ଅନ୍ତର୍ଜାତୀୟ

ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା

ଇସଲାମାବାଦ୍‌,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘ଆଜାଦୀ ମାର୍ଚ୍ଚ’ ଯୋଗୁ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଇମ୍ରାନ ଏକ ବଡ ସମାବେଶ କରି କହିଛନ୍ତି ଯେ,ସରକାରଙ୍କ ସହ ତାଙ୍କର କୌଣସି ଚୁକ୍ତିନାମା ହୋଇନାହିଁ। ନିର୍ବାଚନ ତାରିଖ...

୧୧୩ ବର୍ଷରେ ବି ନେଇନାହାନ୍ତି ଔଷଧ

କାରାକାସ,୨୬।୫: ଭେନେଜୁଏଲାର ଜୁଆନ ଭିସେଣ୍ଟ ପେରେଜ ମୋରାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ଶୁକ୍ରବାର ୧୧୩ ବର୍ଷରେ ପଦାର୍ପଣ କରୁଥିବା ମୋରାଙ୍କୁ ଗତ ସପ୍ତାହରେ ଗିନିଜ୍‌୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ମିଳିଛି। ଏବେ ବି ତାଙ୍କ...

ଦୀର୍ଘ ଦିନ ଯାଏ କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ଟିକା

ଓ୍ବାଶିଂଟନ୍‌, ୨୬ା୫: ଟିକା ଦୀର୍ଘ ଦିନ ଧରି କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ନେଚର ମେଡିସିନ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟିକା ନେଇ ସାରିଥିବା ବ୍ୟକ୍ତି ମଧ୍ୟ ଏହି...

୬ଦିନ ପରେ ମୁଁ ପୁଣି ଆସିବି…

ଇସଲାମାବାଦ,୨୬ ।୫: ଶେଷ ହୋଇଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଆଜାଦୀ ମାର୍ଚ୍ଚ । ସଂସଦ ବାହାରେ ପୋଲିସ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ପରେ ଏହା ଶେଷ ହୋଇଛି । ଏହାରି ଭିତରେ ଇମ୍ରାନ ବିଧାନସଭା...

‘ନିଜ ସ୍ବାମୀଙ୍କୁ କେମିତି ହତ୍ୟା କରିବେ’ପୁସ୍ତକ ଲେଖିଥିବା ମହିଳା ଶେଷରେ ସ୍ବାମୀଙ୍କୁ କଲେ ହତ୍ୟା

ନ୍ୟୁୟର୍କ,୨୬।୫: ଦାମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ସାଧାରଣ ଘଟଣା। ବେଳେବେଳେ ଏହି ଝଗଡା ଉଗ୍ର ରୂପ ଧାରଣ କରେ। ଝଗଡାର ପରିଣାମ ହତ୍ୟାକାଣ୍ଡର ରୂପ ନିଏ। ଆମେରିକାରେ ଏମିତି ଏକ ଘଟଣା ଘଟିଛି। ଆମେରିକାର ଜଣେ ଲେଖିକା ସ୍ବାମୀଙ୍କୁ...

୧୫ ଦିନରେ ୧୫ ଦେଶରେ ପହଞ୍ଚିଲା ମଙ୍କିପକ୍ଦ, ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଲା…

ଓ୍ବାଶିଂଟନ, ୨୬।୫ : କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ମଙ୍କିପକ୍ସ ଆତଙ୍କ ସୃଷ୍ଟି କରିଛି। ମାତ୍ର ୧୫ ଦିନରେ ଏହା ୧୫ଦେଶକୁ ବ୍ୟାପିଛି। ୟୁରୋପିଆନ୍‌ ୟୁନିଅନ୍‌ ଡିଜିଜ୍‌ ଏଜେନ୍ସି ତଥ୍ୟ ଅନୁସାରେ ସମ୍ପ୍ରତି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯...

୧୦ ଛୋଟ ଦେଶ ସହିତ ଚାଇନାର ବୁଝାମଣା ଯୋଜନାକୁ ବିସ୍ତାରବାଦୀ ନୀତି କହିଲା ଆମେରିକା…

ଓ୍ବାଶିଂଟନ/ବେଜିଂ, ୨୬।୫ : ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୦ଟି ଛୋଟ ଦେଶ ସହିତ ବୁଝାମଣା କରିବା ଯୋଜନା କରିଛି। ଏସବୁ ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ମତ୍ସ୍ୟ ପାଳନ ପର୍ଯ୍ୟନ୍ତ ଏକ ବ୍ୟାପକ ଚୁକ୍ତିନାମାକୁ ଚାଇନା ସମର୍ଥନ...

ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି ଘନେଇଲା…

ଇସଲାମାବାଦ, ୨୬।୫ : ପାକିସ୍ତାନର ଇସଲାମାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିକୁ ଅଟକାଇବା ବେଳେ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଇସଲାମାବାଦର ମେଟ୍ରୋ ଷ୍ଟେଶନରେ ବିସ୍ଫୋରଣ ଘଟିଥିବାର ଖବର ଆସିଛି। ଅନେକ ସ୍ଥାନରେ...

ମେଟ୍ରୋ ଷ୍ଟେଶନରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ

ଇସଲାମାବାଦ,୨୬ ।୫: ପଡୋଶୀ ଦେଶ ପାକିସ୍ତାନରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ବିରୋଧର ନିଆଁରେ ଜଳୁଛି ପାକିସ୍ତାନ । ଶହବାଜ ସରକାରଙ୍କ ବିରୋଧରେ ଇମ୍ରାନ ଖାଁ ଅଣ୍ଟା ଭିଡିଛନ୍ତି । ପୁଣିଥରେ ନିର୍ବାଚନ ଦାବି କରି ପାକିସ୍ତାନର...

ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୧ ନବଜାତ ଶିଶୁ ଜୀବନ୍ତ ଦଗ୍ଧ…

ଡାକାର, ୨୬।୫ : ସେନେଗାଲର ଟିଓ୍ବାଉନେ ସହରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୧ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ବିଷୟରେ ଦେଶର ରାଷ୍ଟ୍ରପତି ସୂଚନା...

ଇସଲାମାବାଦରେ ମୁତୟନ ହେଲେ ପାକିସ୍ତାନୀ ସେନା

ଇସଲାମାବାଦ,୨୬ ।୫: ପାକିସ୍ତାନ ସରକାର ଇସଲାମାବାଦରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସେଠାରେ ପାକିସ୍ତାନୀ ସେନା ଯବାନ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରିରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାର କାରଣ ହେଲା ଯେବେଠାରୁ...

ଇମ୍ରାନ୍‌ଙ୍କ ଆଜାଦୀ ମାର୍ଚ୍ଚ

ଇସ୍‌ଲାମାବାଦ, ୨୬ା୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ୍‌ ଖାନ୍‌ ହଟିଯିବା ପରେ ଏବେ ପୁନର୍ବାର କ୍ଷମତାସୀନ ହେବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଦେଶରେ ତୁରନ୍ତ ନିର୍ବାଚନ କରାଇବା ଦାବିରେ ଇମ୍ରାନ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri