ଅନ୍ତର୍ଜାତୀୟ

ଶେଷକୃତ୍ୟରେ ସାମିଲ ହେବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୧ା୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ଙ୍କ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୋଗଦେବେ ବୋଲି କହିଛନ୍ତି। କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ ସହ ଏ ଯାଏ କଥା ହୋଇ ନ ଥିବା ବାଇଡେନ୍‌ କହିଛନ୍ତି। କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ବିବରଣୀ…

ଏଲିଜାବେଥ୍‌ଙ୍କ ପରେ ମାର୍ଗାରେଟ୍‌

କୋପେନ୍‌ହାଗେନ, ୧୧ା୯: ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରଲୋକ ପରେ ଏବେ ଡେନ୍‌ମାର୍କର କୁଇନ୍‌ ମାର୍ଗାରେଟ୍‌ ଦ୍ୱିତୀୟ ୟୁରୋପର ସର୍ବାଧିକ କାଳ ଶାସନରେ ଥିବା ମହାରାଣୀ ହୋଇଛନ୍ତି। ବାପା ଫ୍ରେଡ୍ରିକ୍‌ ନବମଙ୍କ ମୃତ୍ୟୁ ପରେ ୧୯୭୨ରେ ମାର୍ଗାରେଟ୍‌ ୩୧ ବର୍ଷ ବୟସରେ ମହାରାଣୀ ହୋଇଥିଲେ।…

ଖାରକିଭରୁ ପଛକୁ ହଟିଲେ ରୁଷିଆ ସେନା, ଜେଲନସ୍କି କହିଲେ ଭଲ ନିଷ୍ପତ୍ତିି

କ୍ୱିଭ,୧୧ ।୯: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଗୁୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକ ଆସିଛି । ପ୍ରଥମଟି ହେଉଛି ୟୁକ୍ରେନର ଉତ୍ତର-ପୂର୍ବର ପ୍ରମୁଖ ରେଲୱେ ସହର କୁପିୟାଂସ୍କ ଉପରେ ୟୁକ୍ରେନ ସେନା କବଜା କରି ନେଇଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ…

ତିମି ସହ ଧକ୍କା ଦେଇ ଓଲଟି ପଡ଼ିଲା ବୋଟ୍‌, ୫ ଜଣଙ୍କ ଜୀବନ ଗଲା

ଓ୍ବେଲିଂଟନ,୧୦ା୯: ନ୍ୟୁଜିଲାଣ୍ଡର ଏକ ଚାର୍ଟର ବୋଟ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବୋଟ୍‌ଟି କାଇକୌରାର ସାଉଥ୍‌ ଆଇଲାଣ୍ଡ ସହର ନିକଟରେ ଏକ ତିମି ସହ ଧକ୍କା ଦେଇ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ଥିବା ଅନ୍ୟ ୬ ଜଣଙ୍କୁ…

ବୈଜ୍ଞାନିକଙ୍କ ଚେତାବନୀ: ଏହି ଦେଶରେ ଦେଖାଦେବ ମରୁଡ଼ି, ଉତ୍ତାପ, ନିଆଁ ଆଉ ବନ୍ୟା

ଲସ୍‌ଏଞ୍ଜେଲ୍‌ସ,୧୦ା୯: କାଲିଫର୍ନିଆରେ ୧୦ ଦିନର ରେକର୍ଡ ଭାଙ୍ଗିଛି ଗରମ। ଯାହାକି ଅତ୍ୟନ୍ତ ଅସ୍ବାଭାବିକ ଥିଲା। ଲସ୍‌ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଜଳବାୟୁ ବୈଜ୍ଞାନିକ ଡାନିଏଲ ସ୍ବେଡ଼୍‌ ତାଙ୍କ ବ୍ଲଗରେ ଲେଖିଛନ୍ତି, କ୍ରମାଗତ ୧୦ ଦିନ ପାଇଁ କାଲିଫର୍ନିଆ ବ୍ଲାକ୍‌ଆଉଟ୍‌। ବୈଜ୍ଞାନିକମାନେ କହିଛନ୍ତି,…

ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର ପରବର୍ତ୍ତୀ ସମସ୍ୟା ନେଇ ସତର୍କ କରାଇଛି ଭାରତ। ଯେମିତିକି କମ୍‌ ପାସ ଶତକଡ଼ା, ଚାଇନାର…

ବାଂଲାଦେଶରେ ବାୟୁ ପ୍ରଦୂଷଣ

ଢାକା,୧୦ା୯: ବାଂଲାଦେଶ ରାଜଧାନୀ ଢାକାରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଠାରେ ବାୟୁ ଗୁଣବତ୍ତା ଶନିବାର ଅତ୍ୟନ୍ତ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଦୁନିଆର ଅନ୍ୟତମ ପ୍ରଦୂଷିତ ସହର ମଧ୍ୟରୁ ଢାକାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୬୦ (AQI) ରେକର୍ଡ…

ପାକିସ୍ତାନ ବନ୍ୟାରେ ୩୦ ବିଲିୟନ ଡଲାର କ୍ଷତି

ଇସ୍‌ଲାମାବାଦ,୧୦।୯: ପାକିସ୍ତାନରେ ଲଗାଣ ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟାରେ ୩୦ ବିଲିୟନ ଡଲାର ମୂଲ୍ୟର କ୍ଷୟକ୍ଷତି ହୋଇଥିବା ସରକାର ଆକାଳନ କରିଛନ୍ତି। ଶୁକ୍ରବାର ବନ୍ୟାଞ୍ଚଳ ଗସ୍ତରେ ଆସିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପାକିସ୍ତାନକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇଦେବା ଲାଗି ସାରା…

ବ୍ରିଟେନର ନୂଆ ରାଜା ଚାଲର୍ସ ତୃତୀୟ…

ଲଣ୍ଡନ, ୧୦।୯ : ରାଣୀ ଏଲିଜାବେଥଙ୍କ ପରେ ବ୍ରିଟେନ ଆନୁଷ୍ଠାନିକ ଭାବରେ ଏହାର ନୂତନ ରାଜା ପାଇଛି। ଶନିବାର ସେଣ୍ଟ ଜେମ୍ସ ପ୍ୟାଲେସରେ ଆକ୍ସେସନ କାଉନସିଲର ଏକ ବୈଠକରେ ପ୍ରାଇଭୀ କାଉନସିଲ ଦ୍ୱାରା କିଙ୍ଗ ଚାଲର୍‌ସ ତୃତୀୟଙ୍କୁ ବ୍ରିଟେନର ନୂତନ ରାଜା…

ଚାଇନାର ଧମକ ପରେ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିବ ପାକିସ୍ତାନ…

ଇସଲାମାବାଦ, ୧୦।୯ : ଆସନ୍ତା ସପ୍ତାହରୁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ସ୍ଥାପିତ ସ୍ବତନ୍ତ୍ର ବିଦ୍ୟୁତ ଶକ୍ତି ଉତ୍ପାଦକ (ଆଇପିପି) ମାନଙ୍କୁ ଦେୟ ଆରମ୍ଭ କରିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଚାଇନାର ଧମକ ପରେ ପାକିସ୍ତାନ ସରକାର ଏଭଳି କରିବାକୁ…

ବନ୍ୟା ଯୋଗୁ ହାହାକାର: ୧୨ ଲକ୍ଷରୁ ଅଧିକ ଗର୍ଭବତୀ ସଙ୍କଟରେ…

ଇସଲାମାବାଦ, ୧୦।୯ : ପାକିସ୍ତାନରେ ବନ୍ୟା ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ଅଥନୈତିକ ସଙ୍କଟ ଦେଶକୁ ଘେରି ରହିଥିଲା। ଏପରିସ୍ଥଳେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇଛି। ଦେଶର ଏକ ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଜଳବନ୍ଦୀ ଲୋକେ ଜୀବନ…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ଜଣାଯାଇଛି। ଇଣ୍ଡୋନେସିଆର ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମାମ୍ବେରାମୋ ଜିଲାର ୱେଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri