କ୍ୟୁବାରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି
କାରିବିଆନ୍ ଦେଶ କ୍ୟୁବା ପୁରୁଷ ସମଲିଙ୍ଗୀଙ୍କ ବିବାହକୁ ସ୍ବୀକୃତି ଦେଇଛି। ରବିବାର ଏହା ସପକ୍ଷରେ ବହୁଳ ମତଦାନ ହୋଇଥିଲା। କ୍ୟୁବା ଜନସଂଖ୍ୟାର ୭୪% ବା ୮୪ ଲକ୍ଷ ଲୋକ ଏହି ପ୍ରସଙ୍ଗରେ ଭୋଟ ଦେବାକୁ ଯୋଗ୍ୟ ହୋଇଥିଲେ। ୩୯ ଲକ୍ଷ (୬୬%)ରୁ…
ଆଷ୍ଟରଏଡ୍କୁ ଧକ୍କାଦେଲା ସ୍ପେସ୍କ୍ରାଫ୍ଟ
କେପ୍ କାନାଭେରାଲ, ୨୮।୯: ପୃଥିବୀକୁ ବାହ୍ୟ ବିପଦରୁ ରକ୍ଷା ପାଇଁ ଆମେରିକୀୟ ମହାକାଶ ଏଜେନ୍ସି ନାସାର ପରୀକ୍ଷଣ ମଙ୍ଗଳବାର ସଫଳ ହୋଇଛି। ଡାର୍ଟ (ଡବଲ ଆଷ୍ଟରଏଡ ରିଡିରେକ୍ସନ୍ ଟେଷ୍ଟ) ମିଶନରେ ମହାକାଶକୁ ପଠାଯାଇଥିବା ସ୍ପେସ୍କ୍ରାଫ୍ଟ ସଫଳତାର ସହ ଡାଇମୋର୍ଫସ୍ ଆଷ୍ଟରଏଡ୍କୁ ଧକ୍କା…
ପାକିସ୍ତାନରେ ୩ ବର୍ଷରେ ୨୩ ହଜାରରୁ ଅଧିକ ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ହୋଇଛନ୍ତି ମହିଳା…
ଇସଲାମାବାଦ, ୨୭।୯ : କିନ୍ନର ସମ୍ପ୍ରଦାୟରଙ୍କୁ ଆଇନଗତ ସ୍ବୀକୃତି ପ୍ରଦାନ କରିବା ପାଇଁ ପାକିସ୍ତାନରେ ଅଣାଯାଇଥିବା ଟ୍ରାନ୍ସଜେଣ୍ଡର ଆଇନକୁ ଅନେକ ଇସଲାମ ସଂଗଠନ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଇସଲାମିକ ସଂଗଠନଗୁଡ଼ିକ ଏହାକୁ ନିରନ୍ତର ବିରୋଧ କରୁଛନ୍ତି। ୨୦୧୮ରେ ସଂସଦ…
ଭାରତର ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ…
କଲମ୍ବୋ, ୨୭।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଭାରତ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ କରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଙ୍ଘେ କହିଛନ୍ତି। ସେ ଏବଂ ତାଙ୍କ ସରକାର ଏହାକୁ ସମର୍ଥନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।…
ଏଫ୍-୧୬ ଯୁଦ୍ଧ ବିମାନ ପ୍ୟାକେଜ ଉପରେ ପ୍ରଶ୍ନ ଉଠାଇଲେ ଜୟଶଙ୍କର
ନ୍ୟୁୟର୍କ,୨୭ା୯: ପାକିସ୍ତାନକୁ ଆମେରିକାର ଏଫ୍-୧୬ ଯୁଦ୍ଧ ବିମାନ ପ୍ୟାକେଜ ପ୍ରଦାନ ଉପରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରଶ୍ନ ଉଠାଇଛନ୍ତି। ନ୍ୟୁୟର୍କରେ ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ଆମେରିକା ଓ ପାକିସ୍ତାନ ମଧ୍ୟରେ ଯେଉଁ ସମ୍ପର୍କ ଅଛି ସେଥିରେ…
ପାକିସ୍ତାନରେ ଭୂକମ୍ପ ଝଟକା
ଇସଲାମାବାଦ,୨୭।୯: ପାକିସ୍ତାନରେ ମଙ୍ଗଳବାର ୬ଟା ୩୫ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଥିବା ବେଳେ ଏହାର ଅକ୍ଷାଂଶ ୩୨.୯୭ ଏବଂ ଦ୍ରାଘିମା ୭୩.୬୧ ରହିଛି। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର…
୭୫ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ
ମସ୍କୋ,୨୭।୯: ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଆମେରିକା ହ୍ବିସିଲ୍ବ୍ଲୋୟର ଏଡ୍ଓ୍ବାର୍ଡ ସ୍ନୋଡେନଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ସମେତ ୭୫ ଜଣ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରାଯାଇଛି। ୨୦୧୩ରେ ସ୍ନୋଡେନ୍ କେତେକ ଗୋପନ ଫାଇଲ୍ ପ୍ରଘଟ କରିବା ଫଳରେ ଆମେରିକାର…
ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି
ଟୋକିଓ,୨୭।୯: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମୟରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ। ମୋଦିଙ୍କ ବ୍ୟତୀତ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ମଧ୍ୟ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ପହଞ୍ଚିଛନ୍ତି।…
ତେଜିଲା ହିଜାବ ବିରୋଧୀ ହିଂସା: ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ଆଉ ଜଣେ ଯୁବତୀ
ତେହରାନ,୨୭। ୯: ଇରାନରେ ହିଜାବ ବିରୋଧରେ ହିଂସା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ମଧ୍ୟରେ ଇରାନର ସୁରକ୍ଷା ବାହିନୀ ଅତ୍ୟାଚାରର ଆଉ ଏକ ଉଦାହରଣ ସାମ୍ନାକୁ ଆସିଛି। ଏଠାରେ ୨୦ ବଷର୍ର୍ୀୟା ଯୁବତୀ ହଦିସ ନଜାଫିଙ୍କୁ ଅତି ନିର୍ମମ ଭାବେ…
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି
ଟୋକିଓ,୨୭।୯: ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଟୋକିଓରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ-ଜାପାନ ସମ୍ପର୍କକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ…
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବେ ମୋଦି
ଟୋକିଓ,୨୭।୯: ସେପ୍ଟେମ୍ବର ୨୭ ଅର୍ଥାତ୍ ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଟୋକିଓରେ ପହଞ୍ଚିଛନ୍ତି। ସେଣ୍ଟ୍ରାଲ ଟୋକିଓର ନିପ୍ପନ ବୁଡୋକାନରେ ଭାରତୀୟ ସମୟ ସକାଳ…
ୟୁକ୍ରେନ୍ରେ ମଲେ ରୁଷୀୟ ସୈନ୍ୟଙ୍କ ପାପ ଧୋଇଯିବ: କିରିଲ
ମସ୍କୋ,୨୭୯: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ତ୍ୟାଗ କରୁଥିବା ଯବାନଙ୍କ ଜୀବନର ସବୁପାପ ଧୋଇ ହୋଇଯିବ। ସେମାନେ ସହଜରେ ମୋକ୍ଷ ପାଇବେ। ରୁଷିଆ ସୌନ୍ୟଙ୍କ ମନୋବଳ ବଢ଼ାଇବା ପାଇଁ ଅର୍ଥୋଡୋକ୍ସ ଚର୍ଚ୍ଚ ମୁଖ୍ୟ ପାଟ୍ରିଆର୍ଚ କିରିଲ ଏହା କହିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…
Archives


