ପୁଟିନ୍ ଦେଲେ ଭାରତକୁ ବଡ଼ ଅଫର
ମସ୍କୋ,୨୩।୬: ଚାଇନା ନେତୃତ୍ୱରେ ଆୟୋଜିତ ହୋଇଥିବା ୨ଦିନିଆ ବ୍ରିକ୍ସ ସମ୍ମିଳନୀ ବୁଧବାରଠାରୁ ଶୁଭାରମ୍ଭ ହୋଇଛି। ୧୪ତମ ବ୍ରିକ୍ସ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏକ ବଡ଼ ବୟାନ ଦେଇଛନ୍ତି। ରୁଷିଆରେ ଭାରତୀୟ ଷ୍ଟୋର ଖୋଲିବାକୁ ନେଇ ଆଲୋଚନା ଚାଲିଛି ବୋଲି…
ଭୂକମ୍ପ ପରେ ଦାଉ ସାଧିଲା ବନ୍ୟା, ୪୦୦ ଲୋକଙ୍କ ମୃତ୍ୟୁ
କାବୁଲ,୨୩ା୬: ଆଫଗାନିସ୍ତାନରେ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିଲା ଭୟଙ୍କର ଭୂକମ୍ପ। ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ। ଭୂକମ୍ପ ପରେ ଦେଶରେ ଏବେ ବନ୍ୟା ଆସିଛି। ଏଥିରେ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଆଫଗାନିସ୍ତାନର…
ଡାଇବେଟିସ୍ ଆକ୍ରାନ୍ତଙ୍କ ପାଇଁ ଆଡଭାଇଜରୀ ଜାରି, ମେଟଫର୍ମିନ ସେବନ କରୁଥିବା ବ୍ୟକ୍ତି ଯାଞ୍ଚ୍ କରନ୍ତୁ ବି-୧୨ସ୍ତର…
ଲଣ୍ଡନ, ୨୩।୬ : ଡାଇବେଇଟିସ୍ ସମସ୍ୟା ଭୋଗୁଥିବା ଲୋକେ ଯେଉଁମାନେ ନିୟମିତ ଭାବରେ ମେଟଫର୍ମିନ ଟାବଲେଟ ନିଅନ୍ତି, ସେମାନଙ୍କ ଭିଟାମିନ ବ-୧୨ ସ୍ତରକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଉଚିତ। ବ୍ରିଟେନର ସ୍ବାସ୍ଥ୍ୟ ଏଜେନ୍ସି ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି…
ଉହାନ ଲ୍ୟାବ୍ରୁ ଲିକ୍ ହୋଇ ଥାଇପାରେ କରୋନା ଭାଇରସ୍, ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଦେଲେ ସୂଚନା…
ଜେନେଭା, ୨୩।୬ : ଚାଇନାରୁ କରୋନା ଭାଇରସ ଉତ୍ପତ୍ତି ନେଇ କରାଯାଉଥିବା ଦୋଷାରୋପରୁ ଦୂରେଇ ରଖିବାକୁ କରିବାକୁ ଡବ୍ଲୁଏଚଓ ସର୍ବଦା ଏଡ଼ାଇ ଆସିଥିଲା। ଡବ୍ଲୁଏଚଓ ଏଥିପାଇଁ ଚାଇନାକୁ ସିଧାସଳଖ ଦାୟୀ କରି ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଥର…
ଲଣ୍ଡନରେ ମିଳିଲା ପୋଲିଓ ଭାଇରସ୍, ଡବ୍ଲୁଏଚଓ ଜାରି କଲା ସତର୍କ ସୂଚନା…
ଜେନେଭା, ୨୩।୬ : ଲଣ୍ଡନର ଏକ ସିଓ୍ବେଜ ନମୁନାରେ ପୋଲିଓ ଭାଇରସ ଚିହ୍ନଟ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ବ୍ରିଟିଶ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସ୍ବାସ୍ଥ୍ୟ…
ଦିଆଯିବ କରୋନା ଟିକାର ଚତୁର୍ଥ ଡୋଜ୍…
କୋପେନହେଗେନ, ୨୩।୬ : ପୃଥିବୀରେ ପ୍ରାୟ ୩ ବର୍ଷ ଧରି କରୋନା ମହାମମାରୀ ସଂକ୍ରମଣ ଜାରି ରହିଛି। କରୋନା ଭାଇରସରୁ ରକ୍ଷା ପାଇବା ପାଇଁ କୋଭିଡ -୧୯ ଟିକା ପ୍ରୟୋଗ କରାଯାଉଛି। କିନ୍ତୁ ଏହା ମଧ୍ୟ ଅଧିକ ସମୟ କାମ କରୁନାହିଁ…
ଋଣ ପରିଶୋଧ ପାଇଁ ଗିଲ୍ଗିଟ୍-ବଲ୍ଟିସ୍ତାନକୁ ଚାଇନାକୁ ହସ୍ତାନ୍ତର କରିବାକୁ ପାକିସ୍ତାନର ଯୋଜନା…
ଇସଲାମାବାଦ୍, ୨୩।୬ : ଚାଇନାର ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନ ଅର୍ଥନୈତିକ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏହି ଋଣରୁ ମୁକ୍ତି ପାଇବା ପାଇଁ ପାକିସ୍ତାନର ବେଆଇନ ଦଖଲରେ ଥିବା ପାକ୍ ଅଧିକୃତ କାଶ୍ମୀରର ଗିଲ୍ଗିଟ୍-ବଲ୍ଟିସ୍ତାନ ଅଞ୍ଚଳକୁ…
ରୁଷିଆର ବାକି ପରିଶୋଧ ନ କରିଥିବାରୁ ଦିଗ ବଦଳାଇଲା ପାକିସ୍ତାନ ଏୟାରଲାଇନ୍ସ
ଇସଲାମାବାଦ,୨୩ ।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣିଥରେ ଅନ୍ତର୍ଜାତୀୟ ଅପମାନର ସାମ୍ନା କରିବାକୁ ପଡିଛି । ସୂଚନାଯୋଗ୍ୟ, ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ଦ୍ୱାରା ବାକିଥିବା ରାଶି ପଇଠ ନ କରିଥିବାରୁ ରୁଷିଆ ପାକିସ୍ତାନ ବିମାନକୁ ଓଭରଫ୍ଲାଇଂ କ୍ଲିୟରାନ୍ସ…
ଜିସାଟ୍-୨୪ର ସଫଳ ଉତ୍କ୍ଷେପଣ…
ଫ୍ରେଞ୍ଚ ଗୁଏନା, ୨୩।୬ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଦ୍ୱାରା ନିର୍ମିତ ଜିସାଟ୍-୨୪ ଉପଗ୍ରହକୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୁଏନା କୋଏରୋରୁ ଗୁରୁବାର ଫ୍ରାନ୍ସର କମ୍ପାନୀ ଆରିୟାନସ୍ପେସ ଦ୍ୱାରା ସଫଳତାର ସହିତ ଉତ୍କ୍ଷେପଣ କରାଯାଇଛି। ଜିସାଟ୍-୨୪ ହେଉଛି ଏକ…
ଖାର୍କିଭରେ ରୁଷିଆ ସେନାଙ୍କ ରକେଟ୍ ବର୍ଷା, ୧୫ ମୃତ୍ୟୁ, ବହୁ ଘର ନଷ୍ଟ
କ୍ୱିଭ/ଖାର୍କିଭ,୨୩ ।୬: ରୁଷିଆ ସେନା ୟୁକ୍ରେନର ଦ୍ୱିତୀୟ ବଡ ସହର ଖାର୍କିଭ ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ଓ ବୁଧବାର ସକାଳେ ରକେଟ୍ ବର୍ଷା କରିଥିବା ସୂଚନା ମିଳିଛି । ଏଥିରେ ଅତିକମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବ…
ଇସ୍ରାଏଲରେ ରାଜନୈତିକ ସଙ୍କଟ
ଜେରୁଜେଲମ, ୨୩।୬: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟଙ୍କ ସରକାର ସଂଖ୍ୟାଲଘୁ ହେବା ପରେ ସେଠାରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି। ବେନେଟଙ୍କ ମେଣ୍ଟ ସରକାର ଭାଙ୍ଗିବା ନିମନ୍ତେ ବୁଧବାର ଇସ୍ରାଏଲ ପାର୍ଲାମେଣ୍ଟ ନିସେଟ୍ରେ ଏକ ବିଲ୍ ପାରିତ ହୋଇଛି। ସଂସଦ ଭଙ୍ଗ…
ୟୁକ୍ରେନ୍ ସାମ୍ବାଦିକ, ସୈନ୍ୟଙ୍କୁ ହତ୍ୟା
କିଭ୍, ୨୩।୬: ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣର ଖବର ସଂଗ୍ରହ କରୁଥିବା ଜଣେ ୟୁକ୍ରେନୀୟ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଜଣେ ସୈନ୍ୟଙ୍କୁ ହତ୍ୟା କରାଯାଇଛି। ଏ ନେଇ ପ୍ରେସ୍ ଫ୍ରିଡମ୍ ଗ୍ରୁପ୍ ‘ରିପୋଟର୍ସ ଓ୍ବିଦ୍ଆଉଟ୍ ବର୍ଡର୍ସ’ ପକ୍ଷରୁ…
Archives


