Advertisement

ଲାଇଭ ଶୋ’ ସମୟରେ ରିପୋର୍ଟରଙ୍କ ଇୟରପିସ୍ ନେଇଗଲା ଶୁଆ: ଭିଡିଓ ଭାଇରାଲ

ୱାଶିଂଟନ,୬ ।୧୧: ଆମେରିକାର ରାଜଧାନୀ ୱାଶିଂଟନରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଶୁଆ ଲାଇଭ୍ ରିପୋର୍ଟିଂ କରୁଥିବା ଜଣେ ରିପୋର୍ଟରଙ୍କ ଇୟର ଫୋନ ନେଇଯାଇଛି । ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଦର୍ଶକେ ଏହି ଭିଡିଓକୁ ଖୁବ୍ ପସନ୍ଦ ବି କରୁଛନ୍ତି । ଆପଣ ବି ଏହାକୁ ଦେଖିଲେ ନ ହସି ରହିପାରିବେନି । ଏହି ଭଡିଓକୁ ଜାୟନେ ହାଲ ହେଡ ନାମକ ଜଣେ ମହିଳା ପୋଷ୍ଟ କରିଛନ୍ତି । ଭାଇରାଲ ଭିଡିଓକୁ ହଜାର ଥର ଦେଖା ସରିଲାଣି ।
ସୂଚନା ଅନୁଯାୟୀ, ଖବରଦାତା, ନିକୋଲସ କ୍ରମ ଏକ ଚୋରୀ ଘଟଣାକୁ ନେଇ ଲାଇଭ୍ ରିପୋର୍ଟିଂ କରୁଥିଲେ । ଏହି ସମୟରେ ତାଙ୍କ ବାମ ପଟରୁ ଗୋଟିଏ ଶୁଆ ଉଡି ଆସି ତାଙ୍କ କାନ୍ଧରେ ବସି ଯାଇଥିଲା । ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଶୁଆଟି ତାଙ୍କ କାନ୍ଧରେ ବସି ରହିଲା । ପ୍ରଥମେ ଶୁଆକୁ ଦେଖି ଖବରଦାତା ହଡବଡେଇ ଯାଇଥିଲେ ହେଲେ ସେ ରିପୋର୍ଟିଂ କରିଚାଲିଥିବା ବେଳେ ଶୁଆଟି ତାଙ୍କ ବାମ ପଟର ଇୟର ପିସକୁ ନେଇ ଖୁବ୍ ଜୋରରେ ଉଡି ଯାଇଥିଲା । ଏହା ଜାଣି ରପୋର୍ଟର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଚାଳକଙ୍କ ସହ ରେସ୍‌ ଲଗାଇଲା ଓଟପକ୍ଷୀ, ଭିଡିଓ ଦେଖିଲେ…

ଓଟପକ୍ଷୀ ବିଷୟରେ ଆପଣ ନିଶ୍ଚିତ ଅନେକ କଥା ଶୁଣିଥିବେ। ଏହି ଯେମିତି ଏହା ଦୁନିଆର ସବୁଠୁ ବଡ଼ ପକ୍ଷୀ, ଏହା ଦୌଡ଼ିପାର। ଦ୍ରୁତ ଗତିରେ ଚାଲିପାରେ...

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ...

କରୋନା ଟିକା ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ,୨୦।୧୨-ଶନିବାର କରୋନା ଟିକା ନେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦେଶର ପ୍ରଥମ ନାଗରିକ ଭାବେ ସେ ଏହି ଟିକା ଗ୍ରହଣ କରିଛନ୍ତି। ଏକ ଟିଭି...

ୟୁକ୍ରେନ ସୀମାରେ ବେଲାରୁଷ ସୈନ୍ୟ

କିଭ୍‌,୧୧ା୧୦: ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ସୋମବାର ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ସୀମା ନିକଟରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଭ୍‌...

ଖ୍ରୀଷ୍ଟମାସରେ ପିନ୍ଧାଯାଏ ଏହି ରଙ୍ଗର ପୋଷାକ, ଜାଣନ୍ତୁ ପଛରେ କ’ଣ ରହିଛି କାରଣ

ଆଜି ଖ୍ରୀଷ୍ଟମାସ ହୋଇଥିବା ବେଳେ ମହାମାରୀ କରୋନା ପାଇଁ ଏହା ସମ୍ପୂର୍ଣ୍ଣ ଫିକା ପଡ଼ିଛି । ଆପଣ ଦେଖିଥିବେ ଏହି ଦିନରେ ଅନେକ ଲୋକ ନାଲି...

ହଲିଉଡ୍‌ ହିରୋଙ୍କଠାରୁ ବି କମ୍‌ ଦିଶୁ ନ ଥିଲେ ରତନ ଟାଟା, ଫଟୋ ଭାଇରାଲ

ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍‌ ରତନ୍‌ ଟାଟା ୮୨ ବର୍ଷ ବୟସରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଯୁବାବସ୍ଥାର ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ...

ପାର୍ଲାମେଣ୍ଟରେ ପର୍ନ ଫିଲ୍ମ ଦେଖି ଅଡୁଆରେ ଏମ୍‌ପି

ଲଣ୍ଡନ,୨୮।୪: ବ୍ରିଟେନ ପାର୍ଲାମେଣ୍ଟରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ କଞ୍ଜରଭେଟିଭ୍‌ ପାର୍ଟିର ଜଣେ ଏମ୍‌ପି ପାର୍ଲାମେଣ୍ଟ ଭିତରେ ଫୋନରେ ପର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ...

କୋମାରେ କିମ୍‌!

ପ୍ୟୋଙ୍ଗୟାଙ୍ଗ,୨୪।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ କୋମାରେ ଥିବା ଚର୍ଚ୍ଚା ହେଉଛି। ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ କିମ ଦା...

Advertisement
Archives

Model This Week