ପ୍ରଧାନମନ୍ତ୍ରୀ ହେବାକୁ ପ୍ରଚଣ୍ଡ ଆଗ୍ରହୀ

କାଠମାଣ୍ଡୁ ,୧୯।୧୨: ସିପିଏନ୍‌-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ ରବିବାର ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଭେଟିଛନ୍ତି। ସେ ନୂଆ ସରକାରରେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହ ବ୍ୟକ୍ତ କରିଥିବା ଜଣାପଡ଼ିଛି। ଶାସକ ମେଣ୍ଟକୁ ନେଇ କିପରି ପରବର୍ତ୍ତୀ ସରକାର ଗଢ଼ାଯିବ, ସେନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସରକାର ଗଢ଼ିବା ଲାଗି ଦାବି ଜଣାଇବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଖୁବ୍‌ଶୀଘ୍ର ଡାକିବାକୁ ଯାଉଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଚଣ୍ଡ ଭେଟିବା ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୦ରେ ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ପ୍ରତିନିଧି ସଭା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସରକାର ଗଢ଼ିବା ଲାଗି କୌଣସି ଦଳକୁ ଆବଶ୍ୟକ ସଂଖ୍ୟା ମିଳିନାହିଁ। ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବାରୁ କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଅସମାହିତ ହୋଇ ରହିଛି। ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସ ୮୯ ଆସନରେ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ଏହାର ସହଯୋଗୀ ସିପିଏନ୍‌-ମାଓବାଦୀ ସେଣ୍ଟରକୁ ୩୨, ସିପିଏନ୍‌-ୟୁନାଇଟେଡ୍‌ ସୋସିଆଲିଷ୍ଟକୁ ୧୦, ଲୋକତାନ୍ତ୍ରିକ ସମାଜବାଦୀ ପାର୍ଟିକୁ ୪ ଏବଂ ରାଷ୍ଟ୍ରୀୟ ଜନମୋର୍ଚ୍ଚାକୁ ଗୋଟିଏ ଆସନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିୟାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

କାନବେରା,୨୮ ।୧୨: ଅଷ୍ଟ୍ରେଲିୟାର ନ୍ୟୁ ସାଉଥ୍ ୱେଲସ୍ ସହରରେ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା...

ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ଓଲେନା…

କ୍ୱିଭ୍‌, ୬।୩ : ଯେତେବେଳେ ୟୁକ୍ରେନ୍‌ ଉପରେ ଯୁଦ୍ଧର ସଙ୍କଟ ଦେଖାଦେଇଛି। ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ତାଙ୍କ ସ୍ତ୍ରୀ ଓଲେନା...

ଚର୍ଚ୍ଚର ଭୁଲ ଯୋଗୁ ସାରା ଦେଶରେ କରୋନା ବ୍ୟାପିବାର ଆଶଙ୍କା !

ସିଓଲ,୨୫।୮: କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବାରୁ ଦକ୍ଷିଣ କୋରିଆରେ ରେଡ ଆଲର୍ଟ ଜାରି କରାଯାଇଛି। ଏବେ ଦକ୍ଷିଣ କୋରିଆର ଅଧିକାରୀଙ୍କ ସୂଚନା...

ଗୁରୁତର ସଙ୍କଟରେ ଆମେରିକାର ଖବରକାଗଜ ଶିଳ୍ପ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମଣ ଖବର ସାଉଁଟିବାକୁ ପ୍ରବଳ ଆଗ୍ରହ ଦେଖାଉଥିବା ଆମେରିକା ସାମ୍ବାଦିକଙ୍କ ପାଇଁ ଏବେ ବିପଦ ଘନେଇ ଆସିଛି। ଏହା ଖବରକାଗଜ ଶିଳ୍ପ...

ଓବାମାଙ୍କୁ ଏମି ପୁରସ୍କାର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନେଟ୍‌ଫ୍ଲିକ୍ସ ପ୍ରାମାଣିକ ଚିତ୍ର ସିରିଜ୍‌ ‘ଆଓ୍ବାର ଗ୍ରେଟ୍‌ ନ୍ୟାଶନାଲ ପାର୍କ୍ସ’ ପାଇଁ ଶ୍ରେଷ୍ଠ ବ୍ୟାଖ୍ୟାକାର ଭାବେ ଏମି ଆଓ୍ବାର୍ଡ...

ଭାରତକୁ ରାଫାଲ ଆସିବା ପରେ କ୍ରୋଧରେ ଜର୍ଜରିତ ପାକିସ୍ତାନ, ଓଗାଳୁଛି ବିଷ

ଲାହୋର,୧ା୮: ଫ୍ରାନ୍ସରୁ ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ୍‌ଶକ୍ତି ବହୁଗୁଣ ବଢ଼ିଯାଇଛି। ଫଳରେ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ କ୍ରୋଧିତ ହୋଇଉଠିଛନ୍ତି। ପ୍ରଥମେ...

୨୦୧୯ରେ ୫୬ ଖବରଦାତାଙ୍କୁ ହତ୍ୟା

ଜାତିସଂଘ,୨୨।୧(ଆଇଏଏନ୍‌ଏସ୍‌): ୨୦୧୯ରେ ବିଶ୍ୱର ୫୬ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଅଧିକାଂଶ ବିବାଦୀୟ ଅଞ୍ଚଳ ବାହାରେ ପ୍ରାଣ ହରାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା...

ଭାରତ ଲୁଚାଉଛି କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଏଥିରେ...

Advertisement
Archives

Model This Week