ୟୁରୋପର ବୃହତ୍ତମ ଇସ୍ପାତ୍ କାରଖାନା ଧ୍ୱଂସ କଲା ରୁଷିଆ
କ୍ୱିଭ୍,୨୦।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରବିବାର ରୁଷିଆ ଏକ ସ୍କୁଲ ବିଲ୍ଡିଂକୁ ଟାର୍ଗେଟ କରିଛି। ମାରିଉପୋଲ ସହରରେ ଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ବର୍ଷା କରିଛି ରୁଷିଆ। ଯୁଦ୍ଧ ଲାଗି...
ଆର୍ଟ ସ୍କୁଲ୍ ଉପରେ ବୋମାବର୍ଷା, ୪୦୦ ଛାତ୍ରୀଛାତ୍ର-ଲୋକେ ଆଶ୍ରୟ ନେଇଥିଲେ…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। କିଛି ଦିନ ତଳେ ରୁଷିଆ ଯୁଦ୍ଧ ବିମାନ ମାରିଆପୋଲର ଡ୍ରାମା ଥିଏଟର ଉପରେ ବୋମା ବର୍ଷା କରିଥିଲା। ପୁଣି ଏବେ ମାରିଆପୋଲ ସହରର ଏକ...
ରୁଷିଆ ପ୍ରତି ଅର୍ଥ ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖିଛି ଚାଇନା
ମସ୍କୋ,୨୦ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୫ ଦିନ ହେବ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଲଢ଼େଇ ବନ୍ଦ ପାଇଁ ନାଁ ନେଉନି। ଅନେକ ଆଲୋଚନା ଏବଂ ବୈଠକ ପରେ ମଧ୍ୟ ଯୁଦ୍ଧକୁ ନେଇ ଉତ୍ତେଜନା ଲାଗିରହିଛି।...
ସିଆଲକୋଟରେ ବଡ଼ ଧରଣର ବିସ୍ଫୋରଣ
ଇସଲାମାବାଦ,୨୦ା୩: ଉତ୍ତର ପାକିସ୍ତାନର ସିଆଲକୋଟ ସହରରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଜୋର୍ରେ ଥିଲା ଯେ ଏହାର ଶବ୍ଦ ଅନେକ ଦୂରରୁ ଶୁଣିବାକୁ ମିଳିଥିଲା। ଏକ ଗଣମାଧ୍ୟମର ସମ୍ପାଦକ...
ଯୁଦ୍ଧର ଛାତିଥରା ଦୃଶ୍ୟ,ଅନେକଙ୍କ ଜୀବନ ଗଲାଣି, ମାଟି ତଳେ ଦବି ରହିଛନ୍ତି ୧୧ ଶହରୁ ଅଧିକ…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ଶାନ୍ତି ବୁଝାମଣା ହୋଇନାହିଁ। ଏହି ସମୟରେ, ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୪ଠାରୁ ଯୁଦ୍ଧ ଆରମ୍ଭ...
ଏକାଥରକେ ୟୁକ୍ରେନ୍ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା କରାଯିବାର ଯୋଜନା ହୋଇଛି। ରୁଷିଆର ଯୋଜନା ସମ୍ପର୍କରେ ଜଣାପଡ଼ିବା ପରେ ଏସବୁ ସହରଗୁଡିକରେ...
ୟୁକ୍ରେନ୍ ଲାଗି ସହାୟତା ଘୋଷଣା କଲେ ଫେଡେରର୍
ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ, କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ଏସବୁ...
ନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍ ନିର୍ଦ୍ଦେଶ ଦେଲେ ପୁଟିନ୍…
ମସ୍କୋ,୨୦।୩ : ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ୨୫ରେ ପହଞ୍ଚିଛି। ବ୍ରିଟେନର କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧ ଯୋଜନା କରୁଥିବା ସଙ୍କେତ ଦେଇଛନ୍ତି। ପୁଟିନନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍ ପାଇଁ...
ଯୁଦ୍ଧ ଯୋଗୁ ୪ କୋଟିରୁ ଅଧିକ ହେବେ ଗରିବ…
ଓ୍ବାଶିଂଟନ, ୧୯।୩ : ୟୁକ୍ରେନ୍ ରୁଷିଆ ଯୁଦ୍ଧ ଯୋଗୁ ପୃଥିବୀରେ ଗରିବଙ୍କ ସଂଖ୍ୟା ବଢ଼ିବ। ଏନେଇ ଆମେରିକାର ଏକ ଥିଙ୍କ୍ ଟେଙ୍କ୍ ସେଣ୍ଟର ଫର୍ ଗ୍ଲୋବାଲ ଡେଭଲପ୍ମେଣ୍ଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ...
ୟୁକ୍ରେନ୍ ଆକ୍ରମଣକୁ ବିରୋଧ କଲେ ରୁଷିଆ ମହାକାଶଚାରୀ…
ମସ୍କୋ, ୧୯।୩ : ୟୁକ୍ରେନ୍ ଉପରେ ଆକ୍ରମଣକୁ ୩ ଜଣ ରୁଷୀୟ ମହାକାଶଚାରୀଙ୍କ ଏକ ଦଳ ପକ୍ଷରୁ ନିଆରା ଢଙ୍ଗରେ ବିରୋଧ କରାଯାଇଛି। ସେମାନେ ୟୁକ୍ରେନ ପତାକା ରଙ୍ଗର ପୋଷାକ ପିନ୍ଧି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଥିଲେ। ୟୁକ୍ରେନ ଉପରେ...
ପ୍ରିଣ୍ଟିଂ ପେପର ଅଭାବ, ପରୀକ୍ଷା ଦେଇପାରିବେନି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ
କଲମ୍ବୋ,୧୯ ।୩: ଶ୍ରୀଲଙ୍କାରେ ଦେଖାଦେଇଛି ପ୍ରିଣ୍ଟିଂ ପେପର ଅଭାବ । ଫଳରେ ଲକ୍ଷାଧିକ ଛାତ୍ରୀଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବେ । ଏହାସହ ପେପର କ୍ରୟ କରିବା ପାଇଁ ବି ଶ୍ରୀଲଙ୍କା ସରକାରଙ୍କ ପାଖରେ ଡଲାରର ଅଭାବ ଥିବାରୁ ଏହି...
ପୁଟିନ କରିଛନ୍ତି ମସ୍ତବଡ ଭୁଲ: ଜନସନ
ଲଣ୍ଡନ,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୯ ଦିନ ହୋଇ ଯାଇଥିବା ବେଳେ ଅନେକ ଦେଶ ରୁଷିଆର ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି କ୍ରମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ରାଷ୍ଟ୍ରପତି...
Archives


