ଅନ୍ତର୍ଜାତୀୟ

ଆମେରିକା ଲ୍ୟାବ୍‌ରୁ ଲିକ୍‌ ହୋଇଥିଲା କରୋନା, ଅର୍ଥଶାସ୍ତ୍ରୀ କଲେ ଦାବି…

ଓ୍ବାଶିଂଟନ, ୬।୭ : ଆମେରିକାର ଅର୍ଥନୀତିଜ୍ଞ ଜେଫରି ସାସ ଦାବି କରିଛନ୍ତି ଯେ ଚାଇନାର ଉହାନ ଲ୍ୟାବ୍‌ ନୁହେଁ ଆମେରିକାର ଏକ ଲ୍ୟାବ୍‌ରୁ କରୋନା ଭୂତାଣୁ ଲିକ୍‌ ହୋଇଛି। ମହାମାରୀର ଉତ୍ପତ୍ତି ବିଷୟରେ ଦୁଇ ବର୍ଷର ଅନୁସନ୍ଧାନର ନେତୃତ୍ୱ ନେଇଥିବା ଜେଫରି…

ଲଗାତାର ଦ୍ୱିତୀୟ ଦିନ ଗୁଳିକାଣ୍ଡରେ ଥରିଲା ଆମେରିକା, ଇଣ୍ଡିଆନାରେ ୩ ମୃତ, ୨୪ ଘଣ୍ଟାରେ ତୃତୀୟ ଗୁଳିକାଣ୍ଡ

ୱାଶିଂଟନ,୬ ।୭: ଆମେରିକାରେ ଲାଗାତାର ଭାବେ ଦ୍ୱିତୀୟ ଦିନରେ ପୁଣି ଏକ ଗୁଳିକାଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଗୁଳିକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଏଥର ଇଣ୍ଡିଆନାର ଗେରି ଷ୍ଟ୍ରିଟରେ ଏକ…

ଋଷି ସୁନକଙ୍କ ଇସ୍ତଫା ପରେ କିଏ ହେଲେ ବ୍ରିଟେନ ଅର୍ଥମନ୍ତ୍ରୀ

ଲଣ୍ଡନ,୬ ।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ମଙ୍ଗଳବାର ବିଳମ୍ବିତ ରାତିରେ ଶିକ୍ଷା ସଚିବ, ନାଦିମ ଜାହାୱିଙ୍କୁ ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ ବାଛିଛନ୍ତି । ଏହା ପୂର୍ବରୁ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।…

ଇସ୍ତଫା ଦେଲେ ଋଷି ସୁନକ

ଲଣ୍ଡନ, ୬ା୭: ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ତଥା ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ମଙ୍ଗଳବାର ବୋରିସ୍‌ ଜନ୍‌ସନ୍‌ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଋଷିଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ ମଧ୍ୟ ପଦ ଛାଡ଼ିଛନ୍ତି। ଫଳରେ ଲକ୍‌ଡାଉନ ପାର୍ଟି ପାଇଁ…

ପ୍ଲାଷ୍ଟିକ୍‌କୁ ନଷ୍ଟ କରିପାରିବ ଅତିବାଇଗଣି ରଶ୍ମି

ଲଣ୍ଡନ, ୬ା୭: ପରିବେଶ ସୁରକ୍ଷା ପ୍ରତି ବଡ଼ ବିପଦ ହୋଇ ଉଭା ହୋଇଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ଏବଂ ଏହାର ବିକଳ୍ପ ଚିନ୍ତା କରାଯାଉଥିବାବେଳେ ବ୍ରିଟେନ ଗବେଷକ ଏ ଦିଗରେ ଏକ ରାସ୍ତା ଖୋଜିପାଇଛନ୍ତି। ଅତିବାଇଗଣି ରଶ୍ମି ବା ଅଲ୍‌ଟ୍ରା ଭାୟୋଲେଟ୍‌(ୟୁଭି)…

ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ୩ ଶିଶୁଙ୍କ ସମେତ ୬ ମୃତ

ଇସଲାମାବାଦ,୬ ।୭: ଦକ୍ଷିଣ-ପଶ୍ଚିମ ପାକିସ୍ତାନ ସମେତ ଦେଶର ଅଧିକାଂଶ ଭାଗରେ ଲଗାଣ ବର୍ଷା ଫଳରେ ୩ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘର ଛାତ ଭୁଷୁଡି ଯିବାରୁ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ…

ଆମେରିକାରେ ଗଡ଼ିଲା ରଥ

ଓ୍ବାଶିଂଟନ୍‌,୫।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଶ ବିଦେଶରେ ବି ପାଳିତ ହୋଇଛି। ଏହିକ୍ରମରେ ଆମେରିକାର ଫ୍ଲୋରିଡା ରାଜ୍ୟ ମଧ୍ୟ ବାଦ୍‌ ପଡ଼ିନାହିଁ। ଫ୍ଲୋରିଡାର ଟାମ୍ପା ସହରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ସନାତନ ହିନ୍ଦୁ ମନ୍ଦିରରେ ଜୁଲାଇ ୨ତାରିଖରେ ରଥଯାତ୍ରା ମହାସମାରୋହ ବହୁ…

ଛିଦ୍ର ଥିବା ସତ୍ତ୍ୱେ ୧୪ ଘଣ୍ଟା ଧରି ଉଡ଼ିଲା ଏମିରେଟ୍ସ ବିମାନ

ବ୍ରିସ୍‌ବେନ,୫।୭: ଅଷ୍ଟ୍ରେଲିଆର ବ୍ରିସ୍‌ବେନ ବିମାନବନ୍ଦରରେ ଛିଦ୍ର ଥିବା ଏକ ଏମିରେଟ୍ସ ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି। ହେଲେ ବିମାନର ବାମ ପାର୍ଶ୍ୱରେ ଥିବା ଡେଣା ନିକଟରେ ଏକ ବଡ଼ ଛିଦ୍ର ଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଜୁଲାଇ ୧…

ଶିକାଗୋ ପରେଡ୍‌ରେ ଗୁଳିକାଣ୍ଡ: ଶୁଟରଙ୍କୁ ଗିରଫ କଲା ପୋଲିସ

ଓ୍ବାଶିଂଟନ,୫।୭: ଆମେରିକା ସ୍ବାଧୀନତା ଦିବସ ଅବସରରେ ଶିକାଗୋର ହାଇଲାଣ୍ଡ ପାର୍କରେ ଚାଲିଥିବା ପରେଡ୍‌ରେ ଗୁଳିକାଣ୍ଡ ଘଟାଇଥିବା ଶୁଟରଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ୨୨ବର୍ଷୀୟ ରୋବୋର୍ଟ କ୍ରିମୋ। ପୋଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି।…

ଇଟାଲୀରେ ହିମସ୍ଖଳନ: ୬ ମୃତ

ରୋମ୍‌,୫।୭: ଇଟାଲୀ ଆଲପ୍ସ ପର୍ବତ କ୍ଷେତ୍ରର ମାରମୋଲାଡା ପାର୍ବତ୍ୟାଞ୍ଚଳରେ ରବିବାର ହିମସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ୮ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବେଲୁନୋ, ଟ୍ରେଭିସୋ, ଟ୍ରେଣ୍ଟୋ ଏବଂ ବୋଲଜାନୋର ଡାକ୍ତରଖାନରେ…

କନ୍ୟାଙ୍କୁ ସେନା ହେଲିକପ୍ଟରରେ ଘରକୁ ନେଇ ଆସିଲେ ତାଲିବାନ କମାଣ୍ଡର, ବିବାହ ପାଇଁ ଶ୍ୱଶୁରଙ୍କୁ ଦେଲେ ୧୨ ଲକ୍ଷ

କାବୁଲ,୫ ।୭: ତାଲିବାନ କମାଣ୍ଡର ତାଙ୍କ ନବବିବାହିତ ପତ୍ନୀଙ୍କୁ ଘରକୁ ଆଣିବାକୁ ସେନା ହେଲିକପ୍ଟରର ବ୍ୟବହାର କରିଥିବା ଜଣାପଡିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କନ୍ୟାଙ୍କୁ ପୂର୍ବ ଆଫଗାନିସ୍ତାନର ଲୋଗାରରୁ ଖୋସ୍ତ ଅଞ୍ଚଳକୁ ସେନା ହେଲିକପ୍ଟରରେ ନିଆଯାଇଥିଲା । ନ୍ୟୁଜ ଏଜେନ୍ସି…

ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ

ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର ଉତ୍ସବ ପରେଡ ଶୋକରେ ପରିଣତ ହୋଇଥିଲା। ପୋଲିସ ସମଗ୍ର ଅଞ୍ଚଳକୁ କର୍ଡନ କରିଛି। ଆକ୍ରମଣକାରୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri