ଅନ୍ତର୍ଜାତୀୟ

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ!

ଲଣ୍ଡନ,୭ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାଲାଗି ପ୍ରସ୍ତୁତ ହୋଇଗଲେଣି । ସରକାରରୁ ପ୍ରାୟ ୪୦ ମନ୍ତ୍ରୀ ଇସ୍ତଫା ଦେବା ପରେ ଜନସନ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ହେଲେ ସେ ଯେପର୍ଯ୍ୟନ୍ତ ଇସ୍ତଫା…

ବାଲିରେ ଜୟଶଙ୍କର-ଓ୍ବାଙ୍ଗ ଭେଟ…

ବାଲି, ୭।୭ : ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ବାଲିରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ତାଙ୍କ ସହ ଆଲୋଚନା ସମୟରେ ଜୟଶଙ୍କର ସୀମା ସ୍ଥିତି, ଚାଇନାର…

ପୁଟିନ୍‌ ପ୍ରଦର୍ଶନ କଲେ ମହାବିନାଶକ କ୍ଷେପଣାସ୍ତ୍ର ୟାର୍ସ, ଲକ୍ଷ୍ୟଭେଦ କ୍ଷମତା ଆମେରିକା ପର୍ଯ୍ୟନ୍ତ…

ମସ୍କୋ/ଓ୍ବାଶିଂଟନ, ୭।୭ : ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପାପକ୍ଷରେ ଫିନଲାଣ୍ଡ ଏବଂ ସ୍ବିଡେନକୁ ନେଇ ନାଟୋରେ ଚାଲିଥିବା ପ୍ରସଙ୍ଗ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ଆମେରିକା, ୟୁରୋପୀୟ ଦେଶ ସମେତ ପୃଥିବୀର ସମସ୍ତ ଦେଶକୁ ନିଜର…

ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର କରାଯିବ ନାହିଁ। ଏଥିସହ ସେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ…

ଦୋନେସ୍କରେ ରୁଷିଆର ଆକ୍ରମଣକୁ ଦେଖି ୩.୫ ଲକ୍ଷ ଲୋକଙ୍କୁ ଅଞ୍ଚଳ ଛାଡିବାକୁ ଦିଆଯାଇଛି ସୂଚନା

କ୍ୱିଭ,୭ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଦେଇ ଗତି କରୁଛି । ଲୁହାନସ୍କ ଉପରେ କବଜା କରିବା ପରେ ଏବେ ରୁଷିଆ ସେନା ୟୁକ୍ରେନର ଦୋନେସ୍କକୁ କବଜାକୁ ଆଣିବାକୁ ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି । ଏଠାରେ ରୁଷିଆ…

ହଜ ପାଇଁ ବିନା ମାସ୍କରେ ସୌଦି ଅରବ ପହଞ୍ଚୁଛନ୍ତି ମୁସଲମାନ, କରୋନା କଟକଣାରେ ଗତ ମାସରେ ହଟିଥିଲା କିଛି ପ୍ରତିବନ୍ଧକ

ମକ୍କା,୭ ।୭: ହଜ ପାଇଁ ବିଶ୍ୱର ସମସ୍ତ ପ୍ରାନ୍ତରୁ ହଜାର ହଜାର ମୁସଲମାନ ଭକ୍ତ ପବିତ୍ର ସ୍ଥଳ ସୌଦି ଅରବର ମକ୍କାରେ ପହଞ୍ଚୁଛନ୍ତି । କରୋନା ମହାମାରୀ ପରେ ସବୁଠାରୁ ବଡ ହଜ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ହଜ…

ସାଧାରଣ ଜନତାଙ୍କଠାରୁ ୧୫ ବର୍ଷ ଅଧିକ ବଞ୍ଚନ୍ତି ରାଜନେତା, ରିପୋର୍ଟ…

ଓ୍ବାଶିଂଟନ, ୭।୭ : ଦୁନିଆର ରାଜନେତାମାନେ କେବଳ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ରୋଜଗାର କରନ୍ତି ନାହିଁ, ବରଂ ବର୍ତ୍ତମାନ ସେମାନଙ୍କ ଜୀବନ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା ଅଧିକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଆୟୁଷ ଉପରେ ସମ୍ପ୍ରତି ଅନୁସନ୍ଧାନ ଆଧାରରେ…

ବଲୋଚିସ୍ତାନରେ ପ୍ରବଳ ବର୍ଷା, ବନ୍ୟାରେ ୨୫ ଲୋଙ୍କ ମୃତ୍ୟୁ, କ୍ୱେଟାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

କରାଚି,୭ ।୭: ପାକିସ୍ତାନର ବଲୋଚିସ୍ତାନ ଅଞ୍ଚଳରେ ବୁଧବାର ହୋଇଥିବା ମୁସଳଧାରା ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିରେ ଗୋଟିଏ ପରିବାରର ୬ ମହିଳାଙ୍କ ସମେତ ଅତିକମରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାପରେ କ୍ୱେଟା ଜିଲାରେ…

ବଢ଼ିଲା ବୋରିସ୍‌ଙ୍କ ସଙ୍କଟ

ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ ପରିବାର ମନ୍ତ୍ରୀ ଓ୍ବିଲ୍‌ କୁଇନ୍ସ ଏବଂ ପରିବହନ କନିଷ୍ଠ ମନ୍ତ୍ରୀ ଲଉରା ଟ୍ରୋଟ୍‌। କଞ୍ଜରଭେଟିଭ୍‌…

ସଙ୍କଟରେ ବୋରିସ ଜନସନ ସରକାର

ଲଣ୍ଡନ,୬।୭: ବ୍ରିଟେନରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାରରୁ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ୱିଲ କୁଇନ୍ସ ଏବଂ ଲୌରା ଟ୍ରଟ ଇସ୍ତଫା ଦେଇଛନ୍ତି। ଏପର୍ଯ୍ୟନ୍ତ ଚାରିଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ପରେ ବୋରିସ ଜନସନଙ୍କ ଉପରେ…

ଚାଇନାରେ ଲକ୍‌ଡାଉନ, କୋଟିଏରୁ ଅଧିକ ଘରେ ବନ୍ଦୀ…

ବେଜିଂ, ୬।୭ : ଚାଇନାରେ କାରୋନା ମହାମାରୀର ବିଏ.୫.୨ ଭାରିଆଣ୍ଟ ସଂକ୍ରମଣ ବ୍ୟପାିବାରେ ଲାଗିଛି। ଫଳରେ ସୁରକ୍ଷ ାଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଜାରି ହୋଇଛି। ଏହା ଦ୍ୱାରା କୋଟିଏରୁ ଅଧିକ ଲୋକ ଘରେ ବନ୍ଦୀ ରହିବାକୁ ବାଧ୍ୟ ହୋଇଛନ୍ତି। ବୁଧବାର…

୨୧ ବର୍ଷ ପରେ ମିଳିଲା ମୁଲ୍ଲା ଓମାରଙ୍କ ଟୟୋଟା କାର୍‌…

କାବୁଲ, ୬।୭ : ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ୨୧ ବର୍ଷ ପୁରୁଣା କାରକୁ ଖୋଜି ବାହାର କରାଯାଇଛି। ଆମେରିକାର ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମୁଲ୍ଲା ଓମାର ଲାୁଚି ରହିଥିଲେ। କାଙ୍କ କାରକୁ ମାଟି ତଳେ ପୋତି ଦିଆଯାଇଥିଲା। ଆମେରିକାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri