Advertisement

ଫିଲାଡେଲଫିଆରେ ଗୁଳିକାଣ୍ଡ: ୧୦ ଗୁରୁତର ଆହତ…

ମୋଲବୋର୍ନ,୬।୧୧ : ଆମେରିକାର ଫିଲାଡେଲଫିଆ ସହରର କେନ୍ସିଙ୍ଗଟନ ଏବଂ ଆଲେଗେନି ଅଞ୍ଚଳରେ ଶନିବାର ରାତିରେ କିଛି ଅଜଣା ଲୋକ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣାର ତଦନ୍ତ ଜାରି ରହିବା ସହିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକୀୟ ଉଚ୍ଚ ଅଧିକାରୀ

ଓ୍ବାଶିଂଟନ,୨୦ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଅର୍ଥ ବିଭାଗର ଉଚ୍ଚ ଅଧିକାରୀ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା...

ଇରାକ୍‌ର ବୋମାମାଡ଼: ୨ ଆଇଏସ୍‌ ଆତଙ୍କବାଦୀ ନିହତ

ବାଗଦାଦ୍‌,୧୭।୮: ଇରାକ୍‌ର ବୋମାମାଡ଼ରେ ୨ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ପୂର୍ବ ଦିୟାଲ ପ୍ରଦେଶରେ ହୋଇଥିବା ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ଏହି ସଫଳତା ମିଳିଥିବା କୁହାଯାଉଛି।...

ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ

ଓ୍ବାଶିଂଟନ, ୨୩।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆମେରିକାର ଏକ କମ୍ପାନୀ ଗାଈ ଆଣ୍ଟିବଡ଼ିରୁ କରୋନା ଔଷଧ ପ୍ରସ୍ତୁତ...

କରୋନା ଭାଇରସ: ତଥ୍ୟ ଲୁଚାଇଲେ ଦେବାକୁ ପଡିବ ଏକ କୋଟି ଟଙ୍କା ଜରିମାନା!

ଦୁବାଇ,୧୦।୩: କରୋନା ଭାଇରସ ସମ୍ପର୍କିତ କୌଣସି ତଥ୍ୟ ଲୁଚାଇଲେ ଜରିମାନା ଦେବାକୁ ପଡିବ ବୋଲି ସୌଦି ଆରବ ସରକାର ଘୋଷଣା କରିଛନ୍ତି। ସୋମବାର ସରକାରଙ୍କ ଦ୍ୱାରା...

ଭାଲେଣ୍ଟାଇନ୍ସ ଦିବସରେ କଡ଼ା କଟକଣା, ପ୍ରେମୀଯୁଗଳ ପିନ୍ଧନ୍ତୁ ମାସ୍କ୍‌, ଘୋଷଣା କଲେ ସରକାର…

ବ୍ୟାଙ୍କକ, ୧୩।୨ : କରୋନା ମହାମାରୀ ସଙ୍କଟ ସମୟରେ ପାଳନ କରାଯାଉଥିବା ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି।...

ଚଳିତ ବର୍ଷ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା: ଲାଟିନ୍‌ ଆମେରିକାରେ ସର୍ବାଧିକ ୧୪

ପ୍ୟାରିସ୍‌, ୧୮।୧୨: ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶରେ ମୋଟ ୪୯ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ...

ସୀମାରେ ରକ୍ତାକ୍ତ ସଂଘର୍ଷ

ବାକୁ/ୟୋରଭାନ୍‌, ୧୪ା୯: ପ୍ରାୟ ୨ ବର୍ଷର ବ୍ୟବଧାନରେ ପୁଣି ଅଶାନ୍ତ ହୋଇପଡ଼ିଛି ଆର୍ମେନିଆ ଓ ଆଜରବୈଜାନ ସୀମା। ନାଗୋର୍ନୋ-କାରାବାଖ୍‌ ବିବାଦୀୟ ଅଞ୍ଚଳକୁ ନେଇ ମୁହାଁମୁହିଁ ହୋଇଛନ୍ତି...

ଆଉ ଭାରତକୁ ଆସିବେ ନାହିଁ ଆମେରିକୀୟ

ଓ୍ବାଶିଂଟନ,୨୩।୪: କରୋନାର ଉଗ୍ରରୂପ ଦେଖାଦେଇଥିବା ଭାରତକୁ ନ ଯିବା ପାଇଁ ଆମେରିକୀୟ ନାଗରୀକଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। କେବଳ ଭାରତ ନୁହେଁ ପାକିସ୍ତାନ,...

Advertisement
Archives

Model This Week