ଅନ୍ତର୍ଜାତୀୟ

ଆସେଞ୍ଜଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନର ମଞ୍ଜୁରୀ

ଲଣ୍ଡନ,୧୮ା୬: ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବା ପ୍ରସ୍ତାବକୁ ବ୍ରିଟିଶ ସରକାର ଅନୁମୋଦନ କରିଛନ୍ତି। ସେ ଆମେରିକାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର ସମ୍ମୁଖୀନ ହେବେ। ପ୍ରତ୍ୟର୍ପଣ ନିର୍ଦ୍ଦେଶନାମାରେ ବ୍ରିଟିଶ ଗୃହ ସଚିବ ପ୍ରୀତି ପଟେଲ ଶୁକ୍ରବାର...

ତୈଳ ସଙ୍କଟ: ଶ୍ରୀଲଙ୍କାରେ ୨ ସପ୍ତାହ ସ୍କୁଲ ବନ୍ଦ

କଲମ୍ବୋ,୧୮ା୬: ତେଲ ଆମଦାନି ପାଇଁ ଶ୍ରୀଲଙ୍କା ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ନ ଥିବାରୁ ଦୁଇ ସପ୍ତାହ ପାଇଁ ସ୍କୁଲ୍‌ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଶୁକ୍ରବାର ଘୋଷଣା କରାଯାଇଛି। ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଥିବାବେଳେ...

ଭାରତରେ ୫୦ ଲକ୍ଷ ବିସ୍ଥାପିତ

ଜାତିସଂଘ,୧୮ା୬(ପି.ଟି.): ଗତବର୍ଷ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ କାରଣରୁ ଭାରତରେ ପାଖାପାଖି ୫୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌) ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଟ୍ରେଣ୍ଡ୍‌ସ ରିପୋର୍ଟ ଅନୁୟାୟୀ ଗତବର୍ଷ ହିଂସା,...

ଇୟୁ ସଦସ୍ୟ ହେବ ୟୁକ୍ରେନ୍‌

ଲଣ୍ଡନ,୧୮ା୬: ୟୁକ୍ରେନ୍‌କୁ ୟୁରୋପୀୟ ୟୁନିୟନର ସଦସ୍ୟତା ପ୍ରଦାନ ଲାଗି ଏହାର କାର୍ଯ୍ୟନିର୍ବାହୀ ସଂଗଠନ ଶୁକ୍ରବାର ସୁପାରିସ କରିଛି। ରୁଷିଆ ଆକ୍ରମଣର ସମ୍ମୁଖୀନ ହୋଇଥିବା ୟୁକ୍ରେନ୍‌ ୨୭ ରାଷ୍ଟ୍ରବିଶିଷ୍ଟ ୟୁରୋପୀୟ ସଂଘରେ ସାମିଲ ହେଲେ ମହାଦେଶରେ ଶାନ୍ତି ରକ୍ଷା ହୋଇପାରିବ। ତେବେ...

ଆମେରିକାରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ କରୋନା ଟିକା

ୱାଶିଂଟନ,୧୮ ।୬: ସାରା ବିଶ୍ୱରେ ପୁଣିଥରେ ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଏହାକୁ ଦୃଷ୍ଟିରେ ରଖି ଏବେ ଆମେରିକାରେ କରୋନା ଟିକାକରଣରେ ସାମିଲ ହୋଇଛନ୍ତି ୫ ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁ । ଏବେ ସେଠାରେ ୫ ବର୍ଷ...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ ବୈଠକରେ ପାକିସ୍ତାନକୁ ଗ୍ରେ’ ତାଲିକାରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ବୈଠକର...

ରାସ୍ତା କଡ଼ରେ ଖାଦ୍ୟ ବିକୁଛନ୍ତି ନ୍ୟୁଜ୍‌ ଆଙ୍କର

କାବୁଲ,୧୭।୬: ଏକଛତ୍ରବାଦୀ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଦେଶ ଅନେକ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଛି। ଦେଶରେ ଏଭଳି ପରିବର୍ତ୍ତନ ଆସିଛି ଯେ, ବଡ଼ ବୃତ୍ତିଗତମାନେ ମଧ୍ୟ ଚାକିରି ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି...

ପାକିସ୍ତାନରେ ୨ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର

ଇସଲାମାବାଦ,୧୭।୬: ପାକିସ୍ତାନରେ ୨ ଜଣ ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଲାହୋରଠାରୁ ୩୦୦ କିମି ଦୂର ଭୱାଲ ନଗର ଫୋର୍ଟ ଆବାସରେ ଏହି ଅଭାବନୀୟ ଘଟଣା ଘଟିଛି। ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ସମ୍ପୃକ୍ତ ୨ ଭଉଣୀଙ୍କୁ ୨...

ୟୁକ୍ରେନ୍‌ରେ ଇୟୁ ନେତା

କିଭ୍‌, ୧୭ା୬:ରୁଷିଆ ଆକ୍ରମଣ ବିରୋଧରେ ୟୁକ୍ରେନ୍‌କୁ ସମର୍ଥନ ଜଣାଇବା ପାଇଁ ଜର୍ମାନୀ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଗୁରୁବାର କିଭ୍‌ରେ ପହଞ୍ଚିଛନ୍ତି। ୟୁରୋପୀୟ ସଂଘ(ଇୟୁ)ର ଏହି ୩ ନେତା...

ଦ୍ରୁତଗତିରେ ବଢ଼ୁଛି ବ୍ଲାକ୍‌ହୋଲ୍‌: ପ୍ରତି ସେକେଣ୍ଡରେ ପୃଥିବୀ ଆକୃତିର ଗ୍ରହ ଗିଳୁଛି

କାନବେରା, ୧୭ା୬:ଏକ ଅଭୂତପୂର୍ବ ଆବିଷ୍କାର କ୍ରମେ ଅଷ୍ଟ୍ରେଲୀୟ ଜ୍ୟୋତିର୍ବିଜ୍ଞାନୀ ପ୍ରାୟ ୯ ଶହ କୋଟି ବର୍ଷର ଏକ ବ୍ଲାକ୍‌ହୋଲ ବା କୃଷ୍ଣଗର୍ତ୍ତକୁ ଠାବ କରିଛନ୍ତି। ବ୍ଲାକ୍‌ହୋଲଟି ଏତେ ଦ୍ରୁତଗତିରେ ବଢ଼ୁଛି ଯେ, ପ୍ରତି ସେକେଣ୍ଡରେ ଏହା ଗୋଟିଏ ପୃଥିବୀ ଆକାରର...

ତେଲ ଭରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଅଟୋ ଚାଳକଙ୍କ ମୃତ୍ୟୁ

କଲମ୍ବୋ,୧୬ା୬: ଶ୍ରୀଲଙ୍କା ଅତ୍ୟନ୍ତ ଖରାପ ପରସ୍ଥିତି ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିୟମ ଉତ୍ପାଦ ଦର ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ଶ୍ରୀଲଙ୍କାର ଜଣେ ସାଧାରଣ ନାଗରିକ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ କିଣିବାକୁ...

ବ୍ରିଟେନରେ ପ୍ରଫେଟ ମହମ୍ମଦଙ୍କ ଝିଅଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମକୁ ବିରୋଧ

ଲଣ୍ଡନ,୧୬ ।୬: ବ୍ରିଟିଶ ଚଳଚ୍ଚିତ୍ର ‘ଦ ଲେଡି ଅଫ୍ ହେଭେନ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମକୁ ନେଇ ଏବେ ସେଠାରେ ବିରୋଧ ପ୍ରଦର୍ଶନ କରାଯାଉଛି । ଚଳଚ୍ଚିତ୍ର ଉପରେ ନିନ୍ଦା କରାଯାଇଥିବା ଅଭିଯୋଗ ଆସିଛି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri