ଅନ୍ତର୍ଜାତୀୟ

ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ପାକିସ୍ତାନ ନିର୍ବାଚନ ହୋର୍ଡିଂରେ ସିଦ୍ଧୁ ମୁସେୱାଲାଙ୍କ ଫଟୋ

ଇସଲାମାବାଦ,୨ ।୭: ପାକିସ୍ତାନରେ ହେବାକୁ ଯାଉଥିବା ଉପ ନିର୍ବାଚନ ପାଇଁ ପଞ୍ଜାବ ଅଞ୍ଚଳରେ ଲାଗିଥିବା ପୋଷ୍ଟରରେ ପଞ୍ଜାବି ଗାୟକ ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭାରତୀୟ ଗାୟକ ତାଙ୍କ ଗୀତ ‘୨୯୫’ ପାଇଁ ବେଶ…

ଲାପିଡ ଇସ୍ରାଏଲର ୧୪ତମ ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଅଭିନନ୍ଦନ…

ଜେରୁଜେଲମ୍‌/ନୂଆଦିଲ୍ଲୀ, ୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟେର ଲାପିଡଙ୍କୁ ଇସ୍ରାଏଲର ୧୪ ତମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଲାପିଡ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲାପିଡଙ୍କୁ ଅଭିନନ୍ଦନ ଜଣାଇ…

ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବିଜୟ, କୃଷ୍ଣ ସାଗରର ସ୍ନେକ୍‌ ଦ୍ୱୀପ ଖାଲି କଲେ ରୁଷିଆ ସୈନ୍ୟ…

କ୍ୱିଭ୍‌, ୧।୭ : ତିନି ମାସରୁ ଅଧିକ ସମୟ ଧରି ରୁଷିଆ ଆକ୍ରମଣ ସହ ସଂଗ୍ରାମ କରୁଥିବା ୟୁକ୍ରେନ କୃଷ୍ଣ ସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ୟୁକ୍ରେନ୍‌ ଦ୍ୱାରା ରୁଷିଆ ଯୁଦ୍ଧ ଜାହାଜ ଏବଂ ନୌସେନା ବେସ ଉପରେ…

ସମଲିଙ୍ଗୀ ସମ୍ପର୍କ ଭିଡ଼ିଓ ଲିକ୍‌ ଘଟଣା, ବହୁନେତା ହରଡ଼ଘଣାରେ…

ମାଲେ, ୧।୭ : ସମଲିଙ୍ଗୀ ସମ୍ପର୍କକୁ ନେଇ ଲିକ ହୋଇଥିବା ଏକ ଭିଡିଓ ଏବଂ ଫଟୋ ଇସଲାମିକ ଦେଶମାଳଦ୍ୱୀପରେ ଉତ୍ତେଜନା ସୃଷ୍ଟି କରିଛି। ଦେଶରେ ସମଲିଙ୍ଗୀ ସମ୍ପର୍କ ଉପରେ ନିଷେଧାଦେଶ ସତ୍ତ୍ୱେ ବହୁ ନେତା ସେମାନଙ୍କର ପୁରୁଷ ବନ୍ଧୁ ଏବଂ ସମ୍ପର୍କୀୟଙ୍କ…

ପାକିସ୍ତାନରେ ବିଦ୍ୟୁତ୍‌ ସଙ୍କଟ, ଇଣ୍ଟରନେଟ୍‌ ବନ୍ଦ ପାଇଁ ଧମକ ଦେଲେ ଟେଲିକମ୍‌ କମ୍ପାନୀ…

ଇସଲାମାବାଦ, ୧।୭ : ପାକିସ୍ତାନରେ ବିଦ୍ୟୁତ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଦେଶରେ ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ଟେଲିକମ ଅପରେଟରମାନେ ଧମକ ଦେଇଛନ୍ତି। ନ୍ୟାଶନାଲ ବୋର୍ଡ ଅଫ ଇନଫରମେସନ ଟେକ୍ନୋଲୋଜି ଟୁଇଟରରେ କହିଛି ଯେ ପାକିସ୍ତାନର ଟେଲିକମ…

ଜମ୍ମୁ-କଶ୍ମୀରରେ ଜି-୨୦ ସମ୍ମିଳନୀ, ଚାଇନା ଦେଲା ଏଭଳି ଉତ୍ତର…

ବେଜିଂ, ୧।୭ : ଆସନ୍ତା ୨୦୨୩ ବର୍ଷ ଜାମ୍ମୁ କାଶ୍ମୀରରେ ଜି -୨୦ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ଯୋଜନା କରୁଥିବା ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନା ଏହାକୁ ବିରୋଧ କରିଛି ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ…

ନରସଂହାର ଭାରତ ପାଇଁ ବଡ଼ ବିପଦ, କହିଲେ ଆମେରିକା ରାଷ୍ଟ୍ରଦୂତ…

ଓ୍ବାଶିଂଟନ, ୧।୭ : ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଉପରେ ଭାରତୀୟ-ଆମେରିକୀୟ ରାଷ୍ଟ୍ରଦୂତ ରାଶାଦ ହୁସେନ ଭାରତରେ ନରସଂହାର ବଡ଼ ବିପଦ ସୃଷ୍ଟି କରିଥିବା କହିଛନ୍ତି। ଭାରତରେ ଜାରି କରାଯାଇଥିବା ଅନେକ ଘଟଣା ତଥା ବିବୃତ୍ତି ସମ୍ପର୍କରେ ସେ ନିଜର ମତ ପ୍ରକାଶ…

ଜାପାନରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ଟୋକିଓ,୩୦ା୬: ଜାପାନରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ୧୮୭୫ ମସିହା ପରଠାରୁ ଅଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ଜାପାନ। ଲୋକଙ୍କୁ ଯଥାସମ୍ଭବ ବିଦ୍ୟୁତ୍‌ ସଞ୍ଚୟ କରିବାକୁ ଅନୁରୋଧ କରାଯାଉଛି। ଏଥିସହିତ ସରକାର ଉତ୍ତାପ ଜନିତ ରୋଗରୁ ରକ୍ଷା ପାଇବା ପାଇଁ…

‘କ୍ୟାପିଟାଲ ହିଲ୍‌ ହିଂସା ପାଇଁ ଟ୍ରମ୍ପ୍‌ ଦାୟୀ’

ଓ୍ବାଶିଂଟନ,୩୦ା୬: ଆମେରିକାର ସଂସଦ ଗୃହ କ୍ୟାପିଟାଲ ହିଲ୍‌ ଦଙ୍ଗା ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅଡୁଆରେ ପଡ଼ିଛନ୍ତି। ଆମେରିକା କଂଗ୍ରେସ କମିଟିର ପ୍ରଥମ ଶୁଣାଣିରେ କ୍ୟାପିଟାଲ ହିଲ୍‌ ଉପରେ ହୋଇଥିବା ଆକ୍ରମଣକୁ ଟ୍ରମ୍ପ୍‌ ସମର୍ଥକଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର…

କହ୍ନେୟାଲାଲଙ୍କ ହତ୍ୟା ଘଟଣାକୁ ନିନ୍ଦା କଲା ମିଳିତ ଜାତିସଂଘ

ନ୍ୟୁୟର୍କ,୩୦।୬: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ବୀଭତ୍ସ ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ। ସମସ୍ତ ଧର୍ମକୁ ସମ୍ମାନ ଦେବା ପାଇଁ ସେ ଆହ୍ବାନ କରିଛନ୍ତି। ଆଣ୍ଟୋନିଓଙ୍କ ପ୍ରବକ୍ତା ଷ୍ଟିଫେନ ଦୁଜାରିକ କହିଛନ୍ତି, ସମଗ୍ର…

ଆଫଗାନିସ୍ତାନ ଭୂକମ୍ପରେ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ. ହେଲେ ଏବେବି ଦୁଆର ମୁହଁରେ ଅପେକ୍ଷା କରିଛି ପୋଷା କୁକୁର

କାବୁଲ,୩୦ ।୬: ଆଫଗାନିସ୍ତାନରେ ଗତ ସପ୍ତାହରେ ଆସିଥିବା ଭୂକମ୍ପରେ ବହୁ କ୍ଷୟକ୍ଷତି ହେବା ସହ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ଭୂକମ୍ପରେ ଭାଙ୍ଗି ଯାଇଥିବା ଏକ ଘର ସାମ୍ନାରେ ଚାତକ ପରି ଚାହିଁ ରହିଥିବା ଏକଧଳା ରଙ୍ଗର…

୧୧୦ ଦେଶରେ କରୋନା ସଂକ୍ରମଣରେ ବୃଦ୍ଧି, ଚେତାବନୀ ଜାରି କଲା ଡବ୍ଲୁଏଚଓ…

ଜେନେଭା, ୩୦।୬ : ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ କରୋନା ଭାଇରସ ମହାମାରୀର ଭାରିଆଣ୍ଟ ବଦଳୁଛି କିନ୍ତୁ ଏହା ଶେଷ ହୋଇନାହିଁ। ପୃଥିବୀର ୧୧୦ଟି ଦେଶରେ କରୋନା ମାମଲା ବୃଦ୍ଧି ପାଉଛି ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଛି। ଡବ୍ଲୁଏଚଓର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri