ଆମେରିକା ନିର୍ମିତ ୪ କ୍ଷେପଣାସ୍ତ୍ର ଖସାଇଥିବା ଦାବି କଲା ରୁଷିଆ

ମସ୍କୋ,୨୦।୧୨ : ୟୁକ୍ରେନ୍‌ ଉପରେ ରୁଷିଆ ୧୦ ମାସ ହେଲା ଆକ୍ରମଣ ଚଳାଇଥିବାବେଳେ ଆମେରିକା ନିର୍ମିତ ୪ଟି କ୍ଷେପଣାସ୍ତ୍ରକୁ ଖସାଇଥିବା ପ୍ରଥମ ଥର ପାଇଁ ମସ୍କୋ ଦାବି କରିଛି। ୟୁକ୍ରେନ୍‌ ସୀମାକୁ ଲାଗି ରହିଥିବା ରୁଷିଆର ବେଲ୍‌ଗୋରୋଡ ଅଞ୍ଚଳ ଉପରେ ଆମେରିକାର ୪ଟି ‘ହାର୍ମ’ ଆଣ୍ଟି-ରାଡାର କ୍ଷେପଣାସ୍ତ୍ରକୁ ରୁଷୀୟ ସୈନ୍ୟ ଖସାଇଥିଲେ ବୋଲି ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି। ୟୁକ୍ରେନ୍‌କୁ ଆମେରିକା ସମେତ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଅସ୍ତ୍ର ସହାୟତା ଯୋଗାଇ ଆସୁଛନ୍ତି। ବେଲ୍‌ଗୋରୋଡ ଅଞ୍ଚଳରେ ୟୁକ୍ରେନ୍‌ ପକ୍ଷରୁ ବାରମ୍ବାର କ୍ଷେପଣାସ୍ତ୍ର ମାଡ଼ କରାଯାଉଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ପାଲଟିବେ ପ୍ରାଣୀଙ୍କ ଖାଦ୍ୟ

ବର୍ଲିନ୍‌,୧୬ା୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପୃଥିବୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୯୦ରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପରିବହନ...

ତାଲିବାନକୁ ବିରୋଧ ନ କରିବାକୁ ଅଶରଫ ଘାନି ନେଇଥିଲେ ୧୧୦ ନିୟୁତରୁ ଅଧିକ ଡଲାର,କତାର ଦେଇଥିଲା ଲାଞ୍ଚ…

କାବୁଲ,୨।୨ : ତାଲିବାନକୁ ବିରୋଧ ନ କରିବା ପାଇଁ କତାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘାନିଙ୍କୁ ୧୧୦ ମିଲିୟନ ଡଲାରରୁ ଅଧିକ ଲାଞ୍ଚ ଦେଇଥିଲା।...

ଭାରତୀୟ ବିଚାରପତିଙ୍କ ରୁଷିଆ ବିରୋଧରେ ମତଦାନ…

ହେଗ୍‌,୧୭।୩ : ୟୁକ୍ରେନରେ ତୁରନ୍ତ ସାମରିକ କାର୍ଯ୍ୟ ବନ୍ଦ କରିବାକୁ ରୁଷିଆକୁ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) କହିଛି। ଏହି ପ୍ରସଙ୍ଗରେ ୧୩-୨ ମତଦାନ ପରେ ଆଇସିଜେ...

ସ୍ପେନ୍‌ ମହାରାଣୀଙ୍କ ଗ୍ରେନେଡ୍‌ ଉପହାର

ମାଦ୍ରିଦ୍‌, ୧।୫: ରୁଷିଆ ଉପରେ ବିଜୟ କାମନା କରି ସ୍ପେନ୍‌ ମହାରାଣୀ ଲେଟିଜିଆ ଓରିଜ୍‌ ରୋକାସୋଲାନୋ ୟୁକ୍ରେନ୍‌କୁ ଗ୍ରେନେଡ ଉପହାର ପଠାଇଛନ୍ତି। ଏଥିରେ ସେ ସଂଖ୍ୟାତ୍ମକ...

ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି...

ପାକିସ୍ତାନରେ ଗୃହ ଯୁଦ୍ଧ ପରିସ୍ଥିତି , ୫୦ ଲକ୍ଷ କୋଟି ଋଣ, ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ଭାଙ୍ଗିଦେଉଛି ବର୍ଦ୍ଧିତ ଦରଦାମ

ଇସଲାମାବାଦ,୪ ।୯: ପାକିସ୍ତାନରେ ୪୭ ବର୍ଷ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ବନ୍ୟା ଆସିଛି । ରିପୋର୍ଟରେ କୁହଯାଇଛି କି ଦେଶର ଏକ ତୃତିୟାଂଶ ଭାଗ...

‘ଭାରତ ଆମେରିକାର କେବଳ ସହଯୋଗୀ ନୁହେଁ, ଏକ ବଡ଼ ଶକ୍ତି’

ଓ୍ବାଶିଂଟନ,୯ା୧୨: ଆମେରିକାର ହ୍ବାଇଟ୍‌ ହାଉସ ବିଶ୍ୱରେ ଭାରତର ପ୍ରଭାବ ଉପରେ ପ୍ରତିକ୍ରିୟା ରଖିଛି। ହ୍ବାଇଟ୍‌ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ଆମେରିକାର ସହଯୋଗୀ...

ବ୍ରିଟେନର ସ୍ବରାଷ୍ଟ ମନ୍ତ୍ରୀ ହେଲେ ଭାରତୀୟ ମୂଳର ପ୍ରୀତି ପଟେଲ

ଲଣ୍ଡନ, ୨୫।୭: ବ୍ରିଟେନର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଭାରତୀୟ ମୂଳର ପ୍ରୀତି ପଟେଲ। ବୁଧବାର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ତାଙ୍କୁ ଏହି ଦାୟିତ୍ୱ...

Advertisement
Archives

Model This Week