ଏମିତି ପ୍ରଶ୍ନ ଶୁଣି ରାଗିଗଲେ ଟ୍ରମ୍ପ୍
ଓ୍ବାଶିଂଟନ,୨୧ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପିୟର୍ସ ମୋର୍ଗାନଙ୍କ ସହ ଚାଲିଥିବା ସାକ୍ଷାତକାରରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି। କାରଣ ଗତ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପ୍ରଶ୍ନ ଶୁଣି ରାଗି ପାଚି ନିଆଁ ହୋଇଯାଇଥିଲେ ଟ୍ରମ୍ପ୍। ଏହି...
ଶ୍ରୀଲଙ୍କାକୁ ସହଯୋଗ କରିବ ଚାଇନା
ବେଜିଂ,୨୧ା୪: ଅର୍ଥନୈତିକ ସଙ୍କଟ ସମୟରେ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଚାଇନା। ବିଳମ୍ବରେ ହେଉ ପଛେ ଶେଷରେ ଚାଇନା ରାଜି ହୋଇଛି। କଲମ୍ବୋକୁ ଏହା ଜରୁରିକାଳୀନ ମାନବିକ ସହାୟତା ପ୍ରଦାନ କରିବ ବୋଲି ଚାଇନା କହିଛି। ତେବେ...
ମସଜିଦ୍ରେ ବିସ୍ଫୋରଣ: ୧୮ ମୃତ
କାବୁଲ,୨୧।୪: ଆଫଗାନିସ୍ତାନର ଏକ ମସଜିଦ୍ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ହୋଇଛି। ମଜାର-ଇ-ସରିଫ ମସଜିଦରେ ୪ଟି ବିସ୍ଫୋରଣ ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ କାବୁଲ, ନଙ୍ଗରହାର ଏବଂ କୁନ୍ଦୁଜରେ ମଧ୍ୟ ବିସ୍ଫୋରଣ ଘଟିଛି। ଏଥିରେ ଅନେକ...
ମାରିଉପୋଲକୁ ନିଜ କବ୍ଜାକୁ ନେଲା ରୁଷିଆ
କ୍ୱିଭ,୨୧।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ନିଜ କବ୍ଜାକୁ ନେଉଛି ରୁଷିଆ। ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନର ବନ୍ଦର ସହର ମାରିଉପୋଲକୁ ରୁଷିଆ ନିଜ...
୩୧ ୟୁରୋପୀୟ କୂଟନୀତିଜ୍ଞ ରୁଷିଆରୁ ହେବେ ବହିଷ୍କୃତ, ଆମେରିକା ୬୩୫ ରୁଷୀୟ-୩ ଅଧିକାରୀଙ୍କ ବିରୋଧରେ ଲାଗୁ କରିବ ଭିଜା କଟକଣା…
ମସ୍କୋ/କ୍ୱିଭ୍, ୨୧।୪ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଜାରି ରହିଛି। ରୁଷିଆ ପୂର୍ବ ୟୁକ୍ରେନର ଶିଳ୍ପାଞ୍ଚଳର କୋଇଲା ଖଣି ଏବଂ କାରଖାନାକୁ ଦଖଲ କରିବା ପାଇଁ ଆକ୍ରମଣକୁ ତ୍ୱରାନୱିତ କରିଛି। ଏହା ସହିତ ୟୁକ୍ରେନକୁ ଦୁଇ ଭାଗରେ...
ଧମକ ଦେବା ପୂର୍ବରୁ ପ୍ରଥମେ ପରିଣାମ ଚିନ୍ତାକର, ପୁଟିନ୍ଙ୍କ ଚେତାବନୀ…
ମସ୍କୋ, ୨୧।୪ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଆର୍ଏସ୍-୨୮ ସରମାଟ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଆଣବିକ ୱାରହେଡ ସହିତ ଆକ୍ରମଣ କରିବାରେ ସକ୍ଷମ। ଏହାର ଲକ୍ଷ୍ୟଭେଦ କ୍ଷମତା ୧୮୦୦୦ କିଲୋମିଟରରୁ...
ତୋପ-ଡ୍ରୋନ୍ର ଭିଡ଼ିଓ ପ୍ରସ୍ତୁତ କରି ଡରାଉଛି ଚାଇନା…
ବେଜିଂ, ୨୧।୪ : ଚାଇନା ଏବେ ଅର୍ନ୍ତଜାତୀୟସ୍ତରରେ ଅନ୍ୟ ଦେଶଙ୍କ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଇ ଡରାଇବାର ପ୍ରୟାସ କରୁଛି। ଏହା ଅନ୍ତର୍ଗତ ଭାଇନା ତୋପ ଏବଂ ଡ୍ରୋନ୍ର ଭିଡ଼ିଓ ପ୍ରସ୍ତୁତ କରି ଏହା ସୋସିଆଲ ମିଡ଼ିଆରେ ଅପଲୋଡ୍...
ଚାଇନା-ସୋଲୋମନ ଦ୍ୱୀପପୁଞ୍ଜ ସୁରକ୍ଷା ଚୁକ୍ତି, ଆମେରିକା ସମେତ ୪ ଦେଶର ବଢ଼ିଲା ଚିନ୍ତା…
ବେଜିଂ, ୨୧।୪ : ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ଏବଂ ନ୍ୟୁଜିଲାଣ୍ଡ ଚାଇନା ଏବଂ ସୋଲୋମନ ଦ୍ୱୀପପୁଞ୍ଜ ମଧ୍ୟରେ ପ୍ରସ୍ତାବିତ ସୁରକ୍ଷା ଚୁକ୍ତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ ସ୍ବତନ୍ତ୍ର ଇଣ୍ଡୋ-ପାସିଫିକ ଅଞ୍ଚଳ ପାଇଁ ଏହା ଏକ ଗମ୍ଭୀର...
କିଭ୍ରେ ଇୟୁ ପରିଷଦ ମୁଖ୍ୟ
କିଭ୍, ୨୧ା୪: ରୁଷିଆ ସହ ଲଢ଼େଇ ଜାରି ରଖିଥିବା ୟୁକ୍ରେନ୍ ପ୍ରତି ସମର୍ଥନ ଜଣାଇବା ପାଇଁ ୟୁରୋପୀୟ ସଂଘ(ଇୟୁ) ପରିଷଦ ମୁଖ୍ୟ ଚାର୍ଲସ ମାଇକେଲ ବୁଧବାର ଅଚାନକ କିଭ୍ ଗସ୍ତ କରିଛନ୍ତି। ଏ ବାବଦରେ ଚାର୍ଲସ ଏକ ଟୁଇଟ୍ ଯୋଗେ...
ଆମେରିକାକୁ ପ୍ରତ୍ୟର୍ପିତ ହେବେ ଆସେଞ୍ଜ
ଲଣ୍ଡନ, ୨୧ା୪: ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ୍ର ଏକ କୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମାମଲାକୁ ବ୍ରିଟେନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ପ୍ରୀତି ପଟେଲ୍ଙ୍କ ନିକଟକୁ ପଠାଯିବ। ଜୁଲିଆନ୍ଙ୍କ...
ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ଦେଲେ ଗୋଟାବାୟା
କଲମ୍ବୋ, ୨୧ା୪: ଶ୍ରୀଲଙ୍କାରେ ଆର୍ଥତ୍କ ସଙ୍କଟ ନେଇ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଥିବାବେଳେ ମଙ୍ଗଳବାର ଅପରାହ୍ନରେ ରାମବୁକାନାଠାରେ ପୋଲିସ ଗୁଳିରେ ପ୍ରଥମ କରି ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କୁ ନ୍ୟାୟ ଦାବିରେ ବହୁସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ...
ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ରୁଷିଆ
ମସ୍କୋ,୨୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ରଷିଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲର ସଫଳ ପରୀକ୍ଷା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଏହା ସେହିମାନଙ୍କ ବିଚାରକୁ ଭୋଜନ ପ୍ରଦାନ କରିବ ଯେଉଁମାନେ ୟୁକ୍ରେନ୍ ସହ...
Archives


