ଅନ୍ତର୍ଜାତୀୟ

ଲୁହାନସ୍କରେ ପୁଟିନଙ୍କ ବିଜୟ ଘୋଷଣା

କିଭ୍‌/ମସ୍କୋ,୪ା୭: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସୋମବାର ୧୦୦ଦିନ ପୂରିଛି। ଇତିମଧ୍ୟରେ ପୂର୍ବ ୟୁକ୍ରେନ୍‌ ପ୍ରମୁଖ ଶିଳ୍ପାଞ୍ଚଳ ଲୁହାନସ୍କକୁ ରୁଷିଆ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସୋମବାର ଏକ ଗଣାମାଧ୍ୟମରେ ଏହି ଅଞ୍ଚଳ ଉପରେ ବିଜୟ…

୮୯ ୟୁକ୍ରେନ୍‌ ଆଥଲେଟ୍‌ଙ୍କୁ ହତ୍ୟା କରିଛି ରୁଷିଆ, ୧୩ ଜଣଙ୍କୁ ରଖିଛି ବନ୍ଧକ…

କ୍ୱିଭ୍‌, ୪।୭ : ରୁଷିଆ ୟୁକ୍ରେନ୍‌ର ୮୯ ଆଥଲେଟ୍‌ କୋଚ୍‌ ଏବଂ ଖେଳାଳିଙ୍କୁ ହତ୍ୟା କରିଛି। ସେହିପରି ୧୩ ଆଥଲେଟ୍‌ଙ୍କୁ ଏବେ ବନ୍ଧକ ରଖାଯାଇଛି। ଏନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲ୍ଡମିର ଜେଲେନସ୍କି ସୂଚନା ପ୍ରଦାନ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଅଧ୍ୟକ୍ଷ…

ଶ୍ରୀଲଙ୍କାରେ ତୈଳ ସଙ୍କଟ, ପୁଣି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ…

କଲମ୍ବୋ, ୪।୭ : ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦେଶରେ ତେଲ କିଣିବା ପାଇଁ ଟଙ୍କା ନାହିଁ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ବହୁତ ଅଭାବ ଦେଖାଦେଇଛି। ଦୁଇ…

ରୁଷିଆର ଦାବିକୁ ଖଣ୍ଡନ କରୁଛନ୍ତି ଜେଲେନସ୍କି

କ୍ୱିଭ,୪ ।୭: ଦୀର୍ଘ ପ୍ରାୟ ୫ ମାସ ହେବ ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେବି ଉତ୍ତେଜନା ପରିସ୍ଥିତି ଭିତର ଗତି କରୁଛି । ୟୁକ୍ରେନକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ରୁଷିଆ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ୟୁକ୍ରେନ୍ କିନ୍ତୁ ମୁଣ୍ଡ…

ଆଲପାଇନର ବିଶାଳ ହିମଖଣ୍ଡ ଭାଙ୍ଗିଲା, ବରଫ ତଳେ ଦବି ୫ ମୃତ…

ରୋମ୍‌, ୪।୭ : ଇଟାଲୀର ଆଲପାଇନ ପର୍ବତମାଳାରେ ଏକ ବିଶାଳ ହିମଖଣ୍ଡ ଭାଙ୍ଗିଯାଇଛି। ଏହି ଘଟଣା ରବିବାର ଅପରାହ୍ନରେ ଘଟିଛି। ଏଥିରେ ବରଫ ତଳେ ଦବି ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ…

ଶପିଂ ମଲ୍‌ରେ ଗୁଳିକାଣ୍ଡ, ୩ ମୃତ…

କୋପେନହେଗେନ୍‌, ୪।୭ : ଡେନମାର୍କର କୋପେନହେଗେନ୍‌ସ୍ଥିତ ଏକ ଶପିଂ ମଲ୍‌ରେ ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଡେନମାର୍କ ପୋଲିସ କହିଛି ଯେ ଏହି ମାମଲାରେ ଜଣେ ୨୨ ବର୍ଷୀୟ ଡେନମାର୍କ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି…

ଏଲନ ମସ୍କଙ୍କ ବେଳା ଖରାପ

ଓ୍ବାଶିଂଟନ୍‌, ୪ା୭: କୋଭିଡ୍‌-୧୯ ମହାମାରୀ ନ ଯାଉଣୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଥିବାବେଳେ ଏହାର ଦୁଷ୍ପରିଣାମରୁ ବାଦ୍‌ ପଡ଼ିନାହାନ୍ତି ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। କିଛି ମାସ ତଳେ ସୋସିଆଲ ମିଡିଆ ପ୍ଲାଟଫର୍ମ…

ଜୁଲିଆନ୍‌ ଆସେଞ୍ଜଙ୍କୁ ମୁକ୍ତ କର

ମେଲବୋର୍ନ, ୪!୭: ଅଷ୍ଟ୍ରେଲିଆ ଜନ୍ମିତ ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜ ରବିବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଲଣ୍ଡନରେ ଆସେଞ୍ଜଙ୍କ ଜନ୍ମଦିନ ପାଳନ ବେଳେ ସମର୍ଥକମାନେ ଏକ ବସ୍‌ରେ ବିକ୍ଷୋଭ କରି ତାଙ୍କ ମୁକ୍ତି ଦାବି କରିଛନ୍ତି। ବ୍ରିଟେନ୍‌…

୨୦୦ ଫୁଟ୍‌ ତଳକୁ ଖସିଲା ବସ୍‌: ୧୯ ଯାତ୍ରୀ ମୃତ

ଇସ୍‌ଲାମାବାଦ୍‌, ୩।୭: ପାକିସ୍ତାନର ବେଲୁଚିସ୍ତାନର ଶିରାନୀ ଜିଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାହାଡିଆ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଭାରସମ୍ୟା ହରାଇ ୨୦୦ ଫୁଟ୍‌ ତଳକୁ ଖସି ପଡିଛି। ଦୁର୍ଘଟଣାରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ୍‌

କ୍ୱିଭ୍‌,୩ା୭: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି ରୁଷିଆ। ୟୁକ୍ରେନର ୟାସିନୋଭାତାୟାରେ ରୁଷିଆ ପୁଣି ଏୟାର ଷ୍ଟ୍ରାଇକ୍‌ କରିଛ। ରୁଷିଆ ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ…

ସଂସଦରେ ନିଆଁ ଲଗାଇଲେ ଭୋକିଲା ଲୋକେ, ରୁଟି-ବିଦ୍ୟୁତ୍‌ ଦାବି…

ତ୍ରିପୋଲି, ୩।୭ : ଲିବିୟାରେ ରୁଟି-ବିଦ୍ୟୁତ୍‌ ଦାବି କରି ଭୋକିଲା ଲୋକେ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ ସଂସଦର ମୁଖ୍ୟାଳୟରେ ବିରୋଧକାରୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି। ଅତୀତରେ ବିଭିନ୍ନ ସହରରେ ରାଜନୈତିକ ବର୍ଗ ଏବଂ ଖରାପ…

ଥରିଲା ମ୍ୟାନମାର୍‌

ମ୍ୟାନମାର୍‌,୩ା୭: ମ୍ୟାନମାର୍‌ରେ ରବିବାର ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା ବୋଲି ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୫୬ରେ ୟଓ୍ବାଙ୍ଗନରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri