ଅନ୍ତର୍ଜାତୀୟ

ଆମେରିକା ବିଦେଶମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର…

ଫେନମପେହ୍ନ,୧୩।୧୧: କାମ୍ବୋଡିଆରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଏହି ସମୟରେ ୟୁକ୍ରେନ ସଙ୍କଟ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ରଣନୀତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ନେତାଙ୍କ ମଧ୍ୟରେ…

ଛାଡ଼ପତ୍ର ପରେ ପୁଣି ପ୍ରେମ ବିବାହ

କାନ୍‌ବେରା,୧୩।୧୧: ବିବାହ ପରେ ଛାଡ଼ପତ୍ର। ପରବର୍ତ୍ତୀ ସମୟରେ ପ୍ରେମରେ ପଡ଼ି ପୁଣି ସମ୍ପର୍କ ସ୍ଥାପନ। ଆଉ ଶେଷରେ ପୂନର୍ବିବାହ। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଲଭ୍‌ଷ୍ଟୋରି ଅଷ୍ଟ୍ରେଲିଆର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କୁର୍ଟିସ୍‌ ଏବଂ ଟିମ୍‌…

ଚିଲିରେ ଭୂକମ୍ପ

ଚିଲି,୧୩ା୧୧: ଚିଲିର ବାୟୋବିଓ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) କହିଛି, ଶନିବାର ବିଳମ୍ବିତ ରାତିରେ ଚିଲିର କେନ୍ଦ୍ରୀୟ ବାୟୋବିଓ ଉପକୂଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ୨୦…

ୟୁକ୍ରେନ୍‌-ଆଫଗାନିସ୍ତାନ ବିସ୍ଥାପିତଙ୍କ ପାଇଁ ବିପଜ୍ଜନକ ହେବ ଶୀତଦିନ: ଜାତିସଂଘର ଚେତାବନୀ…

ଜେନେଭା,୧୩।୧୧ : ଆଫଗାନିସ୍ତାନରେ ହୋଇଥିବା କ୍ଷମତା ଦଖଲ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ସଙ୍କଟ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଆସୁଥିବା ଶୀତ ଏହି ବିସ୍ଥାପିତ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିବାର…

ପାକିସ୍ତାନର ପରବର୍ତ୍ତୀ ସେନା ମୁଖ୍ୟଙ୍କ ନିଯୁକ୍ତି ନେଇ ଲଣ୍ଡନରେ ନିଷ୍ପତ୍ତି: ଇମ୍ରାନଙ୍କ ଦାବୀ…

ଇସଲାମାବାଦ,୧୩।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି ଯେ ଦେଶର ପରବର୍ତ୍ତୀ ସେନା ମୁଖ୍ୟଙ୍କ ନିଯୁକ୍ତି ଲଣ୍ଡନରେ ନିଷ୍ପତ୍ତି ଗ୍ରହଣ କରାଯିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏଥିପାଇଁ ବ୍ରିଟେନ ଯାଇ ତାଙ୍କ ବଡ଼…

ଟ୍ରମ୍ପ୍‌ଙ୍କୁ ଝଟ୍‌କା, ୨ ବର୍ଷ ପାଇଁ ସିନେଟ ବାଇଡେନଙ୍କ ପାର୍ଟି ଦଖଲରେ…

ଓ୍ବାଶିଂଟନ,୧୩।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସିନେଟରେ ଆଉ ଏକ ପରାଜୟର ସମ୍ମୁଖୀନ ହୋଇଛି। କାରଣ ତାଙ୍କର ଅନ୍ୟ ଜଣେ ପ୍ରାର୍ଥୀ ପରାଜିତ ହେବାପରେ ରିପବ୍ଲିକାନ ପାର୍ଟିର ସିନେଟ ଦଖଲ କରିବାର ଆଶା ମଉଳି ଯାଇଛି। ରିପବ୍ଲିକାନ…

ଆମେରିକା ଏୟାର ଶୋ’ରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ଆସିଲା ସାମ୍ନାକୁ, ପ୍ରାୟ ୬ ଜଣଙ୍କର ହୋଇଛି ମୃତ୍ୟୁ

ୱାଶିଂଟନ,୧୩ ।୧୧: ଆମେରିକାର ଟେକ୍ସାସ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଏହାର ଏକ ଲୋମ ଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବିମାନ ଭିଣ୍ଟେଜ…

ଏଲନ ମସ୍କଙ୍କ ଗୋଟିଏ ନିଷ୍ପତ୍ତି ପଡିଗଲା ମହଙ୍ଗା, ବୁଡିଗଲା କମ୍ପାନୀର ୧୨୨୩ ଅରବ ଟଙ୍କା

ୱାଶିଂଟନ,୧୩ ।୧୧: ବିଶ୍ୱର ସବୁଠାରୁ ବଡ ଉଦ୍ଦ୍ୟୋଗପତି ଏଲନ ମସ୍କ ଏବେ ପ୍ରାୟ ସବୁେବେଳ ରହୁଛନ୍ତି ଚର୍ଚ୍ଚାରେ । ତାଙ୍କର ଗୋଟିଏ ନିଷ୍ପତ୍ତି ଯୋଗୁ ଆମେରିକାର ଜଣାଶୁଣା ଫାର୍ମା କମ୍ପାନୀ ଏଲି ଲିଲିର ପ୍ରାୟ ୧୨୨୩ ଅରବ ଟଙ୍କା ବୁଡି ଯାଇଛି…

ପୃଥିବି ପୃଷ୍ଠକୁ ଫେରିଲା ମାନବ ବିହୀନ ସାମରିକ ମହାକାଶ ବିମାନ, ରେକର୍ଡ ୯୦୮ ଦିନ

ୱାଶିଂଟନ,୧୩ ।୧୧: ଆମେରିକାର ଏକ ମାନବ ବିହୀନ ସାମରିକ ମହାକାଶ ବିମାନ ଏହାର ଷଷ୍ଠ ମିଶନ ପୁରଣ କରି ଶନିବାର ଭୋର ସମୟରେ ପୃଥିବି ପୃଷ୍ଠକୁ ଫେରି ଆସିଛି । ଏହି ବିମାନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଏହାର କକ୍ଷପଥରେ ୯୦୮…

ଡଲାସରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଡଲାସ,୧୩ ।୧୧: ଆମେରିକାର ଟେକ୍ସାସ ଅଞ୍ଚଳରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟେକ୍ସାସର ଡଲାସ ସହରରେ ଏକ ଏୟାର ଶୋ’ ସମୟରେ ହୋଇଛି । ଏବେ ପର୍ଯ୍ୟନ୍ତ…

ତାଲିବାନ ସମ୍ମୁଖରେ ଅସହାୟ ପାକିସ୍ତାନ ସରକାର, ଯୁବତୀଙ୍କ ଉପରେ ବଢୁଛି ଅତ୍ୟାଚାର…

ଇସଲାମାବାଦ,୧୨।୧୧ : ଆଫଗାନିସ୍ତାନ ଉପରେ ଶାସନ ପ୍ରତିଷ୍ଠା କରିବା ପରେ ତାଲିବାନ ବର୍ତ୍ତମାନ ପାକିସ୍ତାନରେ ମଧ୍ୟ ନିଜର ନିୟନ୍ତ୍ରଣ ବଢ଼ାଇବାରେ ଲାଗିଛି। ଗିଲଗିଟ-ବଲ୍ଟିସ୍ତାନରେ ତାଲିବାନ ସାମ୍ନାରେ ପାକିସ୍ତାନ ସରକାର ଅସହାୟ ପରି ମନେ ହେଉଛନ୍ତି। ତାଲିବାନ ଏବଂ ଏହାର ଶାରିଆ ଆଇନ…

ଡିସେମ୍ବରରେ ନଓ୍ବାଜ ଶରିଫ ପାକିସ୍ତାନ ଫେରିବା ସମ୍ଭାବନା…

ଇସଲାମାବାଦ,୧୨।୧୧ : ଡିସେମ୍ବର ସୁଦ୍ଧା ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ଶରିଫ ପାକିସ୍ତାନକୁ ଫେରିବାର ସମ୍ଭାବନା ରହିଛି। ଆତ୍ମ-ନିର୍ବାସନ ଶେଷ ହେବା ପରେ ଆସନ୍ତା ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେବାକୁ ଶରିଫ ଲଣ୍ଡନରୁ ପାକିସ୍ତାନ ଫେରିବେ। ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri