ଅନ୍ତର୍ଜାତୀୟ

ପାକିସ୍ଥାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ: ବାଇଡେନ

ଓ୍ବାଶିଂଟନ,୧୫।୧୦: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ଥାନକୁ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ବୋଲି କହିଛନ୍ତି। ଋଷିଆ-ୟୁକ୍ରେନ ଯୁଦ୍ଧ ଦ୍ୱାରା ବିଶ୍ୱରେ କିଭଳି ପ୍ରଭାବ ପକାଇଛି,ସେହି ବିଷୟରେ ଆଲୋଚନା କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ…

ଜେରେମି ହଣ୍ଟ୍‌ ନୂଆ ଅର୍ଥମନ୍ତ୍ରୀ

ଲଣ୍ଡନ,୧୫।୧୦: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ତାଙ୍କ ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ୍‌ଙ୍କୁ ଶୁକ୍ରବାର ବହିଷ୍କାର କରିଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଜେରେମି ହଣ୍ଟଙ୍କୁ ଦେଶର ନୂଆ ଅର୍ଥମନ୍ତ୍ରୀ କରାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ କ୍ୱାର୍ଟେଙ୍ଗ୍‌ଙ୍କ ଟିକସ ହ୍ରାସ ନିଷ୍ପତ୍ତିକୁ ନେଇ…

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼

ସିଡ୍‌ନୀ,୧୫।୧୦: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ର ବର୍ଣ୍ଣବୈଷମ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆଗ୍ରାର ୨୮ ବର୍ଷୀୟ ଛାତ୍ର ଶୁଭମ୍‌ ଗର୍ଗଙ୍କୁ ଛାତି, ପେଟ ଓ ମୁହଁକୁ ଏକାଧିକ ଥର ଛୁରାମାଡ଼ କରାଯାଇଥିଲା। ନ୍ୟୁ ସାଉଥ୍‌ଓ୍ବେଲ୍‌ସସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍‌ଡି…

ଭାରତୀୟ ଅର୍ଥନୀତିକୁ କଟାକ୍ଷ

ମାଡ୍ରିଡ୍‌/ ନୂଆଦିଲ୍ଲୀ,୧୫।୧୦: ଏକଦା ଭାରତକୁ ସାପୁଆକେଳାଙ୍କ ଦେଶ ବୋଲି ୟୁରୋପୀୟମାନେ କହୁଥିଲେ। ଦେଶ ବିକାଶ ଦିଗରେ ଅଗ୍ରସର ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବରୁ ଭାରତ ପ୍ରତି ପାଶ୍ଚାତ୍ୟର ସାପୁଆ କେଳା ଓ କଳାଯାଦୁ ଆଭିମୁଖ୍ୟ ବିଷୟରେ ଏକାଧିକଥର…

ଜର୍ମାନୀର ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକରରେ ହେଲା ସାମୁହିକ ନମାଜ ପାଠ

ବର୍ଲିନ,୧୫ ।୧୦: ଜର୍ମାନୀର କୋଲୋନରେ ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକର ମାଧ୍ୟମରେ ନମାଜ ପଢିବାକୁ ଆସିଥିବା ଲୋକଙ୍କ ଚେହେରାରେ ଖୁସିର ଝଲକ ସ୍ପଷ୍ଟ ବାରି ହୋଇ ପଡିଛି । ପ୍ରଶାସନ ପକ୍ଷରୁ ଏଠାରେ ଲାଉଡ ସ୍ପିକରରେ ନମାଜ ପଢିବାର…

ତୁର୍କି କୋଇଲା ଖଣିରେ ବିସ୍ଫୋରଣ, ୧୪ ମୃତ ୨୮ରୁ ଅଧିକ ଆହତ, ଫସି ରହିଛନ୍ତି ୫୦, ଯାତ୍ରା ରଦ୍ଦ କଲେ ରାଷ୍ଟ୍ରପତି

ଅଂକାରା,୧୫ ।୧୦: ତୁର୍କିର ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୨୮ରୁ ଅଧିକ ଆହତ ହୋଇଛନ୍ତି । ଦେଶର ଗୃହ ମନ୍ତ୍ରୀ ସୁଲେମାନ ସୋୟଲୁ ସୂଚନା ଦେଇ…

ଚାଇନାରେ ପୁଣି ଲକ୍‌ଡାଉନ୍‌

ବେଜିଂ,୧୪ା୧୦: ଚାଇନାରେ କରୋନା ଭାଇରସ୍‌ ପୁଣି ଥରେ ତା’ର କାୟା ବିସ୍ତାର କଲାଣି। ଫଳରେ ଚିନ୍ତାରେ ପଡ଼ିଛନ୍ତି ସରକାର। ଗତ ୩ ମାସ ମଧ୍ୟରେ ଚାଇନାରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ରିପୋର୍ଟ ହୋଇଛି। କରୋନା ମାମଲା ବୃଦ୍ଧି ପାଉଥିବା ବେଳେ…

ଆମେରିକାରେ ପାକିସ୍ତାନ ମନ୍ତ୍ରୀ ଅପମାନିତ: ଚୋର-ଚୋର ସ୍ଲୋଗାନ ଦେଲେ ଲୋକେ

ନ୍ୟୁୟର୍କ,୧୪।୧୦: ପାକିସ୍ତାନରେ ସରକାର ବଦଳିଥାଇପାରେ, କିନ୍ତୁ ବିଶ୍ୱ ସ୍ତରରେ ଏହାର ଚରିତ୍ର ସମାନ ରହିଛି। ଅତୀତରେ ମଧ୍ୟ ପାକିସ୍ତାନ ଅନେକ ଥର ଅନ୍ତର୍ଜାତୀୟ ସ୍ତରରେ ବିରୋଧର ସମ୍ମୁଖୀନ ହୋଇଥିଲା, ଏହି ଧାରା ଅବ୍ୟାହତ ରହିଛି। ବର୍ତ୍ତମାନ ପାକିସ୍ତାନର ଅର୍ଥମନ୍ତ୍ରୀଙ୍କୁ ଆମେରିକାରେ ପ୍ରବଳ…

ପ୍ରଥମଥର ପାଇଁ ଚାଇନାରେ ଲାଗିଲା ଜିନପିଙ୍ଗଙ୍କୁ ହଟାଇବା ପୋଷ୍ଟର

ବେଜିଂ,୧୪।୧୦: ଚାଇନାରେ ବର୍ତ୍ତମାନର ସରକାର ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମଥର ପାଇଁ ବେଜିଂର ଦୋକାନ ବାହାରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହଟାଇବା ପୋଷ୍ଟର ଲାଗିଛି। ଚାଇନା ରାଜଧାନୀ ବେଜିଂ ରାସ୍ତାରେ ଏହି ବ୍ୟାନରଗୁଡିକର ଲାଗିଛି। ଯାହାର ଫଟୋ…

୧୯୭୦ରୁ ୭୦% କମିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା

ପ୍ୟାରିସ୍‌, ୧୪ା୧୦: ମନୁଷ୍ୟକୃତ କାରଣ ଯୋଗୁ ପ୍ରକୃତି ନିଜର ପ୍ରାକୃତିକତା ହରାଉଛି। ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବ ମଣିଷ ନିଜେ ଭୋଗିବା ସହ ସାରା ଜୀବଜଗତ ଅଙ୍ଗେ ନିଭାଉଛନ୍ତି। ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀ ବିଲୁପ୍ତପ୍ରାୟ…

କୋହିନୁର ପିନ୍ଧିବେ ନାହିଁ ରାଣୀ କାମିଲା, ଭାରତୀୟ ଅଧିକାରୀ କହିଲେ ଏହା ଔପନିବେଶିକ ଅତୀତର ସ୍ମୃତିକୁ ଫେରାଇ ଆଣିବ

ଲଣ୍ଡନ,୧୪ ।୧୦: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ରାଜ ପରିବାରର କିଙ୍ଗ ଚାର୍ଲସ ତୃତୀୟ ଇଂଲଣ୍ଡର ନୂଆ ରାଜା ଓ ତାଙ୍କ ପତ୍ନୀ କାମିଲା ନୂଆ ରାଣୀ ହୋଇଛନ୍ତି । ନୂଆ ରାଜାଙ୍କ ରାଜ୍ୟାଭିଷେକ ପୂର୍ବରୁ ରାଣୀ…

ଆମେରିକାରେ ପୁଣି ଗୁଳିକାଣ୍ଡ: ୫ ମୃତ

ଓ୍ବାଶିଂଟନ୍‌,୧୪।୧୦: ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଉତ୍ତର କାରୋଲିନାରେ ଘଟିଥିବା ଏହି ଗୁଳିକାଣ୍ଡରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପୋଲିସ ସମଗ୍ର ଅଞ୍ଚଳକୁ ଘେରି ରହିଛି। ଏହା ସହିତ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri