ଅନ୍ତର୍ଜାତୀୟ

ଆମେରିକାରେ ପୁଣି ଗୁଳିକାଣ୍ଡ, ଫିଲାଡେଲଫିଆରେ ୩ ମୃତ ୧୧ ଆହତ…

ନୂଆଦିଲ୍ଲୀ, ୫।୬ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତ୍ରରେ ଫିଲାଡେଲଫିଆର ସାଉଥ୍‌ ଷ୍ଟ୍ରିଟ୍‌ରେ ସପ୍ତାହ ଶେଷରେ ଅବସର ବିନୋଦନ ପାଇଁ ବହୁ ଲୋକ ଜମା ହୋଇଥିଲେ। ହଠାତ୍‌ ଜଣେ ଅଜ୍ଞାତ ବନ୍ଧୁଧାରୀ ପହଞ୍ଚି ଲୋକଙ୍କ ଉପରକୁ...

କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ

ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ସେମାନେ...

ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ, ବାଧ୍ୟ ହୋଇ ଦେହ ବ୍ୟବସାୟ କରୁଛନ୍ତି ଯୁବତୀ…

କଲମ୍ବୋ, ୫।୬ : ଶ୍ରୀଲଙ୍କା ସ୍ବାଧୀନତା ପରଠାରୁ ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଜନସାଧାରଣ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଦେଶରେ...

ବାୟୁ ପ୍ରଦୂଷଣ ଅଧିକ ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…

ଜେନେଭା, ୫।୬ : କରୋନା ମହାମାରୀ ସଂକ୍ରମଣକୁ ଅଢ଼େଇ ବର୍ଷରୁ ଅଧିକ ଦିନ ପୂରଣ ହେଲାଣି। ଏହାକୁ ଶତାବ୍ଦୀର ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ଭାବରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ କରୋନା ମହାମାରୀ ସଙ୍କଟ ଜାରି...

ସ୍ପେସ୍‌ ଷ୍ଟେଶନ ନିର୍ମାଣ କରୁଛି ଚାଇନା, ମହାକାଶ ଗଲେ ୩ ମହାକାଶଚାରୀ…

ବେଜିଂ, ୫।୬ : ମହାକାଶରେ ନିଜର ସ୍ପେସ୍‌ ଷ୍ଟେଶନ ପ୍ରତିଷ୍ଠା ପାଇଁ ଚାଇନା ପ୍ରୟାସ ଆରମ୍ଭ କରିଛି। ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଚାଇନା ଜଣଙ୍କ ପରେ ଜଣେ ମହାକାଶଚାରୀମାନଙ୍କୁ ମହାକାଶକୁ ପଠାଯାଉଛି। ଏହି କ୍ରମରେ ଚାଇନ ତିନିଜଣ...

ଆମେରିକାର ଚେତାବନୀ ପରେ ବି ମାନୁ ନାହାନ୍ତି କିମ, ଏକାଥରେ ୮ ବାଲେଷ୍ଟିକ ମିଶାଇଲର କଲେ ପରୀକ୍ଷଣ

ପୋଙ୍ଗୟାଙ୍ଗ,୫ ।୬: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜନ ଉନ ତାଙ୍କ କାର୍ଯ୍ୟକଳାପକୁ ନେଇ ଥାଆନ୍ତି ଖୁବ ଚର୍ଚ୍ଚାରେ । ପଡୋଶି ଦେଶ ଦକ୍ଷିଣ କୋରିଆର ଚେତାବନୀ ପରେ ବି କିମ ମଶାଇଲ ପରୀକ୍ଷଣ କରି ଚାଲିଛନ୍ତି ।...

ଗିରଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ

ଇସଲାମାବାଦ,୫ ।୬: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ତାଙ୍କ ପୁଅ ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ହମଜା ଶହବାଜଙ୍କ ମୁଣ୍ଡରେ ଝୁଲୁଛି ଗିରଫ ହେବାର ଖଣ୍ଡା । ପାକିସ୍ତାନର ସଂଘିୟ ଯାଞ୍ଚ ଏଜେନ୍ସି(ଏଫଏଆଇ) ମନି ଲଣ୍ଡରିଂ ମାମଲାରେ ଏମାନଙ୍କ...

ସେଫ୍ ହାଉସ ସିଫ୍ଟ ହେଲେ ବାଇଡେନ

ୱାଶିଂଟନ,୫ ।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ସାମାନ୍ୟ ଢିଲା ନଜର ଆସିଛି । ଡୋଲାବେୟରର ରେହୋବୋଥ ବିଚରେ ଛୁଟି କାଟିବାକୁ ଯାଇଥିବା ବାଇଡେନଙ୍କ ଭ୍ୟାକେସନ ହୋମ ଉପରେ ଏକ ଅଜ୍ଞାତ ବିମାନ ନଜର ଆସିବାକୁ ନେଇ ଚର୍ଚ୍ଚା...

ପେଟ୍ରୋଲ, ବିଜୁଳି ପାଇଁ ରାସ୍ତାକୁ ଓହ୍ଲାଇବେ ସରକାରୀ କର୍ମଚାରୀ

ଇସଲାମାବାଦ,୪ା୬: ଆଜିକାଲି ପାକିସ୍ତାନ ଖରାପ ଅର୍ଥନୈତିକ ପରିସ୍ଥିତି ଦେଇ ଗତି କରୁଛି। ଅତ୍ୟାବଶ୍ୟକ ଅଭାବ ପୂରଣ ପାଇଁ ପ୍ରତିଦିନ ସଂଘର୍ଷ ସହ ଦେଶର ଲୋକମାନେ ବଞ୍ଚୁଛନ୍ତି। ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାରୀ କର୍ମଚାରୀମାନେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ...

ତାଲିମ୍‌ ପାଇଁ ଭାରତକୁ ସୈନ୍ୟ ପଠାଇବାକୁ ଚାହୁଁଛି ଆଫଗାନିସ୍ତାନ…

କାବୁଲ, ୪।୬ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶର ସ୍ଥିତି ଅସ୍ଥିର ଏବଂ ଦୁର୍ବଳ ରହିଛି। ଆଫଗାନିସ୍ତାନକୁ କ୍ଷୁଧା ଏବଂ ରୋଗର ସଙ୍କଟରୁ ରକ୍ଷା କରିବା ପାଇଁ ଭାରତ କ୍ରମାଗତ ଭାବରେ ଗହମ, ଚିକିତ୍ସା ସହାୟତା ଏବଂ...

କଲମ୍ବୋକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ କଲା ରୁଷିଆ

ମସ୍କୋ,୪ା୬: ରୁଷିଆ ଏକ ବଡ଼ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷ ଏହାର ଏୟାରବସ A-୩୩୦ ବିମାନକୁ ଅଟକାଇବା ପରେ ଶନିବାର ରୁଷିଆର ଏରୋଫ୍ଲଟ୍‌ କଲମ୍ବୋକୁ ଏହାର ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରଖିଛି। ରୁଷିଆ କମ୍ପାନୀ ଏରୋଫ୍ଲଟ୍‌ ପକ୍ଷରୁ ପ୍ରକାଶିତ...

ବଢ଼ିଲା ପେଟ୍ରୋଲ ଦାମ୍‌, ଗଧରେ ବସି ଅଫିସ୍‌ ଆସିବାକୁ ଅନୁମତି ଲୋଡିଲେ କର୍ମଚାରୀ…

ଇସଲାମାବାଦ, ୪।୬ : ପାକିସ୍ତାନରେ ପେଟ୍ରୋଲର ଦାମ୍‌ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି ପ୍ରସଙ୍ଗରେ ପୂର୍ବତନ ଇମ୍ରାନ ଖାନ ସରକାରଙ୍କୁ ଘେରି ଶାହାବାଜ ସରିଫ ସରକାର କ୍ଷମତାକୁ ଆସିଥିଲେ। ବର୍ତ୍ତମାନ ସମାନ ପ୍ରସଙ୍ଗ ତାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri