ଅନ୍ତର୍ଜାତୀୟ

ଏଆର୍‌ଓ୍ବାଇ ନ୍ୟୁଜ୍‌ର ଲାଇସେନ୍ସ ରଦ୍ଦ

ଇସଲାମାବାଦ,୧୩ା୮: ଏକ ଅପ୍ରତ୍ୟାଶିତ ପଦକ୍ଷେପରେ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏଆରଓ୍ବାଇ ନ୍ୟୁଜ୍‌ର ଅପରେଟିଂ ଲାଇସେନ୍ସକୁ ରଦ୍ଦ କରିଦେଇଛି। ଏହି ପଦକ୍ଷେପ ସହିତ ସରକାର ଚ୍ୟାନେଲକୁ ସ୍ଥାୟୀ ବନ୍ଦ ପାଇଁ ରାସ୍ତା ବି ସଫା କରିଛନ୍ତି। PEMRAର ୧୭୨…

ଖାଇବାକୁ ରୁଟି-ନିଯୁକ୍ତି-ସ୍ବାଧୀନତା ଦାବି କରୁଥିବା ମହିଳାଙ୍କ ଉପରେ ତାଲିବାନର ଗୁଳିବର୍ଷା…

କାବୁଲ, ୧୩।୮ : ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାର ଗୋଟିଏ ବର୍ଷ ବିତିଲାଣି। ରାଜଧାନୀ କାବୁଲରେ ପ୍ରଥମ ମହିଳା ରାଲି କରାଯାଇଥିଲା। ବିରୋଧ ପ୍ରଦର୍ଶନ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଲିବାନ ଯୋଦ୍ଧାମାନେ ମାଡ ମାରିଛନ୍ତି। କ୍ଷମତାକୁ ଫେରିବାର ପ୍ରଥମ…

୧୧ ଜଣଙ୍କୁ ହତ୍ୟା କଲେ ଯୁବକ

ସେଟିଞ୍ଜେ,୧୩ା୮: ଦକ୍ଷିଣପୂର୍ବ ୟୁରୋପୀୟ ରାଷ୍ଟ୍ର ମୋଣ୍ଟେନେଗ୍ରୋରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ଯୁବକ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ ଓ ଯୁବକଙ୍କ ମଧ୍ୟରେ ଗୁଳିବିନିମୟ…

‘ଇକୋନୋମିଷ୍ଟ’ ବିରୋଧରେ ମାମଲା

ବାଗଦାଦ୍‌,୧୩ା୮: ବ୍ରିଟେନର ଜଣାଶୁଣା ପତ୍ରିକା ‘ଦି ଇକୋନୋମିଷ୍ଟ’ରେ ନିକଟରେ ଏକ ବିବାଦୀୟ ଆର୍ଟିକଲ ପ୍ରକାଶ ପାଇଥିଲା। ଆରବ ଦୁନିଆର ମୋଟୀ ମହିଳାମାନଙ୍କୁ ଏଥିରେ ସ୍ଥାନିତ କରାଯାଇଥିଲା। ଜୁଲାଇ ଶେଷଭାଗରେ ପ୍ରକାଶିତ ‘ଆରବର ପୁରୁଷଙ୍କ ତୁଳନାରେ ମହିଳାମାନେ କାହିଁକି ମୋଟୀ’ ଶୀର୍ଷକ ନିବନ୍ଧରେ…

ଅଣୁଅସ୍ତ୍ର ଦସ୍ତାବିଜ ଖୋଜୁଥିଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୩ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଫ୍ଲୋରିଡ଼ା ଘରେ ସଂଘୀୟ ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇ ଗତ ସପ୍ତାହରେ ଚଢ଼ାଉ ବେଳେ ଅଣୁଅସ୍ତ୍ର ସମ୍ପର୍କିତ ଦସ୍ତାବିଜ୍‌ ଖୋଜିଥିଲା। ତେବେ ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ରିସର୍ଟରୁ ଉକ୍ତ ଦସ୍ତାବିଜ୍‌ ମିଳିଛି କି ନାହିଁ ତାହା…

କିଛି ଘଣ୍ଟାର ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ, ହରାଇ ପାରନ୍ତି ଆଖି

ନ୍ୟୁୟର୍କ,୧୩ ।୮: ନାମୀଦାମୀ ଲେଖକ ସଲମାନ ରୁଶିଦଙ୍କ ଉପରେ ଆମେରିକାର ନ୍ୟୁୟର୍କରେ ଆକ୍ରମଣ ହୋଇଛି । ଭାରତୀୟ ମୂଳ ବାସିନ୍ଦା ସଲମାନ ରୁଶିଦଙ୍କ ଉପରେ ହଠାତ୍ କେହି ଦୁର୍ବୁତ୍ତ ଆମେରିକାର ନ୍ୟୁୟର୍କରେ ଛୁରିରେ ଆକ୍ରମଣ କରିଥିଲେ । ଆହତ ହୋଇଥିବା ରୁଶିଦଙ୍କୁ…

ବ୍ରିଟେନରେ ମରୁଡ଼ି, ଫ୍ରାନ୍ସରେ ବନାଗ୍ନି

ଲଣ୍ଡନ/ ପ୍ୟାରିସ୍‌,୧୩ା୮: ଲଗାତର ଅନାବୃଷ୍ଟି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଭାଗରେ ମରୁଡ଼ି ଦେଖାଦେଇଛି। କ୍ରମାଗତ ୫ ମାସ ଧରି ସ୍ବାଭବିକଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇରେ ହାରାହାରି ବୃଷ୍ଟିପାତ ୩୫% ରହିଥିବାବେଳେ ଶନିବାର କେତେକ ଭାଗରେ ତାପମାତ୍ରା…

କାତାର-ଇକ୍ୱେଡର ଉଦ୍‌ଘାଟନୀ ନଭେମ୍ବର ୨୦ରେ

ଜେନେଭା, ୧୩ା୮(ଏପି): ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହେବ। ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା) ଏ ସମ୍ପର୍କରେ ଗୁରୁବାର ଆନୁଷ୍ଠାନିକ ନିଷ୍ପତ୍ତି ନେଇଛି। ଆୟୋଜକ ଦେଶ କାତାରର ମ୍ୟାଚ ରବିବାର ସନ୍ଧ୍ୟାରେ ଆୟୋଜନ କରାଯିବା ଦ୍ୱାରା…

ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ପ୍ରବାହ

ଲଣ୍ଡନ,୧୨ା୮: ଲଗାତର ଅନାବୃଷ୍ଟି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି। କ୍ରମାଗତ ୫ମାସ ଧରି ସ୍ବାଭବିକଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇରେ ହାରାହାରି ବୃଷ୍ଟିପାତ ୩୫% ରହିଥିବା ବେଳେ ଶନିବାର କେତେକ ଭାଗରେ ତାପମାତ୍ରା ୩୭…

ନ୍ୟୁୟର୍କରେ ବିବାଦୀୟ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ

ନ୍ୟୁୟର୍କ,୧୨।୮: ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଚର୍ଚ୍ଚିତ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ଼ ହୋଇଛି। ବକ୍ତୃତା ଦେବାକୁ ସେ ଯାଉଥିବା ବେଳେ ଷ୍ଟେଜ୍‌ରେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ସେ ତଳେ ପଡ଼ିଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଅଟକ ରଖାଯାଇଛି। ୭୫…

ମଙ୍କିପକ୍ସ ପାଇଁ ଦାୟୀ ନୁହେଁ ମାଙ୍କଡ, ଦୟାକରି ମାରନ୍ତୁ ନାହିଁ: ଡବ୍ଲୁଏଚ୍‌ଓ

ଜେନେଭା,୧୨।୮: ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇଛି। ମଙ୍କିପକ୍ସ ପାଇଁ ମାଙ୍କଡ ଦାୟୀ ଭାବି ଅନେକ ଦେଶରେ ମାଙ୍କଡ ମାରିଦେଉଛନ୍ତି। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ପକ୍ଷରୁ ମଙ୍କିପକ୍ସ ପାଇଁ ମାଙ୍କଡ ଦାୟୀ ନୁହେଁ ବୋଲି କୁହାଯାଇଛି।…

ଟ୍ରମ୍ପଙ୍କ ଘରେ ଚଢାଉ: ନ୍ୟୁକ୍ଲିୟର ତଥ୍ୟ ଖୋଜିବାକୁ ପହଞ୍ଚିଥିଲା ଏଫବିଆଇ!

ୱାଶିଂଟନ,୧୨ ।୮: ଆମେରିକା ଯାଞ୍ଚ ଏଜେନ୍ସି ଏଫବିଆଇ ଦ୍ୱାରା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଚଢାଉକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଚଢାଉ ସମୟରେ ନ୍ୟୁକ୍ଲିୟର ତଥ୍ୟ ସହ ଅନ୍ୟ ଜିନିଷର ଖୋଳତାଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri