ଗନ୍ ପଲିଟିକ୍ସ: ଅସ୍ପଷ୍ଟ ଆଭିମୁଖ୍ୟ
ଓ୍ବାଶିଂଟନ୍, ୨୬ା୫: ଆମେରିକାରେ ବନ୍ଧୁକ ହିଂସା ଏକ ମହାମାରୀ ରୂପ ନେଇସାରିଛି । ଏହା ଆମ ପାଇଁ ଏକ ଆନ୍ତର୍ଜାତିକ ଲଜ୍ଜା। ବହୁତ ହୋଇଗଲାଣି। ଏବେ କାର୍ଯ୍ୟାନୁଷ୍ଠାନର ବେଳ ବୋଲି ୨୦୨୧ ଏପ୍ରିଲ ୮ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍...
କାବୁଲରେ ମସଜିଦ, ମିନି ବସରେ ୪ ବିସ୍ଫୋରଣ: ୧୬ ମୃତ
କାବୁଲ,୨୬ ।୫: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ମସଜିଦ ଓ ଉତ୍ତର ସହର ମଜାର-ଏ-ଶରିଫରେ ୩ ମିନି ବସରେ ହୋଇଥିବା ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକେ...
ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ପରେ ପାକିସ୍ତାନରେ ହଟଚମଟ
ଇସଲାମାବାଦ୍,୨୫।୫: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ଏକ କୋର୍ଟ ମଧ୍ୟ ତାଙ୍କ ଉପରେ ୧୦ ଲକ୍ଷ ଜୋରିମନା ଲଗାଇଛି। ୟାସିନ ମଲିକଙ୍କ...
ଇମ୍ରାନଙ୍କ ସମର୍ଥକ-ପୋଲିସ ମୁହାଁମୁହିଁ
ଇସଲାମାବାଦ,୨୫ା୫: ନିଷେଧାଦେଶର ଗୋଟିଏ ଦିନ ପରେ ପାକିସ୍ତାନର ଶାହାବାଜ ଶରିଫ୍ ସରକାର ବିରୋଧୀ ଦଳ ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍ଙ୍କ ପଦଯାତ୍ରାକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ପଦଯାତ୍ରାକୁ ରୋକିବା ପାଇଁ ଇସଲାମାବାଦକୁ...
ଇନ୍ଧନ, ବିଜୁଳି ପରେ ଏବେ ଗହମ ସଙ୍କଟ
ଇସଲାମାବାଦ,୨୫ା୫: ପାକିସ୍ତାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର ଆସୁଛି। ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଗହମ ଅଭାବ ପରିଲକ୍ଷିତ ହେଲାଣି। ଚଳିତ ବର୍ଷ ଫସଲ...
ଘୋଷ୍ଟ ଗନ୍ ସଂସ୍କୃତି ଆମେରିକାରେ ବୃଦ୍ଧି ପାଉଛି, ଅନ୍ଲାଇନ୍ରୁ କିଣୁଛନ୍ତି ଛୋଟ ପିଲା…
ଓ୍ବାଶିଂଟନ, ୨୫।୫ : ମଙ୍ଗଳବାର ଦିନ ଆମେରିକାର ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଏକେ-୪୭ ରାଇଫଲରୁ ଗୁଳି ଚଳାଇ ୧୮ ଜଣ ପିଲାଙ୍କୁ ହତ୍ୟା କରିଛନ୍ତି। ଏଥିରେ ୩ ଜଣ ଶିକ୍ଷକଙ୍କର ମଧ୍ୟ...
ଆମେରିକା ସ୍କୁଲର କଳା ଇତିହାସ, ୨୩ ବର୍ଷରେ ୯ ଗୁଳିକାଣ୍ଡରେ ୧୫୧ ଜଣଙ୍କ ମୃତ୍ୟୁ…
ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସର ରୋବ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ...
୧୯ ଦେଶରେ ୧୩୧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଜେନେଭା,୨୫।୫: ଚିନ୍ତା ବଢାଉଛି ମଙ୍କିପକ୍ସ ଭୂତାଣୁ। ଏବେ ୧୯ ଦେଶରେ ମୋଟ ୧୩୧ ମାମଲା ଚିହ୍ନଟ ହୋଇଛି। ଏ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଆଉ ୧୦୬ରୁ ଅଧିକ ଲୋକ ସଂକ୍ରମିତ ଥିବା ସନ୍ଦେହ...
କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ସିଓଲ/ପୋଙ୍ଗୟାଙ୍ଗ, ୨୫।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କଟକଣାକୁ ବେଖାତିର କରିବାରେ ଲାଗିଛନ୍ତିି। ଏହି ମର୍ମରେ ସେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏନେଇ ଦକ୍ଷିଣ କୋରିଆର ସୈନ୍ୟବାହିନୀ ପକ୍ଷରୁ...
ଟେକ୍ସାସ ଗୁଳିକାଣ୍ଡ: ବାଇଡେନ କହିଲେ ବହୁତ ହେଲା ଏବେ ଆକ୍ସନର ସମୟ
ୱାଶିଂଟନ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡରେ ୧୮ ନିରିହ ଶିଶୁଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଆମେରିକାକୁ ସ୍ତବ୍ଧ କରିଦେଇଛି । ପ୍ରଥମରୁ ଚତୁର୍ଥ ଶ୍ରେଣୀର ପିଲାଙ୍କୁ ଜଣେ ୧୮ ବର୍ଷିୟ...
ଘେବ୍ରେୟସ୍ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଭାବେ ପୁନଃନିର୍ବାଚିତ
ଜେନେଭା,୨୫ା୫: ପ୍ରଥମ ଆଫ୍ରିକୀୟ ଭାବେ ଟେଡ୍ରୋସ୍ ଅଧନୋମ୍ ଘେବ୍ରେୟସ୍(୫୭) ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ନିର୍ବାଚିତ ହୋଇଛନ୍ତି। ଡବ୍ଲ୍ୟୁଏଚ୍ଓର ୧୬୦ ସଦସ୍ୟଙ୍କ ମଧ୍ୟରୁ ସେ ୧୫୫ ଭୋଟ୍ ପାଇଥିବା ଜଣାପଡ଼ିଛି। ଏପରି ସମର୍ଥନ ପାଇଁ...
ମେକ୍ସିକୋରେ ଗୁଳିକାଣ୍ଡ: ୧୧ ମୃତ
ମେକ୍ସିକୋ ସିଟି,୨୫।୫:ମେକ୍ସିକୋର ଗୌନାଜୁଆଟୋ ରାଜ୍ୟ ଅନ୍ତର୍ଗତ ସେଲାୟା ସହରରେ ମଙ୍ଗଳବାର ରାତିରେ ପ୍ରାୟ ୧୫ଜଣ ବନ୍ଧୁକଧାରୀ ହୋଟେଲ ଓ ବାର୍ରେ ପଶି ଆଖିବୁଜା ଗୁଳି ଚଳାଇବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ସେମାନେ...
Archives


