଘୀୟ ତଦନ୍ତକାରୀ ସଂସ୍ଥା (ଏଫ୍ଆଇଏ) ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗିରଫ କରିପାରେ। ସମନ ଜାରି ସତ୍ତ୍ୱେ ଇମ୍ରାନ ଏଫ୍ଆଇଏରେ ହାଜର ନ ହେବାରୁ ତାଙ୍କୁ ଶୁକ୍ରବାର ପୁନର୍ବାର ନୋଟିସ ଜାରି…
ଇମ୍ରାନ ଖାଁଙ୍କ ସମ୍ପର୍କିତ ଖବର ପ୍ରସାରରେ ପ୍ରତିବନ୍ଧକ ଲଗାଇଲେ ପାକିସ୍ତାନ ସରକାର
ଇସଲାମାବାଦ,୨୧ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଶହବାଜ ସରକାରଙ୍କୁ ଟାର୍ଗେଟ କରିଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ…
ସୋମାଲିଆ ହୋଟେଲ ଆକ୍ରମଣର ୩୦ ଘଣ୍ଟା ପରେ ଆୟତ୍ତକୁ ଆସିଲା ସ୍ଥିତି, ଅଲ ଶବାବ ଆତଙ୍କବାଦୀ ଆକ୍ରମଣରେ ୪୦ ମୃତ
ମୋଗାଦିସୁ,୨୧ ।୮: ପୂର୍ବ ଆଫ୍ରିକା ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ସ୍ଥିତ ହୟାତ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଲ ଶବାବ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ଆକ୍ରମଣର ୩୦ ଘଣ୍ଟା…
ପୁଟିନଙ୍କ ଅତି ନିକଟତମ ଅଲେକଜ୍ୟାଣ୍ଡର ଦୁଗିନଙ୍କୁ ହତ୍ୟା ଉଦ୍ୟମ, କାର ବିସ୍ଫୋରଣରେ ଝିଅ ମୃତ
ମସ୍କୋ,୨୧ ।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନର ଅତି ନିକଟତମ ଆଲେକଜ୍ୟାଣ୍ଡର ଦୁଗିନଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ଏକ କାର ବିସ୍ଫୋରଣରେ ଆଲେକଜ୍ୟାଣ୍ଡରଙ୍କ ଝିଅ ଦରୟା ଦୁଗିନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛିଇ ।…
ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଖେ ରହିଲେ ବି ହେବ କ୍ୟାନସର, ୨୦୧୯ରେ ହୋଇଥିଲା ୩୭ ଲକ୍ଷ ମୃତ୍ୟୁ: ରିପୋର୍ଟ
ୱାଶିଂଟନ,୨୧ ।୮: ଯଦି ଜଣେ ବ୍ୟକ୍ତି ଧୂମ୍ରପାନ କରୁ ନାହାନ୍ତି ତେବେ ବି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ଯୋଗୁ କ୍ୟାନସରର ଶିକାର ହୋଇପାରନ୍ତି । ବ୍ରିଟିଶ ମେଡିକାଲ ଜର୍ନାଲ ଦ ଲ୍ୟାଂସେଟର ଅଧ୍ୟୟନରେ ଦାବି କରାଯାଇଛି କି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ…
ତାଇୱାନ ଅଞ୍ଚଳକୁ ଚାଇନା ପୁଣି ପଠାଇଲା ୨୧ ଯୁଦ୍ଧ ବିମାନ, ୫ ନୌସେନା ଜାହାଜ
ତାଇପେ,୨୧ ।୮: ଥମୁନି ଚାଇନା-ତାଇୱାନ ବିବାଦ । ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନସି ପେଲୋସି ଓ ସିନେଟର ଏଡ ମାର୍କେଙ୍କ ନେତୃତ୍ୱରେ ଆମେରିକା ସାଂସଦଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଚିନ୍ତାରେ ପଡିଯାଇଛି । ଚାଇନା ଶୁକ୍ରବାର ୬ ନୌସେନା…
ଚାଇନାର ବିସ୍ତାରବାଦୀ ନୀତି ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ ନୁହେଁ, ତାଇଓ୍ବାନର ଅଭିଯୋଗ…
ନୂଆଦିଲ୍ଲୀ, ୨୦।୮ : ଚାଇନାର ବିସ୍ତାରାଦୀ ନୀତି ନେଇ ତାଇଓ୍ବାନ ପୁଣିଥରେ ଚାଇନାକୁ ଟାର୍ଗେଟ କରିଛି। ତାଇଓ୍ବାନ ବୈଦେଶିକ ମନ୍ତ୍ରୀ ଯୋଶେଫ ଓ୍ବୁ ଶନିବାର ଅଭିଯୋଗ କରିଛନ୍ତି ଯେ, ଚାଇନାର ବିସ୍ତାରବାଦୀ ନୀତି କେବଳ ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ…
ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ…
ଇସଲାମାବାଦ, ୨୦।୮ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଭାରତ ସହିତ ଶାନ୍ତି ଚାହୁଁଛି ପାକିସ୍ତାନ । କଶ୍ମୀର ସମସ୍ୟାର ସମାଧାନ ପାଇଁ ପାରସ୍ପରିକ ଆଲୋଚନା ମାଧ୍ୟମରେ ଭାରତ ସହ ପାକିସ୍ତାନ ଚିରସ୍ଥାୟୀ ଶାନ୍ତି ଚାହୁଁଛି।…
ଜିନ୍ଜିଆଙ୍ଗରେ ଲକ୍ଡାଉନ
ବେଜିଂ,୨୦।୮: ଚାଇନାର ପଶ୍ଚିମ ଭାଗରେ ଥିବା ଜିନ୍ଜିଆଙ୍ଗ ପ୍ରଦେଶରେ କୋଭିଡ୍ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ସରକାର ସେଠାରେ ଲକ୍ଡାଉନ ଲାଗୁ କରିଛନ୍ତି। ଜିରୋ କୋଭିଡ୍ ନୀତି କାର୍ଯ୍ୟକାରୀ କରିବା ଲାଗି ଉକ୍ତ ଅଞ୍ଚଳକୁ ସରକାର ଏକ ପ୍ରତିନିଧି ଦଳ ପଠାଇଛନ୍ତି।…
ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକୀୟ ଉଚ୍ଚ ଅଧିକାରୀ
ଓ୍ବାଶିଂଟନ,୨୦ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଅର୍ଥ ବିଭାଗର ଉଚ୍ଚ ଅଧିକାରୀ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏହା ଆମେରିକାର ଟ୍ରେଜେରୀ ଅଧିକାରୀଙ୍କ ପ୍ରଥମ ସରକାରୀ ଗସ୍ତ। ଏଭଳି ପରିସ୍ଥିତିରେ ସମଗ୍ର…
୧୪ ଘଣ୍ଟାର ଅପରେଶନ୍: ସମସ୍ତ ଆତଙ୍କବାଦୀ ନିହତ
ମୋଗାଦିଶୁ,୨୦।୮: ଦୀର୍ଘ ୧୪ଘଣ୍ଟା ପରେ ସୋମାଲିଆ ରାଜଧାନୀ ମୋଗାଦିଶୁର ହୋଟେଲ ହୟାତର ଅପରେଶନ୍ ଶେଷ ହୋଇଛି। ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଥିସହ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ମିଳିଥିବା ସଦ୍ୟ ସୂଚନା ଅନୁସାରେ, ସୁରକ୍ଷାକର୍ମୀମାନେ ହୋଟୋଲକୁ…
Archives


