ଅନ୍ତର୍ଜାତୀୟ

ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁଥିବା ୟୁକ୍ରେନ୍‌ ସମେତ ବାହାର...

ମୃତଦେହ ଖୋଳି ତନାଘନା

କିଭ୍‌, ୧୪ା୪: ବୁଚା ଗଣହତ୍ୟା ପରେ ରୁଷୀୟ ସୈନ୍ୟଙ୍କ ନରଂସହାରର ପ୍ରମାଣ ପାଇଁ ତଦନ୍ତକାରୀ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଶୁକ୍ରବାରଠାରୁ କିଭ୍‌ର ଫରେନ୍ସିକ୍‌ ଟିମ୍‌ ବୁଚାରେ ପୋତାଯାଇଥିବା ମୃତଦେହ ଖୋଳି ତନାଘନା କରୁଛନ୍ତି। ଏହାସହ ବାହାର ଦେଶର...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ: ୟୁକ୍ରେନକୁ ୮୦୦ ମିଲିୟନ ଡଲାର ସେନା ସହାୟତା ଯୋଗାଇ ଦେବ ଆମେରିକା

ୱାଶିଂଟନ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହେଲାଣି । ଯୁଦ୍ଧ ଆରମ୍ଭ ଦିନରୁ ଆମେରିକା ୟୁକ୍ରେନକୁ ସାହାଯ୍ୟ କରି ଆସୁଛି । ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ୟୁକ୍ରେନକୁ ହେଲିକପ୍ଟର ଓ ସେନା ସାଜ ସରଞ୍ଜାମ...

ଗୋଟାବାୟାଙ୍କ ବିରୋଧରେ ଆସିବ ମହାଭିଯୋଗ

କଲମ୍ବୋ, ୧୪ା୪: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଜାରି ଥିବାବେଳେ ତାଙ୍କ ବିରୋଧରେ ମହାଭିଯୋଗ ଓ ଅନାସ୍ଥା ପ୍ରସ୍ତାବ ଆଣିବା ନିମନ୍ତେ...

ନାବାଳକଙ୍କର ୭୦ ସେମି ଲାଞ୍ଜ

କାଠମାଣ୍ଡୁ,୧୪।୪ : ନେପାଳର ଜଣେ ୧୬ ବର୍ଷୀୟ ବାଳକଙ୍କର ୭୦ ସେଣ୍ଟିମିଟର ଲମ୍ବର ଲାଞ୍ଜ ଦେଖିବାକୁ ମିଳିଛି। ଦେଶାନ୍ତ ଅଧିକାରୀ ନାମକ ଉକ୍ତ ନାବାଳକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚିକିତ୍ସା...

ୟୁକ୍ରେନକୁ ୯୦ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଛୁ: ଏସ୍‌ ଜୟଶଙ୍କର

ଓ୍ବାଶିଂଟନ,୧୩ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର କହିଛନ୍ତି, ମାନବିକତା ପରିସ୍ଥିତିରେ (ୟୁକ୍ରେନ) ବିଭିନ୍ନ ଦେଶ କ’ଣ କରୁଛନ୍ତି ସେ ବିଷୟରେ ଆମେ ଆଲୋଚନା କରିଛୁ। ମାର୍ଚ୍ଚରେ ଆମେ ୯୦ ଟନ୍‌ ରିଲିଫ ସାମଗ୍ରୀ ଦେଇଥିଲୁ, କିନ୍ତୁ ବର୍ତ୍ତମାନ...

ଚାଇନାରେ ଜାରି ହେବ କଡ଼ା ନିୟମ

ବେଜିଂ,୧୩ା୪: ବର୍ତ୍ତମାନ ଚାଇନାରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ରମରେ ବୁଧବାର ଦେଶର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଛନ୍ତି, ଦେଶରେ ନିଆଯାଇଥିବା ପ୍ରତିରୋଧ ଏବଂ ସତର୍କତାମୂଳକ ପଦକ୍ଷେପକୁ ଛାଡ଼ିବା ଉଚିତ ନୁହେଁ। ଚାଇନାର ବାଣିଜି୍ୟକ...

ୟୁକ୍ରେନ ଉପରେ ଫସ୍‌ଫରସ୍‌ ବୋମା ଫିଙ୍ଗୁଛି ରୁଷିଆ: ଜେଲେନସ୍କି

କ୍ୱିଭ୍‌,୧୩ା୪: ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ ଏବେ ବି ଜାରି ରଖିଛି। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବୁଧବାର ଇଷ୍ଟୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ସାଧାରଣ ନାଗରିକଙ୍କ ବିରୋଧରେ ରୁଷିଆ ଆତଙ୍କବାଦୀ କୌଶଳ ଆପଣାଇଥିବା ଜେଲେନସ୍କି...

ପୁଟିନ୍‌ଙ୍କ ହାତରେ ପୁଣି ନ୍ୟୁକ୍ଲିୟର ବ୍ରିଫ୍‌କେସ୍‌, ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ନେଇ ଚର୍ଚ୍ଚା !…

ମସ୍କୋ, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୮ ଦିନ ବିତିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ରୁଷିଆର ସେନା ପଛଘୁଞ୍ଚା ଦେଇ ନାହାନ୍ତି କିମ୍ବା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌କୁ ଦଖଲ କରିବାରେ ସକ୍ଷମ ହୋଇ...

ପ୍ରଧାନମନ୍ତ୍ରୀଙ୍କୁ ‘ଅନ୍ତର୍ଜାତୀୟ ଭିକାରୀ’ କହିଲେ ଏମ୍‌ପି

ଇସଲାମାବାଦ୍‌,୧୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଶେଷ ହୋଇଛି। ଅନାସ୍ଥା ଭୋଟରେ ପରାଜୟ ପରେ ଇମ୍ରାନ ଖାନ ସରକାର ଗାଦିଚ୍ୟୁତ ହୋଇଛି। ଶେହଓ୍ବାଜ୍‌ ଶରିଫ ବର୍ତ୍ତମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ଶେହଓ୍ବାଜ୍‌...

ପୁଟିନ୍‌ଙ୍କ ନିକଟତମ ଭିକ୍ଟରଙ୍କୁ ଗିରଫ, ବଦଳରେ ୟୁକ୍ରେନ୍‌ ନାଗରିକଙ୍କ ମୁକ୍ତି ଦାବି କଲେ ଜେଲେନସ୍କି…

କ୍ୱିଭ୍‌, ୧୩।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନିକଟତମ କୁହାଯାଉଥିବା ଭିକ୍ଟର ମେଦଓ୍ବେଦଚୁକ୍‌ଙ୍କୁ ୟୁକ୍ରେନ୍‌ ସୈନ୍ୟ ଗିରଫ କରିଛନ୍ତି। ରାଷ୍ଟ୍ରପତି ଭୋଲଡାମିଅର ଜେଲେନସ୍କି ଭିକ୍ଟରଙ୍କ ବଦଳରେ ଅଟକଥିବା ୟୁକ୍ରେନ୍‌ ନାଗରିକଙ୍କ ମୁକ୍ତି ଦାବି କରିଛନ୍ତି। ଭିକ୍ଟରଙ୍କର ଏକ ଫଟୋ...

ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ମସ୍କୋ/କ୍ୱିଭ୍‌, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୮ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ସେହିପରି ରୁଷିଆ ପୂର୍ବ ୟୁକ୍ରେନ୍‌ ଦଖଲ କରିବା ଲାଗି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri